ଆଜି ବିଜେଡିର ଦରବୃଦ୍ଧି ପ୍ରତିବାଦ । ସକାଳ ୯ଟାରୁ ଶୋଭାଯାତ୍ରା ଆରମ୍ଭ । ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଖ୍ରୀଷ୍ଟମାସ ଗିଫ୍ଟ ଦେବାକୁ କହିଲେ। ମୁଁ ରାଜି ହୋଇଗଲି। ତାପରେ ଆସିଲା ମୋ ପାଖକୁ ଗୋଟିଏ ଫୋନ କଲ୍। ସେଥିରେ କହିଲେ ଆମେ ଆମ୍ୱାସିକୁ କହୁଛୁ। ଆମ ପାଖକୁ ଟଙ୍କା ପଠାଅ। ଆଉ ତାପରେ...
ଦୁନିଆକୁ ଭଲ କରି ଦେଖିବା ଆଗରୁ ମାଆ ଆରପାରିକୁ ଚାଲି ଗଲେ । ବାପା ଅନ୍ୟ ଜଣଙ୍କୁ ବାହା ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଘରେ ଜେଜେ ବୁଢୀ ଓ ସାନ ଭଉଣୀ । ଏମାନଙ୍କ ସେବା ଯତ୍ନ କରିବା ପାଇଁ ପାଠରେ ଡୋରୀ ବାନ୍ଧି ଦେଇଛନ୍ତି ଗାୟତ୍ରୀ । ଏବେ କୁଲି ମଜୁରୀ କରି ଘର ଚଳାଉଛନ୍ତି । ଗାୟତ୍ରୀଙ୍କ ସଂଘର୍ଷର କାହାଣୀକୁ ନେଇ ଆମର ଏ ରିପୋର୍ଟ ।
ଝିଅଟିଏ ଜନ୍ମ ହେଲେ ଆଉ ଚିନ୍ତା କରନ୍ତୁନି। ବାହା ହେବାର ବୟସ ହୋଇଗଲେ, ଏଲଆଇସି ଆପଣଙ୍କୁ ଦେବ ଲକ୍ଷ ଲକ୍ଷ ଟଙ୍କା। ଏଥି ପାଇଁ ଆପଣଙ୍କୁ ଏମିତି ସଂଚୟ କରିବାକୁ ହେବ..
ଏତେ ଉନ୍ନତମାନର ହେଲିକପ୍ଟର କେମିତି ହେଲା ଦୁର୍ଘଟଣା? ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବି ଏଥିରେ କରନ୍ତି ଗସ୍ତ: MI17V5 ର କଣ ରହିଛି ବିଶେଷତ୍ୱ? ଜାଣନ୍ତୁ ଦୁର୍ଘଟଣା ପଛରେ କଣ ଥାଇପାରେ ବଡ଼ କାରଣ
ବିଭିନ୍ନ ସମୟରେ ଆମ ନିଦ ହଜାଇ ଦେଇଥାଏ ଦାନ୍ତ ପୋକ କଟିବା। ଏଥି ପାଇଁ ଦାନ୍ତରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ଏହାର ଚିକିତ୍ସା କେମିତି କରିବେ ଜାଣନ୍ତୁ...
ଦିନେ ହସି ଖେଳୁଥିଲା। ଦିନ ଆସିଲା ତା ହସ ଉପରେ ଲାଗିଗଲା କାହାର ନଜର। କୁନି ବୟସରେ କ୍ୟାନସରରେ ଆକ୍ରାନ୍ତ ହେବା ପରେ ଚିନ୍ତାରେ ପୂରା ପରିବାର...
ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା...
ଏମିତି ନାଁ ଶୁଣି ଆପଣ ତାଜୁବ ହୋଇଗଲେ କି? ଆଶ୍ଚର୍ଯ୍ୟ ନ ହୋଇ କେଉଁଠି ମିଳୁଛି ଏହି ଫାୟାର ଗୁପଚୁପ୍। ଆଉ ଜାଣନ୍ତୁ କେମିତି ଏହାର ସ୍ୱାଦ...
ଗତକାଲି କୁନ୍ନୁର ହେଲିକପ୍ଟର କ୍ରାସ୍ ରେ ଜଣେ ଓଡିଆ ଯବାନ ସହିଦ୍। ତାଳଚେରର ରାଣା ପ୍ରତାପ ଦାସ
ଆଜି ହାତକୁ ଦି ହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ହେବ ବାହାଘର ।
ଆଜି ଠପ୍ ହେଲା ଗୃହ କାର୍ଯ୍ୟ : ଫଟୋ ଦେଖାଇଲେ, ସବୁଦଳ ମିଶି ହଙ୍ଗାମା କଲେ । ଶେଷରେ ଆଜି ବି ଯଥା ପୂର୍ବଂ ତଥା ପରିଂ ପରି ଲାଗିରହିଲା ସ୍ଥିତି ।
ନନ୍ଦସାରଙ୍କ ଯିବା ପରେ ଗୁମୁରି କାନ୍ଦୁଛି ଏହି ମଣିଷ ତିଆରି କାରଖାନା, ନିଇତା ଚାଟ୍ଟଶାଳୀ ଆସୁଥିଲେ । ହେଲେ ଆଜି ସେଠି ଛାଇଯାଇଛି ଶୂନ୍ୟ ନିରବତା ।
ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ବସିବାର ଗୌରବ ମିଳିଥିଲା ଜେନେରାଲ ବିପିନ୍ ରାଓ୍ୱତଙ୍କୁ । ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଏହି ପଦ ମିଳିଥିବା ବେଳେ ୨୦୨୦ ଜାନୁଆରୀ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର, ଜାଣନ୍ତୁ ଏହା କେଉଁଠୁ ଆସିଥିଲା କ’ଣ ରହିଛି ବିଶେଷତ୍ୱ
ବୁଧବାର ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ସେଥିରେ ଜେନେରାଲ ବିପିନ ରାୱତଙ୍କ ପରଲୋକ ଘଟିଛି ।
କଟକ ରେଲ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।
ମାହାଙ୍ଗା ଡବଲ ମର୍ଡର: ପୋଲିସକୁ ଝଟକା । ତଳକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଦାୟର ରିଭିଜନ ପିଟିସନ ଖାରଜ । ପୋଲିସ ପକ୍ଷରୁ ଦାୟର ପିଟିସନ ଖାରଜ କଲେ ସାଲେପୁର ଏଡିଜେ ।
ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।
କଟକ ରେଲ୍ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ୨୦୨୪ ସୁଦ୍ଧା ସବୁ ଗାଁକୁ ମିଳିବ ପାଇପ୍ ପାଣି । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।
ପଞ୍ଚଭୂତରେ ବିଲୀନ ହେଲା ନନ୍ଦ ସାରଙ୍କ ମରଶରୀର । ଯାଜପୁର ଜିଲ୍ଲା ନିଜ ଜନ୍ମଭୂମି କନ୍ତିରାରେ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପନ୍ନ ।
କୋରାପୁଟରେ ପ୍ରବଳ ହେଉଛି କନ୍ଦମୂଳ ଚାଷ । ଚଳିତବର୍ଷ ଭଲ ଅମଳ ସତ୍ୱେ ବଜାର ଅଭାବ ଓ କନ୍ଦମୂଳର ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ବାଧ୍ୟ ହୋଇ ଦଲାଲଙ୍କୁ ଶାଗମାଛ ଦରରେ କନ୍ଦମୂଳ ବିକ୍ରି କରୁଛନ୍ତି ଚାଷୀ । କନ୍ଦମୂଳଚାଷୀଙ୍କ ମୁହଁରୁ ଶୁଣନ୍ତୁ ସେମାନଙ୍କର ଦୁଃଖ ।
ଶାନ୍ତିରେ ମରିବାକୁ ତିଆରି ହୋଇଛି ମେସିନ୍। ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କ ସହଜ ମୃତ୍ୟୁ ପାଇଁ ଏଭଳି ଏକ ମେସିନ ବାହାର କରିଛି ସ୍ୱିଜରଲାଣ୍ଡ। ଏହା କେଉଁ ମେସିନ ଏବଂ କିପରି କାମ କରିଥାଏ
ଏବେ ନୂଆ ରୂପ ପାଇଛି କାଠ କଣ୍ଢେଇ । ଗାଁ ଗହଳିର ଖେଳନା ଏବେ ସହରରେ ନୂଆ ବଜାର ଖୋଜୁଛି । ନୂଆ ରଙ୍ଗ ମାଖି ହେଲା ପରେ ବଢିଯାଇଛି ଦାମ୍ । ଏବେ ହୋଇଯାଇଛି ଘରର ସୌଖୀନ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ସହାୟତାରେ ହସ ଫୁଟିଛି ମହାରଣା ପରିବାରରେ ।