ଓଡ଼ିଶା ନୁହେଁ ବରଂ ପୂରା ଦେଶ ତାଙ୍କ ବୀରତ୍ୱର କଥାକୁ ମନେ ରଖିବ: ଏମିତି ଯବାନ ପୂରା ଦେଶ ପାଇଁ ଗର୍ବ : ପୋଲିସ କମିଶନର
କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । ନିର୍ଦ୍ଦୟ ହୋଇଗଲା ଆଇ । କୋଳେଇ ନେବା ବଦଳରେ ପର କରିଦେଲା ।
ବ୍ରହ୍ମପୁରର ବିବାଦୀୟ ଦମ୍ପତି ଡକ୍ଟର ସୁମିତ୍-ତପସ୍ୱିନୀଙ୍କ ସମ୍ପର୍କରେ ପୁଣି ଆସିଲା ନୂଆମୋଡ଼। ସ୍ୱାମୀ କୁଆଡ଼େ ଫେରାର ହୋଇଯାଇଥିବା ନେଇ ଗତକାଲି ତପସ୍ୱିନୀ ଭିଡିଓ କରି ସୂଚନା ଦେଇଥିବା ବେଳେ ଆଜି ସୁମିତଙ୍କ ଓକିଲ କରିଛନ୍ତି କିଛି ଏମିତି ଖୁଲାସା..
ଛିଣ୍ଡୁନି ତପସ୍ୱିନୀ-ସୁମିତ୍ ବିବାଦ.. କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୭ ଦିନ ଏକାଠି ରହିବା ପରେ ବି ସମାଧାନ ହେଲାନି.. ମିଶିଲାନି ତପସ୍ୱିନୀ- ଡାକ୍ତର ସୁମିତଙ୍କ ମନ.. ସୁମିତ କୁଆଡ଼େ ଫେରାର୍ ଥିବା ତପସ୍ୱିନୀ ଅଭିଯୋଗ କରିଥିବା ବେଳେ ସୁମିତଙ୍କ ଓକିଲ କହୁଛନ୍ତି ସୁମିତ କାଳେ ଛୁଟିରେ ଅଛନ୍ତି..
ଆଉ ୪ ମାସ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଖାଦ୍ୟ ନିରାପତ୍ତା ହିତାଧତ୍କାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ମୁଣ୍ଡ ପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ମିଳିବ ଏହି ଅତିରିକ୍ତ ଚାଉଳ ଦିଆଯିବ ।
ଚିନ୍ତା ବଢ଼ାଉଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏସବୁ ଭିତରେ ଦିଲ୍ଲୀରେ ଓମିକ୍ରନ୍ ଭାରିଏଣ୍ଟ୍ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
ଭୁବନେଶ୍ୱରରେ ସହିଦ ଯବାନ ରାଣାପ୍ରତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ : ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍ : ରାଣା ପ୍ରତାପ ଅମର ରହେ ଅମର ରହେ ନାରାରେ କମ୍ପିଲା ପୂରା ଏରିଆ
ବିପିନଙ୍କ ସ୍ଥାନ ଅପୂରଣୀୟ : ସାରା ଦେଶ ତାଙ୍କୁ ଝୁରିବ, ଆକସ୍ମିକ ଭାବରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ...ଦୁଃଖ ସହ କୋହ ବି ରହୁଛି
ପ୍ରେମ କଲେ, ଧୋକା ଦେଲେ....ଏବେ ଯୁବକଙ୍କ ଘର ଦୁଆରେ ଯୁବତୀ ଯାଇ ବସିଲେ....ଦେଖନ୍ତୁ ଏହି ଭିଡ଼ିଓ
କି ସୁନ୍ଦର କଳାକୃତି !! ଚଖଡ଼ିରେ ତିଆରି କରୁଛନ୍ତି ପଦ୍ମଶ୍ରୀ ନନ୍ଦସାରଙ୍କ ପ୍ରତିମୂର୍ତ୍ତି...ଦେଖନ୍ତୁ ଏହି ଭିଡ଼ିଓ
ବାତ୍ୟା ପଚାଇଦେଲା କଲରା, କୋବି ଓ ଭେଣ୍ଡି : ଲୋନ କରି ଚାଷ କରିଥିଲି, ଏବେ ଟଙ୍କା ସୁଝିବି କେମିତି?
ଜଗା ଦର୍ଶନକୁ ଆସିଥିଲେ, ଆକ୍ରମଣର ଶିକାର ହେଲେ : ଦାଦାବଟି ପାଇଁ ଆକ୍ରମଣ ହୋଇଥିବା ନେଇ ମିଳିଛି ସୂଚନା
ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଗର୍ଭବତୀ ପତ୍ନୀ ଅନିତା ଦାସଙ୍କୁ ସାଙ୍ଗରେ ନେଇ ଓଡ଼ିଶା ଆସୁଥିଲେ ଦିଲ୍ଲୀପ ମଲ୍ଲିକ..ହେଲେ ହଠାତ୍ ଅନିତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା..ଦିଲ୍ଲୀପ ଏନେଇ ରେଳ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ..ସେପଟେ ବଗିରେ ଥିବା ସହଯାତ୍ରୀମାନେ ମଧ୍ୟ ଖୁବ୍ ଦମ୍ଭ ଦେଇଥିଲେ.. ଯୋଗକୁ ବଗିରେ ଜଣେ ଡାକ୍ତରୀ ଛାତ୍ର ଥିଲେ, ସେ ମଧ୍ୟ ଅନିତାଙ୍କୁ ସହଯୋଗ କରିଥିଲେ.. ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ଓ ଅପେକ୍ଷା ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା ଅନିତା..
ବସ୍ ଦୁର୍ଘଟଣା କଲା...ରାଗିତାତି ପଂଚମ ହେଲେ ଲୋକେ....ଯିଏ ଯାହା ପାଇଲା ଧରିଲା ବସ୍କୁ ଭାଙ୍ଗି ଗୁଣ୍ଡ କଲା
ନାଁକୁ ମାତ୍ର ସ୍ମାର୍ଟ ସ୍କୁଲ : ଆଗ ପୁରା ଚକାଚକ୍ କିନ୍ତୁ ଭିତରେ ପୂରା ଅବ୍ୟବସ୍ଥା : ଲାଇଟ୍ ଜଳୁନି କି ଶୌଚାଳୟ ନାହିଁ
ଟେନ୍ସନ୍ ଦେଲାଣି ଓମିକ୍ରନ : ଏଣିତି ମୁହଁରୁ ମାସ୍କ ଖୋଲିଲେ ଭୋଗିବାକୁ ପଡ଼ିପାରେ ସାଙ୍ଘାତିକ୍ ସଂକ୍ରମଣ
ମୁଁ ଛିଡ଼ା ହୋଇଥିଲି, ବାଇକ୍ରେ ଆସିଲେ ଫୋନ୍ ଛଡ଼ାଇ ନେଇଗଲେ। ଅଟକାଇବାକୁ ଚେଷ୍ଟା କଲି, କିନ୍ତୁ ସେ ଧକ୍କା ଦେଇ ପଳାଇଲେ
ଅଧ ରାତିରେ ଆସିଲେ, ବନ୍ଧୁକ ଦେଖାଇ ଲୁଟ୍ କଲେ...ସିସିଟିଭିରେ କଏଦ ହେଲା ଭିଡ଼ିଓ
ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ! ନିର୍ବାଚନ ପରଠୁ ସେ ନିଖୋଜ ଅଛନ୍ତି। ଏଭଳି ଲେଖାଥିବା ପୋଷ୍ଟର ଏବେ ରାଉରକେଲା ସେକ୍ଟର-୬ ଅଞ୍ଚଳରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେକ୍ଟର-୬ ଅଞ୍ଚଳରେ କାନ୍ଥ, ସ୍କୁଲ ଘର ଓ କ୍ଲବ ଘରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି।
ଯଦି ଆପଣଙ୍କର ଏହି ରାଶି....ତେବେ ନିଶ୍ଚୟ କରନ୍ତୁ ଏହି କାମ, ନହେଲେ..…
ଆସିଲା ଏଜି ଅଡ଼ିଟ୍ ରିପୋର୍ଟ : ସାମାଜିକ, ଅର୍ଥନୈତିକ ଏବଂ ରାଜସ୍ୱ କ୍ଷେତ୍ର ପାଇଁ ଆସିଲା ରିପୋର୍ଟ
ଋତୁସ୍ରାବ ସମ୍ପର୍କୀତ ଭେଦଭାବକୁ ଦୂରେଇ ଦେବାକୁ ଏକ ନିଆରା ପ୍ରୟାସ ।
ଆଗେ ମରୁଡ଼ି, ପରେ ବାତ୍ୟା....ଫସଲ ସବୁ ନଷ୍ଟ ହୋଇଗଲା, ଯାହା କିଛି ବଂଚିଛି ସେ କେମିତି ବିକ୍ରି ହେବ ? ସେନେଇ ସରକାର ମଣ୍ଡି ବ୍ୟବସ୍ଥା ସୁଧାରିବାକୁ ଜୋର ଧରିଲା ଦାବି
ଏଥର ବି ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : କରୋନା ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ନୂଆ ବର୍ଷରେ ଜଗା ଦର୍ଶନ ବନ୍ଦ : କରୋନା ସଂକ୍ରମଣ ପାଇଁ ଏଥର ବି ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନେଲ ନିଷ୍ପତ୍ତି