କମିଶନରେଟ ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ରାହୁଲ ସେଠୀ। ଦିଲ୍ଲୀ, ବିହାର, ଝାଡଖଣ୍ଡ ସହ ମାୟାନଗରୀ ମୁମ୍ବାକୁ କରୁଥଲା ଗଞ୍ଜେଇ ଚାଲାଣ। ଡିଲ୍ ପାଇଁ ବିମାନରେ ଯାଉଥିଲା ଆଉ ଦାମୀ କାରରେ କରୁଥିଲା ଗଞ୍ଜେଇ ଚାଲାଣ।