ନିଆରା ସୃଷ୍ଟି। ଜଣେ ବ୍ୟକ୍ତି ମାତ୍ର ୩ ଦିନ ମଧ୍ୟରେ ତାଙ୍କ ହୁଣ୍ଡାଇ ସାଣ୍ଟ୍ରୋକୁ ଏକ ବୈଦ୍ୟୁତିକ ଯାନରେ ପରିଣତ କରିଦେଇଛନ୍ତି। ଏନେଇ ତାଙ୍କୁ ମାତ୍ର ୨.୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। କିପରି କଲେ ଆସନ୍ତୁ ଜାଣିବା।