• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sports

Lilima Minz
ହକିକୁ ଅଲବିଦା କହିଲେ ଭାରତୀୟ ମହିଳା ହକି ଷ୍ଟାର ଲିଲିମା ମିଞ୍ଜ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଲାଗି ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ।

ICC Calender
ପାକିସ୍ତାନକୁ କେମିତି ବିଶ୍ୱାସକୁ ନେଲା ଆଇସିସି! ଭାରତରେ ଖେଳାଯିବ ୨ଟି ବିଶ୍ୱକପ୍

ଘୋଷଣା ହେଲା ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୪ରୁ ୨୦୩୧ ପଯର୍ୟନ୍ତ ICC କ୍ୟାଲେଣ୍ଡର ଘୋଷିତ ।

Bumrah
୧୯୯୦ ପାକିସ୍ତାନର ପେସ୍ ଆକ୍ରମଣ ସହ ବୁମ୍‌ରା ତୁଳନା ହେବେ କି?

୧୯୯୦ର ପ୍ରତ୍ୟେକ ଭାରତୀୟ କ୍ରିକେଟ୍ ପ୍ରଶଂସକ ପାକିସ୍ତାନର ପେସ୍ ଆକ୍ରମଣ ପ୍ରତି ଈର୍ଷା କରୁଥିଲେ। ୱାସିମ୍ ଆକ୍ରାମ, ୱାକର ୟୁନିସ୍ ଏବଂ ଜଣେ ସ୍ପିନର (ମୁଶତାକ୍ ଅହମ୍ମଦ କିମ୍ବା ସାକ୍ଲେନ୍ ମୁସ୍ତାକ) ଙ୍କ ବିଦେଶରେ ଏକ ମ୍ୟାଚ୍‌କୁ ଟର୍ଣ୍ଣ କରିବାର କ୍ଷମତା ଆମକୁ ଭୟଭୀତ କରିଥିଲା ​​ଯେହେତୁ ଆମେ ସେହି ବିଜୟକୁ ଅପେକ୍ଷା କରିଥିଲୁ।

Avani Lekhara
ଇତିହାସ ରଚିଲେ ଅବନୀ ଲଖେରା : ଗୋଟେ ପାରାଲମ୍ପିକରେ ୨ ପଦକ

ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।

aklabya
ଏକଲବ୍ୟ ପୁରସ୍କାର -୨୦୧୮ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର :  ଇମ୍ଫାଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌’ ((IMPaCT) ତରଫରୁ ସମ୍ମାନଜନକ  ‘ଏକଲବ୍ୟ ପୁରସ୍କାର ୨୦୧୮’  ନିମନ୍ତେ  ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି  ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ପୁରସ୍କାର ରାଶି ୫ଲକ୍ଷ ଟଙ୍କା ରହିଛି। ମୁଖ୍ୟ  ପୁରସ୍କାର  ଛଡ଼ା  ଦୁଇଗୋଟି  ଦୃଷ୍ଟାନ୍ତମୂଳକ  ପୁରସ୍କାର  ମଧ୍ୟ  ପ୍ରଦାନ କରାଯାଏ, ଯାହାର  ପୁରସ୍କାର ରାଶି  […]

dutee-chand
ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ

ନୂଆଦିଲ୍ଲୀ: ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ସେହିଭଳି ଟୋକିଓ ଅଲମ୍ପିକ୍ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ବୀରେନ୍ଦ୍ର…