• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Making News

Making News
ଦେଖା ଦେଖା କୋଉଠି କାମ ହେବ?

ଆଗେ ଜାଗା ଦେଖା, ମୁଁ କାମ କରିବି। ମୁଁ ପଙ୍କ...ଯୋଉଠି ପାରିବି ସେଇଠି କାମ କରିବି। ଖାଲି ଜାଗା ଦେଖିବା ମାତ୍ରେ ପୋତି ପକାଇବି ବାଉଁଶ। କହିଦେଉଛି ଜମାରୁ ମଝିରେ ଷଣ୍ଢ ଭର୍ତ୍ତି କରନ୍ତୁ ନାହିଁ

Making News
ବାପା ତୁମେ ବସ୍‌...ମୁଁ ଟିକେ ସଜ ହୋଇସାରେ...

ଶ୍ୱଶୁର ସାମ୍ନାରେ ସଜେଇ ହେଉଛି ବୋହୂ...ଆଲୋ ଆଲୋ...ତୁ କିଏଲୋ? ମୁଁ ଭାରି ସୁନ୍ଦରୀ। ସେଇଥି ପାଇଁ ମତେ ଚଷମା ବି ଭାରି ମାନେ। ମୋର କଣ ଜିନିଷ ନାହିଁ ଯେ ମୁଁ ତା’ ସହିତ ବାଦ ଲଗାଇବି?

Making News
ମୁଁ କହିବି, ତୁ ମୋର କଣ ଓଖାଡି ଦେବୁ?

ଜାଗା ଭାଗ ହେଲେ ବାପା ରହିବେ କେଉଁଠି? କହିଦେଉଛି ସେଇଟାକୁ ଜମା ମଝିରେ ଏପଟ ସେପଟ କରନି..ନହେଲେ ଫୋପାଡି ଦେବି

Making News otv| Bikala TV| External Marital Affair
Making News otv| Bikala TV| External Marital Affair

Making News otv| Bikala TV| External Marital Affair OdishaTV is Odisha\'s no 1 News Channel. OTV being the first private satellite TV channel in Odisha

Making News
ପାର୍କ ବୁଦା ମୂଳେ ଚାଲିଛି କଣ ? ଭ୍ୟୁୟର୍ସ ହେଲେ ୧ ମିଲିୟନ୍‌...

ତୋ ଗୋଡ ତଳେ ମୁଁ ପଡ଼ୁଛି ମୋ ଫଟୋ ଉଠାନି। ତୁମେ ଯେମିତି ଫଟୋ ଉଠାଉଛ ଆମକୁ ଡର ମାଡୁଛି...ଥରେ ଦେଖୁନ ଏମିତି ହେଡଲାଇନ୍ସ ଦେଲୁ ଯେ...ପାର୍କ ବୁଦା ମୂଳେ ଚାଲିଛି କଣ ? ବାସ୍‌ ଭ୍ୟୁୟର୍ସ ହେଲେ ୧ ମିଲିୟନ୍‌

Making News
ଭିଡ଼ିଓ କଲରେ ଦେଖିଲ, ଡ଼୍ରେସ କିଣିକି ଦେଲ ଏବେ କହୁଛ ଚିହ୍ନିନି?

କେଡେ ଚାଲାକ୍ ତୁମେ ଚତୁର? ଫାଷ୍ଟ ଭିଡ଼ିଓ କଲରେ ଦେଖିଲ, ପରେ ଚାଟିଂ ସହ ଡେଟିଂ କଲ। ଏବେ କହୁଛ ମତେ ଚିହ୍ନିନ ବୋଲି? ତୁମେ କେମିତିକା ଲୋକ କିହୋ ଚତୁର?

Making News
ଏଇଟା ଅଜାଗା ଘା’...ରାସ୍ତାରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍‌ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

Making News
ଜରାଶ୍ରମରେ ଆମେ ଭାରି ଖୁସି...

ସ୍ତ୍ରୀକୁ ଛାଡ଼ି ମୋର ସବୁ ଅଛନ୍ତି। ପୁଅ ଆମେରିକାରେ, ଝିଅ ବେଙ୍ଗାଲୁରୁରେ...ଘରେ ରହିକି କଣ କରିବି? ମୋ ଭଲ ମନ୍ଦ ବୁଝିବାକୁ ବି କେହି ନାହାନ୍ତି...ଘରେ ରହିକି କରିବି କଣ?

Making News
ଘରେ ରହିଲେ ଗରମ ହେଲେ ବାହାରେ ରହିଲେ ମତେ ତ ଥଣ୍ଡା ଦରକାର...

ମୋ ଶ୍ୱଶୁର ଜମିଦାର, ଏବେ ପାଲ ଘରେ ରହୁଛୁ। ଆରେ ଆରେ...ସେ ଘରେ ରହିଲେ ଗରମ ଆଉ ବାହାରେ ରହିଲେ ଥଣ୍ଡା ଭଲପାଆନ୍ତି...ତାଙ୍କୁ ଯଦି ତୁମେ , ଏବେ ସାଙ୍ଗେ ସାଙ୍ଗେ ରାଗି ଯିବେ...

Making News 28 june 2022| ନାଁ ବିୟୁଟି କାମରେ ନଟି
Making News 28 june 2022| ନାଁ ବିୟୁଟି କାମରେ ନଟି

Making News 28 june 2022| ନାଁ ବିୟୁଟି କାମରେ ନଟି OdishaTV is Odisha\'s no 1 News Channel. OTV being the first private

Making News
“ମାଆ ଘରୁ ବାହାରିଲେ ମହାପ୍ରଳୟ ହେବ”

ମାଆ ଘରୁ ବାହାରିଲା ମାତ୍ରେ ମୁଁ ମହାପ୍ରଳୟ କରିଦେବି। କ’ଣ ଭାବୁଛ କି ମତେ? ବୋହୂ ତୁ ଏମିତି କାହିଁକି ହେଉଛୁ? ତୋ ନାଁରେ ପା’ ପୋଷ୍ଟ ଅଫିସ୍‌ରେ ଟଙ୍କା ରଖିଛି...

Making news
ରିଲ୍‌ ବିନା ମୁଁ ବଞ୍ଚିପାରିବିନି...ମୁଁ ଗୋଟିଏ ରିଲ୍‌ କଲେ ଏତେ ଭାଇରାଲ ହେଉଛି...ମୁଁ କ’ଣ କରିବି?

ବିନା ରିଲ୍‌ରେ କଣ ବଞ୍ଚି ହେବ? କିଛି କରିବାର ନାହିଁ...ମୁଁ ଏତେ ସୁନ୍ଦର ଯେ, ଗୋଟିଏ ରିଲ୍‌ କରୁ କରୁ ପୂରା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମୋର କିଛି ଦୋଷ ନାହିଁ...

Making News | Sabitri special | Husband tortured by wife on sabitri
Making News | Sabitri special | Husband tortured by wife on sabitri

Making News 07 June 2022| ସତ୍ୟବାନର ସାବିତ୍ରୀ ଟେନସନ OdishaTV is Odisha\'s no 1 News Channel. OTV being the first

Making News
ମୁଁ ତ ଫଳ ବିକୁଛି....ତୋ ଇଜ୍ଜତକୁ ନେଲି କେଳେବେଳେ?

ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?

Making News
କଞ୍ଜୁସ୍‌ କିସମର ଲୋକ...ଜମାରୁ ଗାଧୋଉନୁ....

ସ୍ୱାମୀ ନାଁକୁ ୧୦୦ ଥର ଧରୁଛ, ହେଇଟି ହେଇଟି କଣ ଡାକି ପାରୁନୁ? ଇଏ କି ସ୍ତ୍ରୀ? ୩୬୫ ଦିନ ମୁଣ୍ଡିଆ ମାରି ମାରି ମୋ ଦିନ ଗଲାଣି....ଏମିତି ସ୍ତ୍ରୀକୁ କଣ କହିବି?

Watch Making News only on OTV
ହଇରେ ମୋ ଉପରେ ଗରମ ହେଉଛୁ, ଝିଅ ଦେଖି ନରମ ହେଉଛୁ....ହୋଉ ହୋଉ

ହଇରେ ପିଲା....ତୁ ତ ମୋ ଉପରେ ଏତେ ଗରମ ହେଉଛୁ, ସେପଟେ ଝିଅ ଦେଖୁ ଦେଖୁ ନରମ କଥା କହୁଛି....ତୋ ଖୁରାକୁ ଜୁହାର.....

Making News
ମଉସା ଡାକନି...ଷ୍ଟେଜ୍‌ରେ ଦେଖେଇବି ତି?

କ’ଣ ହେଉନି ହେଉନି ବୋଲି କହୁଛ? ମତେ ସାର୍‌ ଡାକ, ମଉସା ଡାକିଲେ ଭଲ ଲାଗୁନି। ନହେଲେ ଷ୍ଟେଜ୍‌ ଉପରେ ଦେଖେଇବି...

Making news  31 may 2022| ପୁଅ ଦେଖିଲେ ଗରମ ଝିଅ ଦେଖିଲେ ପୁରା ନରମ
Making news 31 may 2022| ପୁଅ ଦେଖିଲେ ଗରମ ଝିଅ ଦେଖିଲେ ପୁରା ନରମ

Making news 31 may 2022| ପୁଅ ଦେଖିଲେ ଗରମ ଝିଅ ଦେଖିଲେ ପୁରା ନରମ OdishaTV is Odisha\'s no 1 News Channel.

Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

Making News
ଅଧିଆ ଭାଇ ତୁମକ କଣ ବିନ୍ଧୁଛି? ଏମିତି କାହିଁକି ହେଉଛ?

ଅଧିଆ ଭାଇ ତୁମେ ଏମିତି ହେଉଛ କାହିଁ ପାଇଁ? ତୁମେ ସେକ ନେବ ଯେ ହେଲେ ହୋଇଛି କଣ? କାହିଁକି ଏମିତି ଟେକି ହେଉଛ? ବିକଳ ଟିଭିରେ ସତ କୁହ...

Making news 24 may 2022| ଦୁଇ ଭଉଣୀ ଦୁଇ ଯାଆ
Making news 24 may 2022| ଦୁଇ ଭଉଣୀ ଦୁଇ ଯାଆ

Making news 24 may 2022| ଦୁଇ ଭଉଣୀ ଦୁଇ ଯାଆ OdishaTV is Odisha\'s no 1 News Channel. OTV being the first private satellite TV

Making News
ଖଇରୀ ମ୍ୟାଡମ୍ ବଡ଼, ତାଙ୍କ ଭାଗ ବି ବଡ଼ ବଡ଼

ଦିନ ହେଉ କି ରାତି ସବୁବେଳେ ବଡ଼ ସାନ ମଧ୍ୟରେ କଳି ଲାଗୁଛି। ଦିନେ ଜ୍ୱାଇଁ ପୁଅ ଫୋନ କରି କହୁଛନ୍ତି ବଡ଼ ସାନର ମୋଡି ଦେଇଛି... ବାପା ଶୀଘ୍ର ଆସି ପହଂଚି ଯାଅ...

Making News
ତୁ ଖୋଲିପାରୁଛୁ, ମୁଁ କାହିଁ ଖୋଲି ପାରିବିନି ଆଗ କହ

ଏ କଳି ଆଉ କେଉଁଥି ପାଇଁ ନୁହେଁ, କେବଳ ଖୋଲାଖୋଲି ପାଇଁ ଏ କଳି। ଯେଉଁଥି ପାଇଁ ମଂଚ ଉଠିଲା ପଡିଲା। ଆଉ ଶେଷରେ କିଏ

Making news 17 may 2022| ସ୍ୱାମୀ-ସ୍ତ୍ରୀ କଳି ରାତିପାହିଲେ ଯିବ ଢଳି
Making news 17 may 2022| ସ୍ୱାମୀ-ସ୍ତ୍ରୀ କଳି ରାତିପାହିଲେ ଯିବ ଢଳି

Making news 17 may 2022| ସ୍ୱାମୀ-ସ୍ତ୍ରୀ କଳି ରାତିପାହିଲେ ଯିବ ଢଳି OdishaTV is Odisha\'s no 1

Making News
ଗାଡ଼ିର ସବୁ କିସ୍ତି ସୁଝିଲା ପରେ ଏବେ ଚାଲିକି ଯାଉଛି

ଲୋନରେ ଦୁଇ ଚକିଆ କିଣିଥିଲି। ସବୁକିସ୍ତି ସୁଝିଛି ହେଲେ, ଏବେ ଚାଲିଚାଲି ଯାଉଛି। ଆଉ ମୁଁ ନିରୁପାୟ। ଗାଡ଼ି ଚୋରି କରି ନେଇ ଝାଟିଆ ବସ୍ତିଆ ୟା ପାର୍ଟସ୍ ତା ଥିରେ ତା ପାର୍ଟସ୍ ୟା ଥିରେ ଲଗେଇକି ନମ୍ବର ପ୍ଲେଟ୍ ବଦଳେଇ ବିକିଦେଉଛି।