Tamato
ଦିନେ କେଜି ପିଛା ୨୦୦ ଥିଲା। ହେଲେ ଆଜି ୨ଟଙ୍କାରେ ବି କିଣୁ ନାହାନ୍ତି। ଟମାଟୋ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। କେଉଁଠି ଟଙ୍କାଟେ କେଉଁଠି ଦୁଇ ଟଙ୍କା ବି ଦେବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି ବେପାରୀ। ଅଭାବୀ ବିକ୍ରି ସ୍ଥିତିରେ ବିକିବ ନା ରଖିବ। ଶୀତଳ ଭଣ୍ଡାର ବି ନାହିଁ। ଏମିତି ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଟମାଟୋ ଚାଷୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)