• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india england
ଭାରତୀୟ ବୋଲରଙ୍କ ଦମ୍‌ଦାର ପ୍ରର୍ଦଶନ ଜାରି, ଝଡ଼ିଲାଣି ୪ଟି ୱିକେଟ୍

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୦-୨ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆକୁ ନଟିଂହାମ୍‌ ଟେଷ୍ଟ ବିଜୟର ସ୍ୱାଦ ଦେଇପାରେ। ଚାଲିଥିବା ତୃତୀୟ ଟେଷ୍ଟରେ ଦିଲ୍ଲୀ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା ଦମ୍‌ଦାର ବୋଲିଂ ଜାରି ରଖିଛନ୍ତି। କ୍ରମାଗତ ଦୁଇଟି ଓଭର୍‌ରେ ଦୁଇ ଇଂଲିଶ ଓପନ୍‌ରଙ୍କୁ ପ୍ୟାଭିଲିୟନ ଫେରାଇ ବିଶାଳ ୫୨୧ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଘରୋଇ ଦଳକୁ ଇଶାନ୍ତ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛନ୍ତି। ଭେଟେରାନ୍‌ ଆଲିଷ୍ଟର କୁକ୍‌୧୭ ଓ କେ ଜେନିଙ୍ଗ୍‌ସ ୧୩ ରନ୍‌ କରି […]

  • Tuesday, 20 July 2021
virat
୫୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଲଣ୍ଡନ: ନଟିଂହାମ୍ ଟେଷ୍ଟରେ ଇଂଲଣ୍ଡ ଅାଗରେ ୫୨୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଅାଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩୫୨ ରନର ଅଗ୍ରଣୀ ନେଇ ଏହି ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେପଟେ ପ୍ରଥମ ଇନିଂସରେ ୯୭ରନ କରି ଶତକରୁ ବଞ୍ଚିତ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ୧୦୩ ରନ କରି ଅାଉଟ ହୋଇଛନ୍ତି। ସେହିଭଳି ପୂଜାରାଙ୍କ ୭୨ ରନ୍ ଓ […]

  • Tuesday, 20 July 2021
vinesh
ଏସିଆନ୍ ଗେମ୍‌ସ: କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ଭିନେଶ, ଭାରତର ପଦକ ସଂଖ୍ୟା ୫

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଦ୍ୱିତୀୟ ଦିନରେ ଭାରତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପାଇଁ ଭିନେଶ ଫୋଗାଟ ଏହି ଗୌରବ ଆଣିଛନ୍ତି। ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେହିପରି ଆଜି ଶୁଟିଂରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଥିଲା। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଓ ଦୀପକ କୁମାର ଏହି ପଦକ ଜିତିଥିଲେ। ଭିନେଶ […]

  • Tuesday, 20 July 2021
india england
ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ: କୋହଲି ଓ ପୂଜାରାଙ୍କ ଅର୍ଦ୍ଧଶତକ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଭାରତର ସ୍ଥିତି ଦୃଢ଼ ରହିଛି। ପ୍ରଥମ ଇନିଂସ୍‌ରେ ୧୬୮ ରନ୍‌ର ଅଗ୍ରଣୀ ଲାଭ କରିଥିବା ଟିମ୍‌ ଇଣ୍ଡିଆ ଏବେ ସୁଦ୍ଧା ଘରୋଇ ଦଳ ଆଗରେ ଏକ ବିଶାଳ ସ୍କୋର୍‌ ଛିଡ଼ା କରିସାରିଛି। ଅଧିନାୟକ ବିରାଟ୍‌ କୋହଲି ଆଜି ତାଙ୍କ ଟେଷ୍ଟ୍‌ କ୍ୟାରିୟରର ୧୯ ତମ ଅର୍ଦ୍ଧଶତକ ହାସଲ କରି ଇଂଲଣ୍ଡ ବୋଲ୍‌ରଙ୍କ ଉପରେ ଚାପ ପକାଇଛନ୍ତି। ସେହିପରି ଟେଷ୍ଟ୍‌ ସ୍ପେଶାଲିଷ୍ଟ୍‌ ଚେତେଶ୍ୱର ପୂଜାରା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶେଷ ଖବର […]

  • Tuesday, 20 July 2021
asian game
ଭାରତକୁ ଶୁଟିଂରେ ଆଉ ଏକ ରୌପ୍ୟ ଦେଲେ ଲକ୍ଷ୍ୟ ଶେହରାନ୍‌

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ପଦକ। ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଏହି ପଦକ ଜିତିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍‌ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍‌ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ୍‌ ଭେଦ କରିପାରି  ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ […]

  • Tuesday, 20 July 2021
deepak-kumar
ଏସିଆନ ଗେମ୍ସ ୨୦୧୮: ଏୟାର ରାଇଫଲ୍‌ରେ ଦୀପକ କୁମାରଙ୍କୁ ରୌପ୍ୟ

ଜାକର୍ତ୍ତା: ଏସିଆନ୍‌ ଗେମ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ୧୦ ମିଟର୍ ଏୟାର ରାଇଫଲ୍‌ରେ ଦୀପକ କୁମାର ରୌପ୍ୟ ପଦକ ଜିତିଛନ୍ତି। ଦୀପକ କୁମାରଙ୍କ ରୌପ୍ୟ ପଦକକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତକୁ ୩ଟି ପଦକ ମିଳିଛି। ଗତକାଲି କୁସ୍ତିରେ ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ରେସ୍‌ଲର ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ଜିତିଥିଲେ। ଆଗରୁ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାର ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। […]

  • Tuesday, 20 July 2021
asian game
ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମୋଟ ୨ଟି ପଦକ ମିଳିଛି। ଏହା ପୂର୍ବରୁ ଆଜି ସୁଟିଂରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା […]

  • Tuesday, 20 July 2021
india england match
ନଟିଂହାମ୍‌ ଟେଷ୍ଟ: ୩୨୯ ରନ୍‌ରେ କରି ଭାରତ ଅଲ୍‌ଆଉଟ୍

ଟ୍ରେଣ୍ଟବ୍ରିଜ୍‌: ଟ୍ରେଣ୍ଟ୍‌ବ୍ରିଜ୍‌ର ନଟିଂହାମ୍‌ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସ୍‌ରେ ୩୨୯ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଛି। ଜବାବ୍‌ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍‌ ୨୧ ଓ ଅନ୍ୟତମ ଓପନର୍ ଜେନିଙ୍ଗ୍‌ସ୍‌ ୨୦ ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି। ପୂର୍ବଦିନର ସ୍କୋର୍ ୬ ୱିକେଟ୍‌ରେ ୩୦୭ ରନ୍‌ରୁ ଖେଳ ଆରମ୍ଭ କରି ମାତ୍ର ୧୬ ରନ୍‌ ଯୋଡ଼ିବା […]

  • Tuesday, 20 July 2021
ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍‌ ଗେମ୍‌ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍‌ ଡବଲ୍ସ୍ ଟିମ୍‌ ଇଭେଣ୍ଟ୍‌ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି। ଏହି ପ୍ରତିଯୋଗିତାରେ ଚାଇନିଜ୍‌ ତାଇପେକୁ ସ୍ୱର୍ଣ୍ଣ ଓ ଚୀନ୍‌କୁ ରୌପ୍ୟ ପଦକ ମିଳିଛି। ସେପଟେ ଏସିଅାନ ଗେମ୍ସର ପ୍ରଥନ ଦିନରେ ଭାରତୀୟ ମହିଳା କବାଡିକୁ ପ୍ରାରମ୍ଭିକ ସଫଳତା […]

  • Tuesday, 20 July 2021
india england test
ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ: ଡେବ୍ୟୁ କଲେ ରିଷଭ୍ ପନ୍ତ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ଭାରତ ୦-୨ରେ ପଛୁଆ ରହିଛି। ତେବେ ଆଜି କମ୍‌ ବ୍ୟାକ୍‌ ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ବେଶ ସତର୍କତାର ସହ ପାଳି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ୱିକେଟ୍‌ ହରାଇ ୮୨ ରନ୍‌ କରିଛି। ଟିମ୍‌କୁ ଫେରିଥିବା […]

  • Tuesday, 20 July 2021
infan
ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଫସିଗଲେ ଇର୍ଫାନ ପଠାନ୍‌

ମୁମ୍ୱାଇ: ପଠାନ୍‌ ବ୍ରଦର୍ସ ଏବେ ଟିମ୍‌ ଇଣ୍ଡିଆରେ ନାହାନ୍ତି ସତ। ହେଲେ ବର୍ତ୍ତମାନ ବି ସେମାନଙ୍କର ଫ୍ୟାନ୍‌ କମ୍‌ ନାହାନ୍ତି। ଇର୍ଫାନ ପଠାନ୍‌ କେବଳ ତାଙ୍କ ଖେଳ ପାଇଁ ନୁହେଁ ତାଙ୍କ କ୍ୟୁଟ୍‌ ଲୁକ୍‌ ପାଇଁ ମଧ୍ୟ ବେଶ୍‌ ପରିଚିତ।  ବର୍ତ୍ତମାନ ଇର୍ଫାନ ତାଙ୍କ ପତ୍ନୀଙ୍କ ସହ କାଶ୍ମୀରରେ ଛୁଟି କଟାଉଛନ୍ତି। ଏହାରି ଭିତରେ ଇନ୍‌ଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଛି। ଫଟୋରେ […]

  • Tuesday, 20 July 2021
Srilankan Cricketer
ଅଭାବ ଅନଟନରେ ଶ୍ରୀଲଙ୍କା ଖେଳାଳି, ଘରର କିସ୍ତି କି ଇନସୁରାନ୍ସ ଟଙ୍କା ମଧ୍ୟ ଦେଇ ପାରୁନାହାନ୍ତି

ଶ୍ରୀଲଙ୍କା ଦଳକୁ ପ୍ରଥମ ଦିନିକିଆରେ ୭ ୱିକେଟ୍‌ରେ ଭାରତଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆର ବି’ ଟିମ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେପଟେ ଚୁକ୍ତିନାମା ବିବାଦ ହେତୁ ଶ୍ରୀଲଙ୍କାର ବଡ଼ ଖେଳାଳି ସିରିଜରୁ ଦୂରେଇ ରହିଛନ୍ତି

england
ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ

ଲଣ୍ଡନ: ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ। ଏକ ଇନିଂସ ଓ ୧୫୯ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ। ମୋଟ ୫ଟିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍‌ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍‌ […]

  • Monday, 19 July 2021
Ravi-Shastri-belly
ପେଟ ପାଇଁ ରବି ଶାସ୍ତ୍ରୀ ସମାଲୋଚନାର ଶରବ୍ୟ

ପ୍ରଦୀପ ଭାରତୀ ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌, ସେ ସଦା ସର୍ବଦା ଫିଟ୍‌ ରହିବା କଥା। କିନ୍ତୁ ତାଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ପେଟୁଆ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମାଲୋଚକମାନେ ତାଙ୍କୁ […]

  • Monday, 19 July 2021
irafn
ସୁଶାନ୍ତ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ: ଏହି କ୍ରିକେଟର୍‌ଙ୍କୁ କହିଥିଲେ 'ଭାଇ ମୋ ଫିଲ୍ମ ଦେଖିବ'

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍‌ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍‌ଫାନ ପଠାନ ଟ୍ୱିଟ୍‌ କରି ଲେଖିଛନ୍ତି, ” ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ […]

virat
ଆସନ୍ତା କାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଅଧିନାୟକ ବିରାଟ […]

  • Monday, 19 July 2021
virat
ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ […]

  • Monday, 19 July 2021
Tokyo Olympic
ଟୋକିଓ ଅଲିମ୍ପିକରେ ଆଉ ୧୫ କୋଭିଡ୍ ପଜିଟିଭ, ପ୍ରତିଦିନ ହେବ ୮୦ ହଜାର ଟେଷ୍ଟ

ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

car
ସାଂସଦ ଗୌତମ ଗମ୍ଭୀର ବାପାଙ୍କ ଗାଡି ଚୋରି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପିତାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ସକାଳେ କାରଟି ଚୋରି ହୋଇଥିଲା । ଏନେଇ ପରିବାର ତରଫରୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ ଡିସିପିଙ୍କ କହିବା ଅନୁଯାୟୀ ,ସିସିଟିଭି ମାଧ୍ୟମରେ ଚୋରକୁ ଖୋଜା ଚାଲିଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଗମ୍ଭୀର ତାଙ୍କ ବାପାଙ୍କ ସହିତ ରୁହନ୍ତି। […]

  • Monday, 19 July 2021
india -england
ଭାରତକୁ ୩୧ରନ୍‌ରେ ପରାସ୍ତ କଲା ଇଂଲଣ୍ଡ

ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା ଆଉ ଗସ୍ତର ପ୍ରଥମ ଲଢ଼େଇରେ ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାସ୍ତ […]

  • Monday, 19 July 2021
ISHANTSHARMA
ଭାରତ ଆଗରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ

ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ବିରାଟ୍‌ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍‌ ରହିଛି। ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଇଂଲିଶ ଟପ୍‌ ଅର୍ଡରକୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍‌ ଷ୍ଟାର ଇଶାନ୍ତ ଶର୍ମା। […]

  • Monday, 19 July 2021
virat
ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ

ବର୍ମିହାମ : ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍‌ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍‌ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି। ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ […]

  • Monday, 19 July 2021
vlcsnap-error750
ବିଶ୍ୱକପ୍ ହକି ପାଇଁ ଚାଲିଛି ପ୍ରମୋସନ, ମହିଳା ବିଶ୍ୱକପ୍‌ ହକି ଦେଖିବାକୁ ଇଂଲଣ୍ଡ ଗଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଲୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍। ଏହା ସହିତ ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍‌ରେ ଅଧିକ ଦର୍ଶକଙ୍କ ପାଇଁ ହେଉଛି କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟବସ୍ଥା। ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ଏଠାରେ ୨ଟି ଗ୍ୟାଲେରୀ ଥିଲା। ଏବେ ତାହା ୪ଟି ଗ୍ୟାଲେରୀରେ ୧୬ ହଜାର ଦର୍ଶକଙ୍କ […]

  • Monday, 19 July 2021
cricket
ଅାଜିଠାରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍

ଇଂଲଣ୍ଡ : ଅାଜିଠୁ ଅାରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍‌। ଇଂଲଣ୍ଡ ସହ ଭାରତ ଖେଳିବ ୫ଟିକିଅା ଟେଷ୍ଟ ସିରିଜ୍‌। ଶେଷ ଥର ପାଇଁ ୨୦୧୧ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ହାରିବା ପରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଅା। ଚଳିତ ବର୍ଷ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଅା। ହେଲେ ଘରୋଇ ପରିବେଶରୁ ପୁରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଇଂଲଣ୍ଡ ଟିମ୍। ନୂଅା ଦଳ , ନୂଅା ଅଧିନାୟକ […]

  • Monday, 19 July 2021
india team
ମହିଳା ବିଶ୍ୱ କପ୍‌ ହକି କ୍ୱାର୍ଟରରେ ଭାରତ

ଲଣ୍ଡନ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିରେ ଭାରତର ବାଜିମାତ। ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ଏକ କ୍ରସ୍‌ଓଭର ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି। କାଲି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍‌ରେ ଲାଲ୍‌ ରେମିସିଆମି ପ୍ରଥମ ଗୋଲ ସ୍କୋର କରିଥିଲେ। ୪୫ ମିନିଟରେ ପେନାଲ୍‌ଟି କର୍ଣ୍ଣରରେ ଦ୍ୱିତୀୟ ଗୋଲ ନେହା […]

  • Monday, 19 July 2021