ଜଣେ ବ୍ୟକ୍ତି ନିଜ କଣ୍ଠ ସ୍ୱରର ସର୍ଜରୀ କରି ସଫଳତା ପାଇଛନ୍ତି ଏବଂ ଏହା ତାଙ୍କ ଜୀବନରେ ଆଣିଦେଇଛି ନୂଆ ମୋଡ଼ । କାରଣ ଏହି ବ୍ୟକ୍ତିଙ୍କର ବୟସ ବଢ଼ିଥିଲେ ମଧ୍ୟ ତାଙ୍କ କଣ୍ଠ ଶ୍ୱର ୧୩ ବର୍ଷୀୟ ବାଳକ ଭଳି ଥିଲା ।