• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lady Teacher Missing Case

BJP Demands CBI Probe
ରାଜ୍ୟ ସରକାର ତଦନ୍ତ କଲେ ମମିତାଙ୍କୁ ନ୍ୟାୟ ମିଳିବନି: ଅପରାଜିତା

ବଢିଲା ମନ୍ତ୍ରୀଙ୍କ ଇସ୍ତଫା ଦାବି। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ମହିଳା ମୋର୍ଚ୍ଚା। କାଲି ମନ୍ତ୍ରୀଙ୍କ ଭୁବନେଶ୍ୱର ଘରକୁ ଅଣ୍ଡାମାଡ଼ ଛାତ୍ର କଂଗ୍ରେସ କରିଥିଲା। 

ଡିଏନ୍ଏ ଟେଷ୍ଟ ଖୋଲିବ ମମିତାଙ୍କ ରହସ୍ୟ !

କଳାହାଣ୍ଡି ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ିଆରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଡିଏନ୍ଏ ଟେଷ୍ଟ ପରେ ହଟିବ କି ପରଦା !

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର

ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି।