ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ୍ କରି ପୁଣି ଚର୍ଚ୍ଚାରେ କଙ୍ଗନା। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ, ଗାନ୍ଧୀ ଥିଲେ ଭୋକିଲା ଓ ଚତୁର
ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଥିଲା।
ନର୍ସ ଜ୍ୟୋତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜ ଚାକିରି ସମୟରେ ୫ ହଜାର ପିଲା ଜନ୍ମ କରାଇଛନ୍ତି। କିନ୍ତୁ ନିଜ ଡେଲିଭରି ସମୟରେ ଆଖି ବୁଜିଲେ ଜ୍ୟୋତି। ଡାକ୍ତର କହିଲେ...
ଐଶର୍ଯ୍ୟାରୁ କେମିତି ପାଲଟିଗଲେ କୁନିଝିଅ ଖୁସି? କାହିଁକି ନର୍ଭସ ଫିଲ କରୁଥିଲେ ଖୁସି? କେମିତି ସିନେମା ଦୁନିଆରେ ପାଦ ଥାପିଲେ ଐଶର୍ଯ୍ୟା? ଜାଣନ୍ତୁ ପୂରା କାହାଣୀ...
ଏବେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାର ସୁନା ଝିଅ ତନିସା ଅଗ୍ରୱାଲ। ମଡ଼େଲିଂରେ ସର୍ବଭାରତୀୟ ସ୍ତରରେ ଏବେ ତନିଆଙ୍କୁ ମିଳିଛି ବଡ଼ ସଫଳତା।
ନେତା ହେବ ତ ଏମିତି। ଭୋଟ୍ ନାହିଁ କିନ୍ତୁ ହଠାତ୍ ଭୋଟରଙ୍କ ପାଖରେ ପହଞ୍ଚିଲେ ନେତା...କହିଲେ, ମାଉସୀ ଖାଲି ଆଶୀର୍ବାଦ ଦିଅ।
କୁନି ପୁଅର ଜୀବନ ବନ୍ଧା ପଡ଼ିଛି ଏକ ଇଂଜେକ୍ସନ୍ ପାଖରେ। ଯେଉଁ ଇଂଜେକ୍ସନର ଦାମ୍ ଶୁଣିଲେ ଆପଣଙ୍କ ଛାତି ଦବିଯିବ। ମାତ୍ର ଗୋଟିଏ ଇଂଜେକ୍ସନର ଦାମ୍ ହେଲା ୧୬ କୋଟି ଟଙ୍କା। ଏହି ଇଂଜେକ୍ସନଟି ନହେଲେ କୁନି ପୁଅଟିର ଜୀବନ ପ୍ରତି ବିପଦ ଅଛି ବୋଲି ଡାକ୍ତର କହିଛନ୍ତି। ତେଣୁ ଗରିବ ମାଆ ବାପା ଆକୁଳ ନିବେଦନ କରି ଭିଡିଓ ଛାଡ଼ିଛନ୍ତି।
ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ : ଦିବ୍ୟଶଙ୍କର ମିଶ୍ର…
ବ୍ରଜକାପ୍ତା ଚୋରା ଚାଲଣ ରାକେଟ ଏବେ ବଢିବାରେ ଲାଗିଛି । ରାଜ୍ୟରେ ଏବେ ବେଆଇନ ଭାବେ ଏହାର ଚୋରାଚାଲଣ ହେଉଛି । ତେବେ ଗତକାଲି ଖୋର୍ଦ୍ଧାରେ ଏଥିପାଇଁ ଏକ ଡିଲ ଚାଲିଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଧରିପକେଇଥିଲା । ତେବେ ଏହି ବଜ୍ରକାପ୍ତା କେଉଁଠୁ ଆସିଲା ଏବଂ କାହାକୁ ଚାଲଣ ହୋଇଥାଆନ୍ତା ଜାଣନ୍ତୁ ।
ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମୃତ୍ୟୁ ମାମଲା.. ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର
ଫେବ୍ରୁଆରିରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି.. ନିର୍ଭୁଲ ଭୋଟର ତାଲିକା ବା ନିଜର ଭୋଟ୍ ପରିଚୟ ପତ୍ର କରିବା ଲାଗି ଅନଲାଇନ୍ ଆବେଦନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି.
ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ପୁରା ହୋଇନାହିଁ । କିନ୍ତୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ । କିନ୍ତୁ ଏଥିପାଇଁ ମୁଁ ଖୋସାମତ କରିବି ନାହିଁ ଏପରି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।
ପଢାରେ ସେ ଜଣେ ଇଂଜିନିୟର, ବାଙ୍ଗାଲୋରରେ ଚାକିରୀ ମଧ୍ୟ କରିଥିଲେ । ହେଲେ କରୋନା କାଳରେ ଚାକିରୀ ଛାଡି ଓଡିଶା ଫେରିଆସିଥିଲେ l ଆଉ ଏହାପରେ ଆରମ୍ଭ କରିଥିଲେ ଏକ ତନ୍ଦୁରୀ ଚା ଦୋକାନ । ନିଜେ ସ୍ୱାବାଲମ୍ବୀ ହେବା ସହିତ ସ୍ଥାନୀୟ ଯୁବକକୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।
ରାଜଧାନୀ ଛାତି ଉପରେ ମାଷ୍ଟରକ୍ୟାଣ୍ଟିନ ନିକଟ ରାସ୍ତା କଡ଼ର ଏକ ରେସ୍ତୋରାଁରୁ ଆଜି ଭୋର ସମୟରେ ଲୁଟ୍ ହୋଇଛି.. ମାତ୍ର ୫ ମିନିଟରେ କଳାକନା ବୁଲେଇ ଦେଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା.. ଆଜି ଭୋର୍ ସମୟରେ ଜଣେ ଜ୍ୟାକେଟ୍ ପିନ୍ଧା ଲୁଟେରା ଶଟର୍ ତାଡ଼ି ଦୋକାନ ଭିତରେ ପଶି କ୍ୟାସ୍ ଡ୍ରରୁ ୧୪ ହଜାର ଟଙ୍କା ଲୁଟ୍ କରି ଚମ୍ପଟ୍ ମାରିଛି..
ଆଧାର କାର୍ଡ଼ରେ ଟିପ ଚିହ୍ନ ଉଠୁନାହିଁ ବୋଲି ୭୫ ବର୍ଷିୟାଙ୍କ ବନ୍ଦ ହୋଇଗଲା ରାସନ ସାମଗ୍ରୀ। ବାରମ୍ବାର ଗୁହାରି କଲେ ବି ଶୁଣିଲେ ନାହିଁ ଡିଲର। ଉପାୟ ଶୂନ୍ୟ ହୋଇ ବଡ଼ବାବୁଙ୍କୁ ଅଭିଯୋଗ କରିବା ପାଇଁ ୧୪ କିମି ରାସ୍ତାରେ ଟ୍ରଲିରେ ବୁହା ହେଲେ ୭୫ ବର୍ଷିୟା ବୃଦ୍ଧା ଶନି ଜେନା।
ବାତ୍ସଲ୍ୟ ମମତାର ଏକ ନିଆରା ଦୃଶ୍ୟ। କୁକୁର ଠାରୁ ଦୁଇଟି ଛେଳି ଛୁଆ କ୍ଷୀର ପିଉଥିବା ଦେଖିବାକୁ ମିଳିଛି | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ଠାରେ ଏ ଦୃଶ୍ୟ ଦେଖିବାକୁ ମିଳିଛି |
ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ କରି ଟଙ୍କା ଲୁଟ୍ ଘଟଣା ପଛରେ ନାଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି
କୋରାପୁଟ-ଦାମନଯୋଡ଼ି ରାସ୍ତାରେ ନକଲି ଗୁଟଖା କାରଖାନା ଠାବ..କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି
ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଚାଷୀଙ୍କ ପାଚିଲା ଧାନ କ୍ଷେତ.. ପ୍ରଥମେ ବର୍ଷା ଅଭାବ ପରେ ବନ୍ୟା, ଆଉ ଏବେ ଫସଲ ଅମଳ ପୂର୍ବରୁ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି
ଖୋର୍ଦ୍ଧା ଧଳାପଥର ଅଞ୍ଚଳରେ ବଜ୍ରକାପ୍ତା କାତି ଡିଲ୍ ବେଳେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ.. ଗିରଫଦାରୀ ବେଳେ ବନବିଭାଗ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲେ ଅଭିଯୁକ୍ତ
ମମିତା ମେହେର ହତ୍ୟା ମାମଲାରେ ଆସିଥିବା ସମସ୍ତ ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
ଦେଢ଼ ବର୍ଷର ଶିଶୁ ରାଜଭିରର ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା.. ଏଥିପାଇଁ ଓଡ଼ିଶାବାସୀଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି ଶିଶୁର ବାପା-ମାଆ..ଫୋନ ପେ' କିମ୍ବା ଗୁଗୁଲ ପେ' ଜରିଆରେ ଆପଣ ଟଙ୍କା ପଠାଇପାରିବେ
ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ-ଭାରତ ତିନି ଟିକିଆ ବିଶିଷ୍ଟ ଟି-୨୦ ସିରିଜ୍.. ନୂଆ କୋଚ୍ ରାହୁଲ ଦ୍ରାବିଡ଼, ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ..
ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇଲେ ମୁରିକୀ ପୁଲକିତା.. ମାତ୍ର ୧୩ ବର୍ଷ ବୟସରେ ମୁରିକୀ କିଲିମଞ୍ଜାରୋ ଚଢ଼ି ଏବେ ଚର୍ଚ୍ଚା ସାଉଁଟୁଛନ୍ତି..
ପଶ୍ଚିମ ଓଡ଼ିଶାରେ ବେଶ୍ ପରିଚିତ ଖାଦ୍ୟ “ବାଉଁଶ କରଡ଼ି ପିଠଉ”। ହୁଏତ ଏହି ଖାଦ୍ୟ ସମ୍ପର୍କରେ ବିଶେଷ ଜାଣିନଥିବେ....କିନ୍ତୁ ଏହା ଏତେ ଟେଷ୍ଟିଂ ଯେ, ଥରେ ଖାଇସେ ପାଟିରୁ ଛାଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ ହେଉଛି?