• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

32323
ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ ପାରିବେନି। ଅର୍ଥାତ ବିନା ଦର୍ଶକରେ IPL ଆୟୋଜନ ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, ଫ୍ରାଞ୍ଚାଇଜି, ପ୍ରାୟୋଜକ, ପ୍ରସାରଣକାରୀ ସଂସ୍ଥା […]

  • Tuesday, 13 July 2021
sports
କୋଭିଡ୍-୧୯ ପାଇଁ କ୍ରିକେଟରେ ବଦଳିଲା ଏସବୁ ନିୟମ

ନୂଆଦିଲ୍ଲୀ:କୋଭିଡ୍-୧୯ ପାଇଁ ବଦଳିଲା କ୍ରିକେଟ ନିୟମ । କରୋନା ସଂକ୍ରମଣକୁ ନଜରରେ ରଖି ଆଇସିସି କିଛି ନିୟମରେ ସଂଶୋଧନ କରିଛି । ଗୋଟିଏ ପାର୍ଶ୍ୱକୁ ସୁୁଇଙ୍ଗ୍ କରିବା ପାଇଁ ବଲରେ ଲାଳ ବା ଛେପ ଲଗାଇବା ବାରଣ କରାଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୂର୍ଣ୍ଣ ଦଳକୁ ଦଣ୍ଡିତ ହେବାକୁ ପଡିବ । ପ୍ରଥମ ଦୁଇ ଥର ଓ୍ୱାର୍ଣ୍ଣିଂ ଦେବା ପରେ ମଧ୍ୟ ନମାନିଲେ ବ୍ୟାଟିଂ କରୁଥିବା ଦଳକୁ ଅଧିକ ୫ ରନ ମିଳିବ ।ସେହିପରି […]

balbir
ଆଉ ନାହାନ୍ତି ହକି ଜଗତର ଉଜ୍ଜ୍ୱଳ ତାରକା ବଲବୀର ସିଂହ

ଚଣ୍ଡୀଗଡ: ଅଲମ୍ପିକ୍‌ରେ ତିନି ତିନି ଥର ସ୍ୱର୍ଣ୍ଣ ପଦକ ଜିତିଥିବା ମହାନ ହକି ଖେଳାଳୀ ବଲବୀର ସିଂହ ସିନିୟରଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ଦୁଇ ସପ୍ତାହ ଧରି ସେ  ଅସୁସ୍ଥ ଥିଲେ। ତାଙ୍କୁ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଆଜି ୬.୩୦ରେ ବଲବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବଲବୀରଙ୍କ ପରିବାର ଅର୍ଥାତ୍‌ ଝିଅ ସୁଶବୀର, ତିନି […]

  • Tuesday, 13 July 2021
hockey
ବେଲଜିୟମ ଟୁର୍ ପାଇଁ ଭାରତୀୟ ହକି ଟିମ୍‌ରେ ଦୁଇ ଓଡ଼ିଆ ସାମିଲ

ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ […]

  • Monday, 12 July 2021
india
ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର

ଧର୍ମଶାଳା: ୱେଷ୍ଟଇଣ୍ଡିଜ୍‌ ପରେ ଏବେ ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ଧର୍ମଶାଳାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ କବଜା କରିଥିବା ବିରାଟ୍‌ ବାହିନୀ ଘରୋଇ ମାଟିରେ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ […]

  • Monday, 12 July 2021
odisha
ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱିଜରଲ୍ୟାଣ୍ଡର ବାସେଲ୍‌ଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୩୦ ଲକ୍ଷ ୯୫ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ଦେଶର ଯୁବ ସମାଜ ପାଇଁ ସେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି। ନିକଟରେ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ମିଳିବା ସହିତ ବିଜୁ […]

  • Monday, 12 July 2021
MS Dhoni
ସ୍ୱାଧୀନତା ଦିବସରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ପତାକା ଉଡ଼ାଇବେ। ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ଣେଲ୍‌ ଉପାଧି ପାଇ ସାରିଛନ୍ତି ଧୋନି। ଏବେ ସେ ଟେରିଟରିଆଲ ଆର୍ମିର ଯବାନଙ୍କ ସହ ପ୍ରଶିଷଣ ନେଉଛନ୍ତି। ଟେରିଟରିଆଲ୍ ଆର୍ମି ସହ କାମ କରିବା ପାଇଁ ଧୋନି ଜୁଲାଇ ୩୦ରୁ ଅଗଷ୍ଟ ୧୫ ଯାଏ କ୍ରିକେଟରୁ ଛୁଟି ନେଇଛନ୍ତି। ସେଥିପାଇଁ ସେ ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ସାମିଲ୍ ହୋଇନାହାନ୍ତି। ଜଣେ […]

  • Monday, 12 July 2021
kalahandi
ଓଡ଼ିଆ ଯୁବକ ହେଲେ ଆଇରନ୍‌ ମ୍ୟାନ୍‌

କଳାହାଣ୍ଡି: ସୁଇଜରଲାଣ୍ଡରେ ଅନୁଷ୍ଠିତ ଆଇରନ୍‌ ମ୍ୟାନ୍‌ ପ୍ରତିଯୋଗିତାରେ କଳାହାଣ୍ଡିର ଅଭିଷେକ ପାଟ୍ଟଯୋଶୀ ଚାମ୍ପିଅନ ହୋଇଛନ୍ତି। ଓ୍ୱାର୍ଲଡ୍ ଟ୍ରାଇଆଥଲନ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶହ ଶହ ଖେଳାଳିଙ୍କୁ ପଛରେ ପକାଇ ଅଭିଷେକ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗୀଙ୍କୁ ୧୮ ଘଣ୍ଟା ଭିତରେ ସମୁଦ୍ରରେ ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲାଇବା ଓ ୪୨.୨ କିଲୋମିଟର ଦୌଡ଼ିବା ଶେଷ କରିବାକୁ ପଡ଼ିଥାଏ।  ହେଲ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ୧୭ ଘଣ୍ଟାରେ ଅଭିଷେକ […]

  • Monday, 12 July 2021
Capture
ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌: ଟିମ୍‌ ଇଣ୍ଡିଆ ଖେଳାଳି ଘୋଷଣା

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ଲାଗି ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲି ହିଁ ଅଧିନାୟକ ଭାର ତୁଲାଇବେ। ବିଶ୍ୱକପ୍‌ରେ ଆହତ ହୋଇଥିବା ଶିଖର ଧାୱନ୍‌ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱିକେଟ୍ କିପର୍‌ ଭାବେ ଋଷଭ ପନ୍ତଙ୍କୁ ଟିମ୍‌ରେ ସ୍ଥାନ ମିଳିଛି। ଟିମ୍‌ରେ ଶ୍ରେୟାସ ଆୟାର, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି କେଦାର ଯାଦବ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ […]

  • Monday, 12 July 2021
Commonwealth TT Championship
କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

କଟକ: କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟନ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଚାମ୍ପି‌ଅନ୍‌ସିପରେ ଭାରତ ସମେତ ୧୨ଟି ଦେଶ ଭାଗ ନେଇଛନ୍ତି। ପୁରୁଷ ବିଭାଗରେ ଇଂଲଣ୍ଡ ଟିମ୍‌ର ପଲା ଭାରି ରହିଥିବା ବେଳେ ମହିଳା ବିଭାଗରେ ସିଙ୍ଗାପୁର ଟିମ୍ ବେଶ୍‌ ଶକ୍ତିଶାଳୀ। ଭାରତ ଏହି ଚାମ୍ପିଅନଶିପ୍‌ରେ ଭଲ ପ୍ରଦର୍ଶନ କରିବା ସହ ଅଧିକ ସ୍ୱର୍ଣ୍ଣ ପଦକ ପାଇବ ବୋଲି ଭାରତୀୟ ଦଳର ଦୁଇ ଷ୍ଟାର ଖେଳାଳି ଶରତ […]

  • Monday, 12 July 2021
ms dhoni
ଅବସର ନ ନେବାକୁ ଧୋନିଙ୍କୁ ଲତା ମଙ୍ଗେଶକରଙ୍କ ଅନୁରୋଧ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ହାରି ଆଇସିସି ବିଶ୍ୱକପ୍‌ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍‌ ସ୍ୱପ୍ନ ଧୂଳିସାତ୍‌ ହେବା ପରେ କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍‌ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଖୁବ୍‌ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍‌ ଟ୍ୱିଟ୍‌ କରି […]

  • Monday, 12 July 2021
pak
ଟିମ୍ ଇଣ୍ଡିଆ ସପକ୍ଷରେ ବାହାରିଲେ ପାକ୍ ଅଧିନାୟକ

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ୱକପ୍‌ରୁ ପାକିସ୍ତାନ ବାଦ୍‌ ପଡ଼ିଛି। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ୍‌କୁ ଯାଇଥିବା ବେଳେ ପାକିସ୍ତାନ ଏହି ରାଉଣ୍ଡକୁ ଯିବାରେ ବିଫଳ ହୋଇଛି। ତେବେ ଏହା ଭିତରେ ପାକିସ୍ତାନର ଅଧିନାୟକ ସରଫରାଜ୍ ଅହମଦ ଟିମ୍ ଇଣ୍ଡିଆ ସପକ୍ଷରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଲିଗ୍ ପର୍ଯ୍ୟାୟରେ ଭାରତ ଆୟୋଜକ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଭାରତ ପାଇଁ ଏହି ମ୍ୟାଚ୍ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ତା’ଠାରୁ ଅଧିକ ପାକିସ୍ତାନ ପାଇଁ ଏହା […]

  • Monday, 12 July 2021
ms dhoni
୩୮ ବର୍ଷରେ ପାଦ ଥାପିଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଜି ଜନ୍ମଦିନ। ଧୋନି ଆଜି  ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ସାରା ବିଶ୍ୱରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। View this post on Instagram A post shared by ZIVA SINGH DHONI (@ziva_singh_dhoni) on Jul 6, 2019 at 6:43pm PDT ସଚିନ୍, ସେୱାଗ୍, ଲକ୍ଷ୍ମଣ, ଗାଙ୍ଗୁଲିଙ୍କ ଭଳି ଭେଟେରାନ୍ କ୍ରିକେଟର ତାଙ୍କୁ […]

  • Monday, 12 July 2021
hasin
ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶାମିଙ୍କ ପତ୍ନୀ

ନୂଆଦିଲ୍ଲୀ: ପୂର୍ବରୁ କ୍ରିକେଟର ମହମ୍ମଦ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ପତ୍ନୀ ହସିନ ଜାହାନ ଏବେ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅମରୋହା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍‌ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ ଗିରଫ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ, କୌଣସି ମହିଳାଙ୍କୁ ମଧ୍ୟରାତ୍ରିରେ ଗିରଫ କରାଯାଇ ପାରିବ ନାହିଁ। ଏହାସତ୍ତ୍ୱେ ପୁଲିସ୍‌ […]

  • Monday, 12 July 2021
pak
ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଆଇସିସିକୁ ଦୋଷ ଦେଲା ପାକିସ୍ତାନ

ଲଣ୍ଡନ: ଚଳିତ ବିଶ୍ୱକପ୍‌ ସେମିଫାଇନାଲ୍‌କୁ ଯିବାର ଯୋଗ୍ୟତା ଅର୍ଜନ କରିବାରେ ପାକିସ୍ତାନ ବିଫଳ ହୋଇଛି। ଗତକାଲି ବାଂଲାଦେଶକୁ ପାକିସ୍ତାନ ହରାଇ ଥିଲେ ହେଁ ନେଟ୍‌ ରନ୍‌ ରେଟ୍‌ କାରଣରୁ ଦଳକୁ ୫ମ ସ୍ଥାନରେ ରହିବାକୁ ପଡ଼ିଛି। ଏବେ ପାକିସ୍ତାନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ଦଳର କୋଚ୍‌ ମିକି ଆର୍ଥର ଆଇସିସିକୁ ପରୋକ୍ଷରେ ଦୋଷ ଦେଇଛନ୍ତି। ଆର୍ଥର କହିଛନ୍ତି, :”ଆଗକୁ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଆଇସିସି ନେଟ୍‌ ରନ୍‌ ରେଟ୍‌ ଅପେକ୍ଷା ହେଡ୍‌ ଟୁ ହେଡ୍‌ ମୁକାବିଲାକୁ […]

  • Monday, 12 July 2021
jadeja
ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜାଡେଜା‌ଙ୍କୁ ସଫଳତା

ଲିଡ୍ସ: ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଜାଡେଜା ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲ୍‌ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍‌ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି। ଏହାର ପରବର୍ତ୍ତୀ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଯାଦୁ ଦେଖାଇ ଶ୍ରୀଲଙ୍କା ପକ୍ଷରୁ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଅଭିସ୍କା ପର୍ଣ୍ଣାଡୋ(୨୦)ଙ୍କୁ ଆଉଟ୍‌ କରି […]

  • Monday, 12 July 2021
match
ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ଲିଡ୍ସ: ଶ୍ରୀଲଙ୍କା ବିପକ୍ଷ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଟସ୍‌ ହାରିଛନ୍ତି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କାର ଶେଷ ଲିଗ୍‌ ମ୍ୟାଚ୍‌। ଭାରତ ପୂର୍ବରୁ ହିଁ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି।  ତେବେ ଆଜିର ମ୍ୟାଚ୍‌ ଜିତି ଦଳ ସେମିଫାଇନାଲ୍‌ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ରେ ଭାରତ […]

  • Monday, 12 July 2021
dhoni
ବିଶ୍ୱକପ୍‌ ପରେ ଧୋନିଙ୍କ ଅବସର!

ନୂଆଦିଲ୍ଲୀ: ବିଶ୍ୱକପ୍‌ ସହ ଶେଷ ହୋଇପାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟ କ୍ୟାରିୟର।  ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ନବକଳେବର ହେବ। ଏଥିରୁ ମହେନ୍ଦ୍ର ସିଂ ଧୋନି ବାଦ୍ ପଡ଼ିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତ ଯଦି ଚଳିତ ବିଶ୍ୱକପ୍‌ରେ ବିଜୟୀ ହୁଏ ତେବେ ଧୋନିଙ୍କୁ ବିଦାୟ ଜଣାଇବାରେ ଏହା ପ୍ରକୃଷ୍ଟ ସମୟ ହେବ। ବିଶ୍ୱକପ୍ ପରେ ଧୋନି ଟିମ୍‌ରେ ରହିବାର ଉଚିତ୍‌ […]

  • Monday, 12 July 2021
ambati rayudu
ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବ୍ୟାଟସ୍‌ମ୍ୟାନ୍‌ ଅମ୍ବାତି ରାୟୁଡୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସାମିଲ କରା ନ ଯିବାରୁ ସେ ଏଭଳି ଘୋଷଣା କରିଥିବା କୁହାଯାଉଛି। ବିଶ୍ୱକପ୍‌ ପୂର୍ବରୁ ରାୟୁଡୁ ଟିମ୍‌ ଇଣ୍ଡିଆର ୪ ନଂରେ ବ୍ୟାଟିଂ କରିବେ ବୋଲି କୁହାଯାଉଥିଲା। ହେଲେ ୧୫ ଜଣିଆ ସ୍କ୍ୱାଡ୍‌ରୁ ରାୟୁଡୁଙ୍କୁ ବିସିସିଆଇ ବାଦ୍‌ ଦେଇ ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲା। ଏହି ଘଟଣାକୁ ନେଇ ରାୟୁଡୁ […]

  • Monday, 12 July 2021
virat 1
‘ଇଣ୍ଟରନେଟ୍ ଜେଜେମା’ଙ୍କୁ ଭେଟି ଆଶୀର୍ବାଦ ନେଲେ ବିରାଟ ଓ ରୋହିତ

ବର୍ମିଂହାମ୍‌: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଗତକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଲିଗ୍ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ୨୮ ରନ୍‌ରେ ଜିତି ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୧୪ ରନ୍ କରିଥିବା ବେଳେ ‘ହିଟ୍‌ ମ୍ୟାନ୍’ ରୋହିତ ଶର୍ମା ପୁଣି ଏକ ଶତକ ମାରି ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ। ସେ ୯୨ଟି ବଲ୍‌ରୁ ୧୦୪ ରନ୍ କରିଥିଲେ। ସେ ସିନା ପଡ଼ିଆରେ ଆକର୍ଷଣର କେନ୍ଦ୍ର […]

  • Monday, 12 July 2021
olympics
ଘୋଷଣା ହେଲା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ

ଟୋକିଓ: କରୋନାଭାଇରସ୍ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି। ସୋମବାର ଉଭୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ତାରିଖର ଘୋଷଣା କରାଯାଇଛି। ଟୋକିଓ […]

  • Monday, 12 July 2021
ganguli
‘କରୋନା’ ପାଇଁ ଆଇପିଏଲ୍‌ ସ୍ଥଗିତ ହେବନି

କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା ‘କରୋନା’ ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ। […]

  • Monday, 12 July 2021
virat-kohl-6
କାହାର ଏ କ୍ୟୁଟ୍‌ ଫଟୋ ଚିହ୍ନନ୍ତୁ ତ !

ଏଇ ଫଟୋ କାହାର ଜାଣନ୍ତି ? ଭଲ କରି ଦେଖନ୍ତୁ। ବିଶେଷ କରି ହସକୁ। ଅତି ଚିହ୍ନା ହସ। ସେ ଆପଣଙ୍କର ଅତି ପରିଚିତ..ବିଶେଷ କରି କ୍ରିକେଟପ୍ରେମୀଙ୍କର। ହଁ, ସେ ଆଉ କେହି ନୁହଁନ୍ତି, ସେ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପ୍ଟେନ ବିରାଟ କୋହଲୀ। ପିଲାଦିନରୁ କୋହଲିଙ୍କର ଷ୍ଟାଇଲ ନିଆରା..।ଏବେ ଦେଖନ୍ତୁ ତାଙ୍କର ପିଲାଦିନର କିଛି ଫଟୋ। ବାପାଙ୍କ ସହ ବିରାଟ ଭଉଣୀ ଭାବନାଙ୍କ ସହ ଭଉଣୀ ଭାବନ୍‌ଙ୍କ ସହ ଜନ୍ମଦିନ କେକ୍‌ କାଟୁଛନ୍ତି।    

  • Monday, 12 July 2021
2435351
ଦିନେ ବିଲରେ କାମ କରୁଥିଲେ, ଆଜି ଅନ୍ତର୍ଜାତୀୟ କ୍ରିକେଟର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଛି ଅଣ୍ଡର-୧୯ ୱାର୍ଲଡ କପ୍‌ ମ୍ୟାଚ୍‌। ଟିମ୍‌ ଇଣ୍ଡିଆ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ସେମି ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଭାରତ ୩ଥର ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆକୁ ୭୪ ରନ୍‌ରେ ହରାଇ ସେମିକୁ ଯିବାର ଗୌରବ ହାସଲ କରିଥିଲା। ତେବେ ଭାରତର ଏହି ସଫଳତା ପାଇଁ ଯଦି କାହାକୁ ଶ୍ରେୟ ଦିଆଯାଏ ତେବେ ସେ ହେଉଛନ୍ତି ଦ୍ରୁତ୍‌ ବୋଲର କାର୍ତ୍ତିକ ତ୍ୟାଗୀ। ଭାରତୀୟ କ୍ରିକେଟ ଦୁନିଆର ଏକ ଉଦୀୟମାନ […]

  • Monday, 12 July 2021