Meet Odisha\'s Ranjan Patra Who Loves Sharing Happiness With Strangers
ସେ ଫଟୋ ଉଠାଇ ପଇସା ରୋଜଗାର କରନ୍ତିନି ବରଂ ଟିକିଏ ଖୁସି ବାଣ୍ଟନ୍ତି। ଯାହାର ଫଟୋ କେହି ଉଠାନ୍ତିନି ତା' ଫଟୋ ରଞ୍ଜନ ଉଠାନ୍ତି। ଆଉ ସେ ଫଟୋକୁ ବନ୍ଧେଇ କରି ଫଟୋରେ ଥିବା ବ୍ୟକ୍ତିଙ୍କୁ ଦେଇ ଦିଅନ୍ତି। ଜୀବନରେ ଆଉ କଣ ଦରକାର କି? ଟିକିଏ ଖୁସି ତ... ଚାଲନ୍ତୁ ଭେଟିବା ଏହି ନିଆରା ମଣିଷଙ୍କୁ ...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)