• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

kapil-dev
ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

ମୁମ୍ବାଇ: ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା କ୍ୟାପ୍ଟେନ୍‌ କପିଲ ଦେବ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ହାର୍ଟଆଟାକ୍‌ର ପରେ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ପରେ ଆଜି ହସ୍‌ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି କପିଲ। ଏନେଇ ହସ୍‌ପିଟାଲ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ ଆଜି ଅପରାହ୍ନରେ କପିଲ ଦେବ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ସେ ତାଙ୍କ ପୂର୍ବ କାର୍ଯ୍ୟଶୈଳୀକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ନିୟମିତ […]

  • Friday, 02 July 2021
sports
ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ନୂଆଦିଲ୍ଲୀ:ରାଜସ୍ଥାନ ରୟାଲ୍ସର ବିଜୟ ସହିତ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ଲେଅଫ ରେସ୍‌ରୁ ବାହାରି ଯାଇଛି। ରାଜସ୍ଥାନ ଟିମ୍‌ ପଏଣ୍ଟ ଟେବୁଲ୍‌ରେ ଏବେ ୧୦ ଅଙ୍କ ସହ ୭ମ ନମ୍ବରରେ ରହିଛି। ତେବା ରାଜସ୍ଥାନର ବିଜୟ ଏବେ ପ୍ଲେଅଫର ରେସ୍‌କୁ ଆହୁରି ଟ୍ୱିଷ୍ଟ କରିଛି। ସେହୱାଗ ମଧ୍ୟ ଏହି ମଜାଦାର ସମୀକରଣକୁ ନେଇ ଟ୍ୱିଟ୍‌ କରିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପରକିଙ୍ଗସ୍‌ ଆଇପିଏଲ ପ୍ଲେଅଫ୍‌ରୁ ବାହାରି ଯାଇଛି।ଧୋନୀଙ୍କ ପତ୍ନୀ ସାକ୍ଷୀ ମଧ୍ୟ ଟ୍ୱିଟ କରି ରିଆକ୍‌ସନ ଦେଇଛନ୍ତି। […]

  • Friday, 02 July 2021
3
କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଦୁବାଇ: ଚଳିତ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେବା ଦିନ ଠାରୁ ଶାରଜାରେ ରାଜସ୍ଥାନ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ସଞ୍ଜୁ ସାମସନ ଅନେକ ପ୍ରଶଂସା ସାଉଁଟି ଥିଲେ। ଲାଗୁଥିଲା ଯେପରି ସଞ୍ଜୁ ସବୁ ମ୍ୟାଚ୍‌ରେ ଚମକିବେ। ରାଜସ୍ଥାନର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ସେ ୩୨ ବଲ୍‌ରେ ୭୪ ରନ୍‌ କରିଥିଲେ। ଏହା ପର ମ୍ୟାଚ୍‌ରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୪୫ ବଲ୍‌ରେ ୮୪ […]

  • Friday, 02 July 2021
4
ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ଶାରଜା: ଚଳିତ ଆଇପିଏଲର ୪୬ ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ ରାହୁଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  କେକେଆର ପ୍ରଥମେ ବ୍ୟାଟିଂ କରିବ। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର ୧୧ଟି ମ୍ୟାଚ୍‌ ଖେଳି ୬ଟି ଜିତି ୧୨ ପଏଣ୍ଟ ସହ ଟେବୁଲ୍‌ର ଚତୁର୍ଥ ସ୍ଥାନରେ […]

  • Friday, 02 July 2021
india-aus
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା। ଟି-ଟ୍ୱେଣ୍ଟି, ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସମସ୍ତ ୩ ଫର୍ମାଟରେ ଦଳ ଘୋଷଣା ହୋଇଛି।  ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ। ଟି-ଟ୍ୱେଣ୍ଟି ଦଳ: ବିରାଟ କୋହଲି-ଅଧିନାୟକ, ଶିଖର ଧଓ୍ୱନ, ମୟଙ୍କ ଅଗ୍ରଓ୍ୱାଲ, କେ.ଏଲ. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ […]

  • Friday, 02 July 2021
6
ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍‌ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ  ଏହି ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍‌ର ପିଛା କରିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ କେକେଆର ପ୍ରାରମ୍ଭିକ ପର୍ଯ୍ୟାୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ  ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ […]

  • Friday, 02 July 2021
ipl
୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ନୂଆଦିଲ୍ଲୀ:  କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକ ବଳରେ ସହଜ ବିଜୟ ହାସଲ କଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ।କୋଲକାତା ଠାରୁ ୮ ଓ୍ୱିକେଟରେ ଜିତି ପଞ୍ଜାବ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ୧୪୯ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ୭ଟି ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା । ଦଳ ପକ୍ଷରୁ କ୍ରିସ୍ ଗେଲ୍ ୨୯ଟି ବଲ୍‌ରୁ ୫୧ ରନ ଓ ମନଦୀପ ସିଂ ୫୬ଟି ବଲ୍‌ରୁ ୬୬ […]

  • Friday, 02 July 2021
ipl
IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ...

ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ୍ ୧୩ରେ ବୃହତ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ(Sunrisers Hyderabad)।  ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)କୁ  ୮୮ ରନ୍‌ରେ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ୱିକେଟ୍ ହରାଇ ୨୧୯ ରନ୍ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରିଦ୍ଦିମାନ ଶାହ ସର୍ବାଧିକ ୮୭ ରନ୍ କରିଥିଲେ । ଜବାବରେ ଦିଲ୍ଲୀ ୧୩୧ […]

  • Friday, 02 July 2021
cricket
ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

ନୂଆଦିଲ୍ଲୀ:ବିସିସିଆଇ (BCCI) ପକ୍ଷରୁ ଅଷ୍ଟ୍ରେଲିଆ ସିରିଜ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଏଡିଲେଡ୍‌ରେ ଡେ-ନାଇଟ୍‌ ମ୍ୟାଚ ଖେଳିବ। ଏହି ଅବସରରେ ୪ଟି ଟେଷ୍ଟ, ତିନି ୱାନ ଡେ, ତିନୋଟି ଟି-୨୦ ଖେଳିବ। ୱାନ୍‌-ଡେ ମୁକାବିଲାରୁ ଖେଳ ଆରମ୍ଭ ହେବ। ୨୭,୨୯ ନଭେମ୍ବର ଏବଂ ୨ ଡିସେମ୍ବରରେ ୱାନ୍‌ଡେ ଖେଳିବ। ସେହିପରି ଡିସେମ୍ବର ୪, ୬ ଏବଂ ୮ରେ ତିନୋଟି ଟ-୨୦ ଖେଳିବ। ଡିସେମ୍ବର ୧୭ ତାରିଖ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। […]

  • Friday, 02 July 2021
moish
ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ....

ନୂଆଦିଲ୍ଲୀ: ଗୁରୁବାର ଭାରତ ବିପକ୍ଷ ODI ଏବଂ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ସେମାନଙ୍କ ଦଳ ଘୋଷଣା କରିଛି। ଏହି ୧୮ ସଦସ୍ୟ ବିଶିଷ୍ଟ ଦଳରେ ଅଲରାଉଣ୍ଡର ମୋଇସ୍ ହେନରିକ୍ସଙ୍କୁ ସାମିଲ କରାଯାଇଛି। ୩ ବର୍ଷ ପରେ ଦଳକୁ ଫେରିଛନ୍ତି ମୋଇସ୍ । ଗୋଡ ଆଘାତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇ ନ ଥିବା ମିଚେଲ ମାର୍ଶଙ୍କ ସ୍ଥାନରେ ମୋଇସ୍ ହେନରିକ୍ସଙ୍କୁ ଏହି ସୁଯୋଗ ମିଳିଛି। ଏଠି କହିରଖିବୁ, ମୋଇସ୍ ହେନରିକ୍ସ ୨୦୧୭ରେ ତାଙ୍କର ଶେଷ ଅନ୍ତର୍ଜାତୀୟ […]

  • Friday, 02 July 2021
dhoni
IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଆବୁଧାବି: ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇର ଚମକପ୍ରଦ ବିଜୟ ହାସଲ କରିଛି । କୋଲକତା ନାଇଟ୍ ରାଇଡର୍ସ(KKR) କୁ ୬ ୱିକେଟରେ ମାତ୍ ଦେଇଛି ଚେନ୍ନାଇ ସୁପର କିଙ୍ଗସ।  ଶେଷ ଓଭରର ଶେଷ ୨ ବଲ୍‌ରେ ୨ଟି ଛକା ମାରି କେକେଆରଠୁ ମ୍ୟାଚ ଛଡାଇ ନେଇଥିଲେ ରବୀନ୍ଦ୍ର ଜାଡେଜା । ଶେଷ ୨ ଓଭରରେ ବିଜୟ ପାଇଁ ୩୦ ରନ୍ ଆବଶ୍ୟକ ଥିବା ବେଳେ ଜାଡେଜା ୧୧ ବଲ୍‌ରେ ଧୂଆଁଧାର ୩୧ ରନ୍ କରି […]

  • Friday, 02 July 2021
gyale
ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୦ ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଟସ୍‌ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେଣୁ କେଏଲ ରାହୁଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗେଲ୍‌ଙ୍କ ଦମଦାର ୯୯ ରନ୍‌ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୪ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ […]

  • Friday, 02 July 2021
spo
ମୁମ୍ୱାଇଠାରୁ ହାରିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲ୍‌ର ୫୧ତମ ମ୍ୟାଚ୍‌ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା ସକ୍ଷମ ହୋଇନଥିଲା। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୧୦ରନ୍‌ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶ୍ରେୟସ ୨୯ଟି ବଲ୍‌ ଖେଳି  ସର୍ବାଧିକ […]

  • Friday, 02 July 2021
a
ବିରାଟଙ୍କୁ ଆଉଟ୍‌ କରି ରେକର୍ଡ କଲେ ସନ୍ଦୀପ ଶର୍ମା

ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କୁ ଆଉଟ୍‌କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍‌କରି ଏହି ରେକର୍ଡ କରିଛନ୍ତି। ଶନିବାର ଶାରଜାହ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ […]

  • Thursday, 01 July 2021
e
ଚେନ୍ନାଇ ଜିତି ପ୍ଲେ ଅଫ୍‌ରୁ ପଞ୍ଜାବକୁ ବିଦା କଲା

ଆବୁ ଧାବି: ଚଳିତ ଆଇପିଏଲ୍‌ର ୫୩ତମ ମ୍ୟାଚ୍‌ରେ ଆଜି କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହୋଇଛି। ଶେଖ ଜାଏଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଚେନ୍ନାଇ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୫୩ ରନ୍‌ କରି ପାରିଥିଲା। ଦଳ ପକ୍ଷରୁ ଦୀପକ ହୁଡା ୩୦ ବଲ୍‌ ଖେଳି ବିସ୍ପୋରକ ୬୨ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ପରେ […]

  • Thursday, 01 July 2021
hh
ରାଜସ୍ଥାନକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଦୁବାଇ: ଚଳିତ ଆଇପିଏଲ୍‌ର ୫୪ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଫଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍‌ କରିଛି। କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୯୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ମର୍ଗାନ ଦ୍ରୁତତମ ୩୫ ବଲ୍‌ ଖେଳି ସର୍ବାଧିକ ୬୮ […]

  • Thursday, 01 July 2021
khj
ଆଜିର ତାରିଖରେ ରୋହିତ କରିଥିଲେ ବିରଳ ରେକର୍ଡ

ନୂଆଦିଲ୍ଲୀ: ୨୦୧୩ ମସିହା ଆଜିର ଦିନ ଅର୍ଥାତ ନଭେମ୍ୱର ୨ ତାରିଖରେ ଭାରତର ଆଗଧାଡ଼ିର କ୍ରିକେଟ ତାରକା ରୋହିତ ଶର୍ମା ନିଜ ନାଁରେ ଏକ ରେକର୍ଡ ଯୋଡ଼ିଥିଲେ। ସେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡ କରିଥିଲେ। ଜୁନ୍ ୧୮,୨୦୧୯ ପର୍ଯ୍ୟନ୍ତ ଯାହା ରେକର୍ଡ ରହିଛି, ୭ ବର୍ଷ ପୂର୍ବେ ଏହି ଦିନରେ ରୋହିତ ଶର୍ମା ଏକ ଓଡିଆଇ ଇନିଂସରେ ୧୬ ଟି ଛକା ମାରି ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ମ୍ୟାଚ୍‌ଟି ବାଙ୍ଗାଲୋରରେ ଖେଳାଯାଇଥିଲା। […]

  • Thursday, 01 July 2021
kjhh
ଆବୁ ଧାବିରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ଦିଲ୍ଲୀର ଫିଲ୍ଡିଂ ନିଷ୍ପତ୍ତି

ଆବୁ ଧାବି: ଚଳିତ ଆଇପିଏଲର ୫୫ତମ ମ୍ୟାଚ୍‌ରେ ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆରସିବି ଟିମ୍ ପ୍ରଥମେ ବ୍ୟାଟିଂଭାର ସମ୍ଭାଳିବ। ପ୍ଲେଅଫରେ ସ୍ଥାନ ପକ୍କା କରିବା ପାଇଁ ଉଭୟ ଟିମ୍ ମଧ୍ୟରେ ଆଜି ଜୋରଜାର ଟକ୍କର ହେବ ବୋଲି ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ଜିତିବ, ସେହି ଟିମ୍ […]

  • Thursday, 01 July 2021
14
ଆଜି ଏଲିମିନେଟର, ବିଜୟୀ ଟିମ୍‌ ଦିଲ୍ଲୀକୁ ଭେଟିବ

ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ଆହତ କାରଣରୁ ହାଇଦ୍ରାବାଦ ଟିମ୍‌ରୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀ ଖେଳିବେ। ସେହିପରି ଆରସିବି ଦଳରେ ମଧ୍ୟ […]

  • Thursday, 01 July 2021
ipl
IPL 2020: ଟୁର୍ଣ୍ଣାମେଣ୍ଟରୁ ବାହାରିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲ୍‌ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ  ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି। ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର […]

  • Thursday, 01 July 2021
kohli
IPL 2020: ହାରିବା ପରେ ବିରାଟଙ୍କୁ ଟାର୍ଗେଟ କଲେ ଗମ୍ଭୀର, କହିଲେ....

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍‌ ଜିତିବା ସ୍ୱପ୍ନ ଧଳିସାତ୍‌ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ  ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍‌ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି। RCBର ପରାଜୟ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍‌ଟେନ୍‌ସିପ ଏବଂ ଟିମ୍‌ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ […]

  • Thursday, 01 July 2021
sports
ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଏଇ ଖେଳାଳିଙ୍କୁ ଡରୁଛି ଦିଲ୍ଲୀ କ୍ୟାପିଟାଲ୍ସ, କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ IPL-2020ରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ  ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ କର ଅବା ମର ପରିସ୍ଥିତି ଦେଖା ଦେଇଛି। ଆଜି ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ହେବ। ଏହି ମ୍ୟାଚ୍ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ  ପାଇଁ ବେଶ ସଂଘର୍ଷ କରିବାକୁ ପଡ଼ିବ। କାରଣ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ଠିଆ ହୋଇଛି ଶକ୍ତିଶାଳୀ  ହାଇଦ୍ରାବଦ ଟିମ୍‌। ହାଇଦ୍ରାବଦ ଟିମ୍‌ ମ୍ୟାଚ ଲଗାତାର ୪ଟି ମ୍ୟାଚ୍‌ ଜିତିବା ପରେ ନିଜ […]

  • Thursday, 01 July 2021
6
୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ ୧୯୦ ରନ୍‌ର […]

  • Thursday, 01 July 2021
virat
ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିଆସିବେ। ସେ ବାପା ହେବାକୁ ଯାଉଥିବାରୁ ତାଙ୍କ ପାଟନିର୍ଟି ଲିଭ୍ ଆବେଦନକୁ […]

  • Thursday, 01 July 2021
ipl
ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଦୁବାଇ: ଆଇପିଏଲ ୨୦୨୦ର ଆଜି ଫାଇନାଲ୍‌ । ଫାଇନାଲରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)। ଦୀର୍ଘ ୫୨ ଦିନ ଧରି କ୍ରିକେଟ ଫିଲ୍‌ଡରେ ଚାଲିଥିବା ଆଇପିଏଲ ମହାସମର ଆଜି ଶେଷ ହେବାକୁ ଯାଉଛି। ଆଇପିଏଲ୍‌ର ସବୁଠାରୁ ସଫଳ କ୍ୟାପ୍‌ଟେନ ରୋହିତ ଶର୍ମା ଟାଇଟଲ୍‌ ହାତେଇବା ଲକ୍ଷ୍ୟରେ ଅଛନ୍ତି। ଦିଲ୍ଲୀ ଗତ ୧୨ ଥର ପଛରେ ପଡିବା ପରେ ଏଥର ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚି ପାରିଛି। […]

  • Thursday, 01 July 2021