• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Raja Festival

Raja Festival 2023
Raja Parba 2023: ରଜ ତିନିଦିନ ଧରିତ୍ରୀମାତାକୁ କାହିଁକି ରଜସ୍ୱଳା ସ୍ତ୍ରୀ ସହ ତୁଳନା କରାଯାଏ

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଏହି ରଜ ପର୍ବ ପାଳନ ଅବସରରେ ଜଣେ ନାରୀଭାବେ ଆଗାମୀ ଦିନରେ କିଛି କର୍ତ୍ତବ୍ୟ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ। ଏହି ଦିନ ଧରିତ୍ରୀମାତାକୁ ରଜସ୍ୱଳା ନାରୀ ସହିତ କାହିଁକି ତୁଳନା କରାଯାଏ ଆସନ୍ତୁ ଜାଣିବା।

Raja Festival 2023 and pitha
Raja Parba 2023: ରଜରେ କାହିଁକି ତିଆରି ହୁଏ ପୋଡ଼ପିଠା...

ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ପିଠା ତିଆରି କରାଯାଇଥାଏ। ଏହି ପିଠା ସହଜରେ ନଷ୍ଟ ହୁଏ ନାହିଁ।

Raja Festival
ଓଡ଼ିଆ ପରମ୍ପରାରେ ବସୁମତୀ ସ୍ନାନ

ରଜର ତୃତୀୟ ଦିନକୁ ବସୁମତୀ ସ୍ନାନ କୁହାଯାଏ ...ହେଲେ କାହିଁକି ?

Raja
ଏଥର ଜମିବ ରଜ ! ଲାଗିଲାଣି ଦୋଳି, କିଣା ସରିଲାଣି ଫଳ ସାଙ୍ଗକୁ ନୂଆ ପୋଷାକ

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ ।

Rain Likely During In Odisha
ପାଗରେ ଆସିପାରେ ପରିବର୍ତ୍ତନ, ରଜରେ ଭିଜିବ ଓଡ଼ିଶା !

ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି। 

raja
କରୋନା ଯୋଗୁ ଗଞ୍ଜାମରେ ପାଳନ ହେବନି ରଜ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜୁନ୍‌ ୧୬ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି।  ରଜରେ ଦୋଳି ଖେଳିବା, ମେଳା ମହୋତ୍ସବ ଓ ଭୋଜି ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ସେହିଭଳି ଏହି ସମୟରେ ହେଉଥିବା ପାରମ୍ପରିକ ଖେଳକୁ ମଧ୍ୟ ବନ୍ଦ କରାଯାଇଛି। ଖବର ଅନୁଯାୟୀ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ଥିବାବେଳେ ଗଞ୍ଜାମ ଜିଲ୍ଲାରୁ କେବଳ ୬୫୮ ଜଣ ଆକ୍ରାନ୍ତ […]

raja
ରଜ ଉତ୍ସବର ଆଜି ଶେଷ ଦିନ

ଭୁବନେଶ୍ୱର:  ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ…