୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ୧୪% ଓଭରଲୋଡିଂ ଦୁର୍ଘଟଣା ଜନିତ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏବେ ଓଭରଲୋଡିଂକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି।