କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନଙ୍କ ଦେହାନ୍ତ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ।
୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?
ଦିନେ ଜାହାଜ ଚଳାଉଥିଲେ। ମାସ ମାସ ପାଣି ଭିତରେ କଟୁଥିଲା। ସେଇ ବ୍ୟସ୍ତ ନୌସେନା ଅଧିକାରୀ ଆଜି କଳାକାରିଗରୀରେ ଖୋଜୁଛନ୍ତି ଶାନ୍ତି। ଅବସର ବୟସର ମଣିଷ ଦିନରାତି ବସି ରଙ୍ଗତୂଳୀରେ ମଜ୍ଜି ରହୁଛନ୍ତି। ତା ସହିତ ଦେଶବିଦେଶରୁ ମୁଦ୍ରା ସଂଗ୍ରହ କରି ତାକୁ ସାଇତି ରଖିଛନ୍ତି।
ପରିବାର ଚଳାଇବା ପାଇଁ ମିସ୍ତ୍ରୀ ସହ କାମ କରିବାକୁ ଯାଉଥିଲେ। ଦିନେ ଚାରି ମହଲା ଛାତରୁ ଖସି ପଡିଲେ ଗଣେଶ। ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ ପଡି ହେଉଛନ୍ତି ଛଟପଟ। ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ସ୍ତ୍ରୀ ମାନସୀ...
ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍...
ଖାଲି ସାଧାରଣ ଲୋକ ନୁହେଁ, ଅନେକ ସେଲିବ୍ରିଟି ବି କରୋନା କଟକଣାର ଦୁଃଖ ସହିଛନ୍ତି। ଯେମିତିକି ଆପଣଙ୍କ ପ୍ରିୟର ମଙ୍ଗଳା। ଖାଇବାକୁ ନ ପାଇ ଉପାସରେ ରୁମରେ ରହିଥିଲେ। ସବ୍ୟସାଚୀ ମିଶ୍ରଙ୍କ ସୋ’ ‘ଜିତିବ ଓଡ଼ିଶା’ରେ ଏମିତି ଦୁଃଖଦଭରା କାହାଣୀ କହିଥିଲେ ଏ ଅଭିନେତ୍ରୀ
ଆପଣମାନେ ଶୁଣିଥିବେ ଆମ ଜଟଣୀ ବିଧାୟକ ସୁର ରାଉତରାୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସେ ଘରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଦେଖୁନ କେମିତି ଏଇଠି ବସିଛନ୍ତି ସୁର ଭାଇ...
ନିଜକୁ ବୋହୂ ବୋଲି ଦାବି କରି ଶ୍ୱଶୁର ଘରେ ପ୍ରବେଶ ଜିଦରେ ଅଟଳ ମହିଳାଙ୍କ ଧାରଣା । ତିନିଦିନ ହେବ ଧାରଣାରେ ବସିଛନ୍ତି ନବବଧୂ । ସେପଟେ ଗତକାଲି ସଂଧ୍ୟାରେ ଯୁବତୀଙ୍କ ବାପା, ଭାଇଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି ପୋଲିସ।
ଖଣ୍ଡିଏ ଘର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ଏବେ ଯେଉଁଠି ରହୁଛନ୍ତି ମଣିଷ, ସେଇଠି ରହୁଛନ୍ତି ଗାଈଗୋରୁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରଙ୍କ ସବୁ ଯୋଜନା କାହାପାଇଁ?
ଟାର୍ଗେଟ୍ କେତେ ଫୁଲଫିଲ୍ କରିଛନ୍ତି ରାଜ୍ୟ ବିଜେପି ନେତା? ଆଗାମୀ ପଂଚାୟତ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଦଳ? ତାହାର ଚାଲିଛି ହିସାବ ଓ ନିକାଶ
୩୦ ଘଂଟା ପରେ ବି ଶ୍ୱଶୁର ଘର ସାମ୍ନାକୁ ହଟୁନାହାନ୍ତି ନବବଧୂ । ୬ ମାସ ବୋହୂ ହୋଇ ରହିବା ପରେ ଏବେ ପୁଣି କି ବିବାହ ହେବ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସମ୍ପକ୍ତ ମହିଳା
ସ୍କୁଲ ଖୋଲୁ ଖୋଲୁ ଟେନସନ୍ ଦେଲାଣି କରୋନା। ବାଧ୍ୟ ହୋଇ ବିଦ୍ୟାଳୟ ବନ୍ଦ କଲେ କର୍ତ୍ତୃପକ୍ଷ
ସ୍କୁଲ ବାହାର ପାଖ ପୂରା ଚକ୍ଚକ୍ ହେଲେ ଭିତରେ ଫୁଲ ଅଳିଆ। କେଉଁ କ୍ଲାସ୍ରେ ବୋର୍ଡ଼ ନାହିଁ ତ କେଉଁଠି ସିମେଣ୍ଟ ଗୋଳା ହୋଇ ରହିଛି...ଦେଖନ୍ତୁ ଏହି ଦୃଶ୍ୟ
ଏଣିକି ବିଧାନସଭାରେ ଆଉ ଚାଲିବ ନାହିଁ ବିରୋଧୀଙ୍କ ହୋହାଲ୍ଲା କି ମାଇକ୍ ଭଙ୍ଗା? କେବଳ ଉନ୍ନତି ନେଇ କହିବେ ଓ ପ୍ରଶ୍ନ ପଚାରିବେ ସଦସ୍ୟ
ପୂର୍ବରୁ ସତ୍ତା ନ ଥିଲେ ବି ଆସାମ ଓ ତ୍ରିପୁରାରେ ବିଜେପି କ୍ଷମତାକୁ ଆସିଲା.. ସେହିପରି ଓଡ଼ିଶାରେ ବି କିଛି ଅସମ୍ଭବ ନୁହେଁ.. ଟିମ୍ ଓ୍ୱାର୍କ ହୋଇ କାମ କଲେ ସବୁ ସମ୍ଭବ..ଆଗାମୀ ନିର୍ବାଚନରେ ଚିତ୍ର ବଦଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ବିଧାନସଭା ଗୃହ କାର୍ଯ୍ୟ ପରିଚାଳନା ନେଇ କେତେକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି.. ପ୍ରଶ୍ନକାଳ ବେଳେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କୌଣସି ବିଧାୟକ ଗୃହରେ ପାଟିତୁଣ୍ଡ, ହୋହାଲ୍ଲା କି ହଟ୍ଟଗୋଳ କରିପାରିବେନି..
ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ।
୨ ବର୍ଷ ତଳେ ବିବାହ କରିଥିଲେ । ଘରେ ରହିବା ବଦଳରେ ବାହାରେ ଫଟୋ ଧରି ବୁଲୁଛନ୍ତି ବଧୂ। ୩୦ ଘଣ୍ଟା ହେବ ବାହାରେ ବସିଛନ୍ତି । ଘରଲୋକ ଆସିବେ ଘର ବିତରକୁ ନେବେ । କିନ୍ତୁ ଘଟୁନି ଅପେକ୍ଷାର ଅନ୍ତ
ରିଷ୍ଟ ଖଣ୍ଡନ କଥା କହିଲେ, ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ କରିନେଲେ ଦୁର୍ବୃତ୍ତ, ଜାଣନ୍ତୁ କଣ ରହିଛି ଘଟଣା
ମାଆ ଅଣ୍ଡା ତରକାରୀ କରି ନ ଦେବାରୁ ଧାରୁଆ ଅସ୍ତ୍ରରେ ମା’କୁ ଆକ୍ରମଣ କରି ମାରି ଦେଲା ପୁଅ ।
ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ୩ ମାସ ମଧ୍ୟରେ ନିୟମିତ ସୁବିଧା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ।
ପାଣିରେ ବୁଡି ରହିଛି ସୁନାର ଫସଲ । ଅଦିନିଆ ବର୍ଷା ଯୋଗୁଁ ଦେଖିବାକୁ ମିଳିଛି ଏ ଦଶା। ବିନିକା ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷ ଜମିରେ ଜମି ରହିଛି ଆଣ୍ଠୁଏ ଉପରେ ପାଣି । ଚିନ୍ତାରେ ଚାଷୀ ...।
ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପୀଠରେ ଚାପା ଉତେଜନା ଦେଖାଦେଇଛି ।
ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ
ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।