• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yojana Ra Na Hariloot

Yojana Ra Na Hariloot- Sarva Shiksha Abhiyan\'s Park Project\'s Fund Allegedly Embezzled In Sambalpur
ଏମାନେ ପୂରା ଭୂଗୋଳ ବଦଳାଇ ଦେଲେ, ପାର୍କ ନାଁରେ ଖାଇଦେଲେ ୭୦ ଲକ୍ଷ...

ପାର୍କ ତିଆରି ନାଁରେ ୭୦ ଲକ୍ଷ ସ୍ୱାହା। ସର୍ବଶିକ୍ଷା ଅଭିଯାନ ବିରୋଧରେ ସାମ୍ନାକୁ ଆସିଲା ସାଙ୍ଘାତିକ ଅବିଯୋଗ...ପାର୍କ ପାଇଁ ବ୍ୟୟଅଟକଳ ଥିଲା ୭୩ ଲକ୍ଷ, ହେଲେ କାମ ପୂରା ଶୂନ୍‌

If you work hard, you will succeed ...
ରାସ୍ତାରେ ମୁଠାଏ ମାଟି ପଡ଼ିନି, ବିଲ୍‌ ହୋଇଛି ୫ ଲକ୍ଷ...

ରାସ୍ତାରେ ଆଞ୍ଜୁଳାଏ ମାଟି ପଡିନି, ଏପଟେ ୫ ଲକ୍ଷର ବିଲ୍‌ ହୋଇଛି। ଫଳକ ଲଗାଇ କରିଦେଲେ ଖୋଳ...ଦେଖନ୍ତୁ ସେହି ଭିଡ଼ିଓ

YOJANA RA NA HARILOOT
୯ କୋଟି ବ୍ୟୟରେ ଆଡ଼ି ବନ୍ଧ ହେଲା, ହେଲେ କାମରେ ଲାଗୁନି...

ଯେଉଁ ଆଡ଼ିବନ୍ଧକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଲୋକ...ସେଇଠି ହେଲା ଦୁର୍ନୀତି। ପାଣିରେ ପଡ଼ିବାକୁ ବସିଲାଣି ୯ କୋଟି ଟଙ୍କା...ନିମ୍ନ ମାନର କାମକୁ ନେଇ ପ୍ରଶ୍ନ ଉଠାଇଲେ ଲୋକେ

Yojana Ra Na Hariloot
ରାସ୍ତା, ଡ୍ରେନ କାମ ନାଁରେ ଟଙ୍କା ଆଣିଲେ, ସରପଂଚଙ୍କଠାରୁ ଅଫିସର ସବୁ ବାଣ୍ଟିକି ଖାଇଦେଲେ

ରାସ୍ତା ନିର୍ମାଣ ନାଁରେ ଟଙ୍କା ଆସିଲା, ବିଲ୍‌ ହେଲା। ହେଲେ କାମ ହେଲାନି। ସରପଂଚଙ୍କଠାରୁ ସରକାରୀ ଅଫିସର ମିଳିମିଶି ସବୁ ଟଙ୍କାକୁ କରିଦେଲେ ଚଳୁ...ସତ ଜାଣିବା ପରେ କଲେକ୍ଟରଙ୍କୁ ଗୁହାରି କରୁଛନ୍ତି ଗାଁ ଲୋକ

Yojana Ra Na Hariloot- Temple Renovation Fund Embezzled In Mayurbhanj
ମନ୍ଦିର ସୌନ୍ଦର୍ଯ୍ୟ ପାଇଁ ଆସିଥିଲା ଟଙ୍କା, ଉନ୍ନତି କଲେନି ବରଂ ଟଙ୍କା ଖାଇଦେଲେ...

କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିଲା କୋଟି କୋଟି ଟଙ୍କା। ଉନ୍ନତିତ କଲେନି ବରଂ ଠାକୁରାଣୀଙ୍କୁ ଠକିଦେଇ ଟଙ୍କା ଖାଇଦେଲେ...ଦେଖନ୍ତୁ କେମିତି ସବୁ ହୋଇଛି ଦୁର୍ନୀତି

Yojana Ra Na Hariloot - Corruption In This Check Dam Project Will Blow Your Mind
ଚେକ୍‌ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା, ତଳେ ପଥର ଦେଇ କଲେ ଦୁର୍ନୀତି

ଚେକ୍‌ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍‌ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍‌ ଚକ୍‌ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ

Yojana Ra Na Hariloot - MGNREGA Corruption In Road Construction In Sonepur
ଥରେ ନୁହେଁ, ଦୁଇ ଦୁଇ ଥର ହେଲା ଗୋଟିଏ ରାସ୍ତା କାମ, ଧନ୍ୟ ସରକାର!

ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...

Yojana Ra Na Hariloot
ଟଙ୍କା ନେବେ ବୋଲି ମୋତେ ଖାତାପତ୍ରରେ ମାରିଦେଲେ ଏମାନେ

କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି

Yojana Ra Na Hariloot
ମୁଁ ବଂଚିଛି, ହେଲେ କାଗଜପତ୍ରରେ ମୋତେ ମୃତ ଦର୍ଶାଇ ଲୁଟିନେଲେ

ଏ ସମାଜରେ ଅଛନ୍ତି ଏମିତି ବି ଲୋକ। ବଂଚିଥିବା ଲୋକଙ୍କୁ ମାରି ଦେଉଛନ୍ତି ସରକାର। ଯେଉଁଥି ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ଏ ଲୋକ ଜଣକ...