ପଞ୍ଜାବରେ AAP ସରକାର କ୍ଷମତାକୁ ଆସିବା ପରେ ଚର୍ଚ୍ଚା ଥମିବାର ନା ନେଉନି । ସରକାର ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି, ଯେଉଁଥିପାଇଁ ସରଗରମ ରହିଛି ରାଜନୀତି ।