ବଡ ବଜାର ଥାନା ଗଣପତି ନଗର ପଞ୍ଚମ ଲେନରେ ଥିବା ତେଲ ୟୁନିଟ ଉପରେ ଚଢାଉ ହୋଇଛି । ରାଇସ ବ୍ରାନ ଅଏଲରେ ଏସେନସ ପକାଇ କରୁଥିଲେ ସୋରିଷ ତେଲ। ବିଭିନ୍ନ ବ୍ରାଣ୍ଡର ତେଲ ଆଣି ପୁଣି ପ୍ୟାକିଙ୍ଗ କରାଯାଉଥିଲା ।
ଆଜିକାଲି ବଜାରରେ ମିଳୁଥିବା ଖାଇବା ତେଲରେ କିଛି ଏମିତି ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଲକୁ ସଠିକ୍ ଢଙ୍ଗରେ ବ୍ୟବହାର ନ କରିପାରିଲେ ଏଥିରେ ଥିବା ଉପକାରୀ ସ୍ନେହସାର ମଧ୍ୟ ଅପକାରୀ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଆମେ କିପରି ଭଲ ତେଲ ପାଇବା।
ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି । ଏହା ସହ ପ୍ରୋସେସିଂ ଅଏଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ କରିଛନ୍ତି ।
ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି । ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଉପହାର । କରୋନା ସମୟରେ ହୋଇଥିବା ଦରବୃଦ୍ଧି ଲୋକେ ଏବେ ଚିନ୍ତାରେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଇବା ତେଲ ଉପରୁ ବେସ୍ ଇମ୍ପୋର୍ଟ ଡ୍ୟୁଟିକୁ ହ୍ରାସ କରାଯାଇଛି । ଫଳରେ
ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।
ଖୁବ୍ ଶୀଘ୍ର ଖାଇବା ତେଲ ଦର କମିବ। ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍ ଅଏଲସ୍ (ଅଏଲ ପାମ୍) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି।