ଶ୍ମଶାନ ହେବା ପରେ ଲୋକଙ୍କର ଦାବି ତ ପୂରଣ ହେଲା, କିନ୍ତୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ନୂଆ ମଶାଣିରେ ଗୋଟିଏ ବି ମୃତଦେହ ପୋଡା ହୋଇପାରିଲାନି
ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?
ପାର୍କ ତିଆରି ନାଁରେ ୭୦ ଲକ୍ଷ ସ୍ୱାହା। ସର୍ବଶିକ୍ଷା ଅଭିଯାନ ବିରୋଧରେ ସାମ୍ନାକୁ ଆସିଲା ସାଙ୍ଘାତିକ ଅବିଯୋଗ...ପାର୍କ ପାଇଁ ବ୍ୟୟଅଟକଳ ଥିଲା ୭୩ ଲକ୍ଷ, ହେଲେ କାମ ପୂରା ଶୂନ୍
ରାସ୍ତାରେ ଆଞ୍ଜୁଳାଏ ମାଟି ପଡିନି, ଏପଟେ ୫ ଲକ୍ଷର ବିଲ୍ ହୋଇଛି। ଫଳକ ଲଗାଇ କରିଦେଲେ ଖୋଳ...ଦେଖନ୍ତୁ ସେହି ଭିଡ଼ିଓ
ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ
ରାସ୍ତା ନିର୍ମାଣ ନାଁରେ ଟଙ୍କା ଆସିଲା, ବିଲ୍ ହେଲା। ହେଲେ କାମ ହେଲାନି। ସରପଂଚଙ୍କଠାରୁ ସରକାରୀ ଅଫିସର ମିଳିମିଶି ସବୁ ଟଙ୍କାକୁ କରିଦେଲେ ଚଳୁ...ସତ ଜାଣିବା ପରେ କଲେକ୍ଟରଙ୍କୁ ଗୁହାରି କରୁଛନ୍ତି ଗାଁ ଲୋକ
କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିଲା କୋଟି କୋଟି ଟଙ୍କା। ଉନ୍ନତିତ କଲେନି ବରଂ ଠାକୁରାଣୀଙ୍କୁ ଠକିଦେଇ ଟଙ୍କା ଖାଇଦେଲେ...ଦେଖନ୍ତୁ କେମିତି ସବୁ ହୋଇଛି ଦୁର୍ନୀତି
ଚେକ୍ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍ ଚକ୍ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...
କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି
ଏ ସମାଜରେ ଅଛନ୍ତି ଏମିତି ବି ଲୋକ। ବଂଚିଥିବା ଲୋକଙ୍କୁ ମାରି ଦେଉଛନ୍ତି ସରକାର। ଯେଉଁଥି ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ଏ ଲୋକ ଜଣକ...