ଆଲୋ ପାତେଳୀ ନାନି ସତରେ କ’ଣ ସ୍ୱାମୀ ଏମିତି? ତୁ ସବୁ ବେଳେ ଏମିତି ଚୁଗୁଲି କାହିଁକି କରୁଛୁ? ତୁ ତାଙ୍କ ଘରେ ଏମିତି କଳି ଲଗାଇ ଦେଲୁ ଯେ, ବୁଢା ମୁହଁ ପୂର୍ବକୁ ତ ବୁଢୀ ମୁହଁ ପଶ୍ଚିମକୁ। ଏବେ ଆଉ କାହା ପାଳି?
ମୁଁ କାମଦାମ ସାରି ଆଇଲି...ପାତେଳୀ ନାନି ତୁ ଆଇଛୁ କି? କହନି କହନି, ଏ ସ୍ୱାମୀ-ସ୍ତ୍ରୀ କଳି, ରାତି ପାହିଲା ବେଳକୁ ଯିବ ଟଳି। କହୁନୁ ବାହାଘର ପରେ କେମିତି ବଳ ହୁଏ ଟିକିଏ...
ଭାଇ ତୁମେ କେତେ ପିଇଛ? ବାଲି, ସିମେଣ୍ଟ ସିନା ଟେକିବ। ହେଲେ ଏ ଲୁଙ୍ଗିକୁ କାହିଁକି ବାରମ୍ବାର ଟେକୁଛ? ଏମିତି ପେଟେ ପିଇଲେ ତୁମେ କାମ କରିବ କେମିତି?
ମୋର ଲେଟ୍ ହୋଇଗଲାଣି। କାଳିଆ ଚଢିଛି, ଗଲେ ପୁଣି ମୁଁ ଚଢିବି। ଏ କେମିତିକା କଥା? ଝିଅ ପାଇଁ ଯେତେବେଳେ ଯାହା ପଠାଇଲି ଇଏ ସବୁ ଗାଏବ କରିଦେଉଛି। କିଛି ପହଞ୍ଚୁନି...ମୁଁ କଣ କରିବି?
Making news 11 may 2022| Bikala TV| ମଦୁଆର ମରଦଗିରି OdishaTV is Odisha\'s no 1 News Channel. OTV being the first private satellite
Making News- Inebriated man creates ruckus OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
ଆଲୋ ମୋ ସ୍ୱାମୀ ଆସିଥିଲେ, କୁଆଡ଼େ ଗଲେ କିଲୋ? ହେ...ମତେ ଜମାରୁ ନିଶା ହେଇନି। ଏଇଟା ବିଦେଶୀ ଭଳିଆ ତ ଜମାରୁ ଲାଗୁନି। ପୂରା ଦେଶୀ ବୋଧହୁଏ...ଲୁଙ୍ଘି ଖୋଲିଗଲାଣି, ତଥାପି ଚେୟାର ଉପରେ ବସିବାକୁ ଦୌଡ଼ୁଛନ୍ତି
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
Making news 03 may| ଶାଳୀଙ୍କ କଥା ବୁଝନ୍ତି ଭିଣୋଇ, ସବୁଦେଖି ଶାଶୁ ଚୁପ OdishaTV is Odisha\'s
ବାତ, ପିତ, ସନିପାତ, ସ୍ତ୍ରୀ ରୋଗ, ବାଛୁରୀ ଜନ୍ମ, ଯେତେ ପ୍ରକାରର ଜାବତ୍ଯ କାଣ୍ଡକାରଖାନା ଅଛି, ସବୁ ବେମାରୀର ମୁଁ ଏକମାତ୍ର ଡାକ୍ତର... ମଉସା... ଲୁଙ୍ଗି ଟିକେ ଖସା... ତଳେଇକି ଫୋଡ଼ିଦେବି... ସବୁ ଓକେ ହେଇଯିବ
ଶଳା-ଭିଣୋଇଙ୍କର ଜମା ପଡୁନି। ଘରେ ବାହାରେ ସବୁବେଳେ ସବୁଠି ତୁ ତୁ ମେଁ ମେଁ। ଶଳାକୁ ଦେଖିଲେ ଭିଣୋଇ କାହିଁକି ହଉଛି ଫଅ ଫଅ୍...
ଶଶ୍ୱର ଘରେ ରାଜୁତି କରୁଛନ୍ତି ଜ୍ୱାଇଁ ପୁଅ। ବାହାଘର ଦିନ ଶାଶୁ କହିଥିଲେ ଝିଅ ଦେଇ ପୁଅ ପାଇଲି। ସେଇଥି ପାଇଁ ତିନି ଶାଳୀଙ୍କ ଦାଇତ୍ୱ ନେଇଛନ୍ତି କେଶବ...
Making news| Bikala tv| ସମୁଦୀ ଉପରେ ଚଢିଲେ ସମୁଦୁଣୀ OdishaTV is Odisha\'s no 1 News Channel. OTV being the first
ତୋ ଘରଟା କୋଉଠି? ମନେ ମନେ କଣ ନିଜକୁ ବିରାଟ ଇଞ୍ଜିନିୟର ଭାବୁଛୁ? ବେକକୁ ସଲସଲ କର...ଜୁନିଅର ମାନେ ସିନିଅର ଯାହା କହିବ ତୁ ମାନିବାକୁ ବାଧ୍ୟ। ଦେଖନ୍ତୁ ଜୁନିଅର ପିଲାଙ୍କୁ କେମିତି ରାଗିଂ କରୁଛନ୍ତି ସିନିଅର
ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...
ହେ ନାଇଁ ମ...ମୁଁ କଣ କରିବି ଯେ? ସଞ୍ଜ ନଇଁଲେ ପାଖ ପଡ଼ିଆକୁ ତ ସାହି ଟୋକା ଡାକିନେଉଛନ୍ତି। ସୁଲୁସୁଲିଆ ପବନ ସାଙ୍ଗକୁ ଖାଲି....। ଦିନ ୪ଟାରୁ ଭାଉଜ ଡାକୁଛନ୍ତି ମୁଁ କ’ଣ କରିବି?
ବାବୁ...ମୁଁ ଟିକିଏ ଭଲ ରାନ୍ଧେ। ମୋ ରୋଷେଇ ବାସ୍ନା ପାଇ ସାହି ପଡ଼ିଶା ଲୋକ ସବୁ ପଳାଇ ଆସନ୍ତି...ମୁଁ କଣ ମନା କରିବି? ହେଇଟି...ମାଆ-ବାବୁଙ୍କ ସେବା କରିବା ପରେ ବି ମୁଁ ଏମିତି ରୋଷେଇ କରୁଛି ଖାଲି ତ ଆପଣ ହାତ ଚାଟିଚାଟି ଖାଇବେ
ତୁ ବହୁତ କଥା କହୁଛୁ, ମୋ ନାଁରେ କମ୍ପ୍ଲେନ୍ କରିବୁ ନାଇଁ। ରହରେ ପୁଅ...ଆମେ ତୋ ଦୋକାନକୁ କେହି ଯିବୁନି। ସବୁ ସେଇ କାଳିଆ ଦୋକାନରେ ଯାଇ ପଶିବୁ। ବେପାର ନା ଚୋପା ଟେ ହେବ
Making News 05 April 2022| ନିଦ ହଜେଇଲା ଷଣ୍ଢ OdishaTV is Odisha\'s no 1 News Channel. OTV being the first private satellite TV
ବୋଉଲୋ ତୁ ଟିଭି ଖୋଲ୍। ମୁଁ ଆଉ ତୋ ଜ୍ୱାଇଁ ଟିଭିରେ ବସିଛୁ...ଛୁଆ ମାଆ, କାଳିଆ ସମସ୍ତଙ୍କୁ କହିବୁ ଆମକୁ ଦେଖିବେ। ହେ ତୁ କାହିଁକି ପାଟିକରୁଛୁ? ତମରି ଘର ଯାଇ ଯାଇ ମୋର EL ସରିଲାଣି। ଚାକିରି ଥିବ ଯେ
ଇଏ ପେଟି କଣ୍ଟ୍ରାକ୍ଟର। ରାସ୍ତା ଗୁଡ଼ାକ ଏମିତି ଖୋଳି ଦିଏ ଯେ ଖାଲ ବନ୍ଦ ହେବାକୁ ଲାଗିଯାଏ ୬ ମାସ। ବାସ୍ ଯାହାକୁ ଦେଖାନଗଲା ସିଏ ମୋର ପରି ଘାଇଲା ହେଲା...
Making News 29 march 2022| ନାଳୁଆ ମୋ ଝିଅକୁ ଉଠେଇନେଲା OdishaTV is Odisha\'s no 1 News Channel. OTV being the first
ମୁଁ କ’ଣ ଖୋଲିକି କହିବି? ପାଖରେ ଅଖା ନାହିଁ କି ବିରି ନାହିଁ ଖାଲି ଷ୍ଟାଇଲ୍ ମାରୁଛି ସାଇଁ ସାଇଁ...ଅନ୍ଧାରିଆ ଦେଖିକି ଖାଲି ଝୁଣ୍ଟେଇ ହେଉଛି...ଇଏ କାଳେ ମୋର ଜ୍ୱାଇଁ?
Making News 22 march 2022| ଭାଉଜ ନଡ଼ିଆ ତେଲ ଟିକେ ଦରକାର... OdishaTV is Odisha\'s no 1 News Channel. OTV being the
ଆଜି ଘର ଦେବି। କାଲି ଘର ଦେବି। ଏମିତି ଶୁଣି ଶୁଣି ଆମେ ବୁଢାବୁଢି ହୋଇ ଗଲୁଣୁ। କିଛି ଲାଭ ହେଉନି। ଖାଲି ଭଣ୍ଡେଇ ଚାଲିଛନ୍ତି ଏ ବ୍ୟକ୍ତି ଜଣକ...