ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ ।