କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ୟ କାର୍ଡ। ଏଇ କଣ ତୁମ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?
ଆଜିକାଲି ପାଟିରେ କ୍ୟାନସର ଅଧିକ ହେଉଛି। ଯଦି ଆପଣ ଏହି ରୋଗରେ ପୀଡ଼ିତ ଅଛନ୍ତି ତେବେ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ...ଏମିତି ଭାବରେ କରନ୍ତୁ ଚିକିତ୍ସା
ଆଜିର ସମୟରେ ଥଣ୍ତା-ସର୍ଦ୍ଦି ହେଲେ ଡର ମାଡୁଛି। କେହି କେହି ଏହାକୁ କରୋନା ବୋଲି ଭାବି ଚିନ୍ତାରେ ପଡି ଯାଉଛନ୍ତି। ଏମିତି ବେଳେ କେମିତି ଜାଣିବେ ଭାଇରାଲ୍ ଫିଭର୍ ଓ କରୋନା ଭାଇରସ୍?
ନୂଆବୋହୂଟି ମୁଣ୍ଡରେ ଏବେ ସବୁ ଦୁଃଖ କଷ୍ଟ। ସେ ପାଷାଣ ପାଲଟି ଗଲାଣି। ହାତ ପାତି ଘର ଚଳାଉଛି। କାରଣ ଘରର ୩ ଜଣ ମୁରବୀ ଏବେ ଶଯ୍ୟାଶାୟୀ। ରୋଗରେ ପଡ଼ିଛନ୍ତି ସ୍ୱାମୀ, ଶ୍ୱଶୁର ଓ ଶାଶୂ। କାହାର ହାତଟେକାକୁ ଏବେ ଏ ପରିବାର ଅପେକ୍ଷା କରିଛି।
ହାତ କି ଗୋଡ ଭାଙ୍ଗିଗଲେ ମେଡିକାଲ ଯିବାକୁ ପଡିଥାଏ। ସେଠାରେ ହୋଇଥାଏ ପ୍ଲାଷ୍ଟର। ହେଲେ ମେଡିକାଲରେ ଠାକୁରଙ୍କ ହାତ ପ୍ଲାଷ୍ଟର ହେବା ଆପଣ କେବେ ହେଲେ ଦେଖିନଥିବେ କି ଶୁଣି ନଥିବେ। ଏବେ ଦେଖନ୍ତୁ ଏହି ମେଡିକାଲରେ ନିଜେ ପୂଜାରୀ ଠାକୁରଙ୍କ ହାତ ପ୍ଲାଷ୍ଟର କରିଛନ୍ତି..