• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

IMG_20180828_170725
ରଣଜୀ ମୁକାବିଲା: ଆସାମକୁ ୧୨୧ ରନ୍‌ରେ ଅଲ୍ ଆଉଟ୍ କଲା ଓଡ଼ିଶା

ଗୌହାଟୀ: ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚରେ ଆସାମ୍ ୧୨୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଛି। ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଆସାମକୁ ଆରମ୍ଭ ଓଡ଼ିଆ ପେସ୍ ବୋଲର ଝଟ୍‌କା ଦେଇଥିଲେ। ଆସାମ ଟିମ୍ ୬୯ ରନ୍‌ରେ ୭ ଓ୍ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଲୋ ଅର୍ଡର୍‌ ବ୍ୟାଟସ୍‌ମ୍ୟାନ୍‌  ରଣଜିତ ମାଲିଙ୍କ ୨୮ ରନ୍ ଓ  ଅରୂପ ଦାସଙ୍କ ୧୬ ରନ୍ ଯୋଗୁ ଆସାମ ୧୨୧ ରନ୍ ସ୍କୋର୍‌ କରିବାରେ ସକ୍ଷମ ହୋଇଥିଲା। […]

  • Tuesday, 20 July 2021
ind
ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ ମ୍ୟାଚ୍ ଡ୍ର

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫ୍‌ଗାନିସ୍ତାନ୍ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।ପ୍ରଥମେ ବ୍ୟାଟିଂ କରି ଆଫ୍‌ଗାନିସ୍ତାନ୍ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍‌ କରିଥିଲା। ଶେଷ ଓଭରରେ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ […]

  • Tuesday, 20 July 2021
virta
ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଲେ ବିରାଟ ଓ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ। ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ […]

  • Tuesday, 20 July 2021
ind-pak
ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ

 ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍‌ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର ମନୋବଳ ଦୃଢ ରହିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି।  ଅାଜିର ମ୍ୟାଚ ନେଇ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ […]

  • Tuesday, 20 July 2021
asia cup--up
ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗଲାଦେଶ

ଦୁବାଇ : ଅାଜି ଠାରୁ ଅାରମ୍ଭ ହୋଇଛି ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ଭାରତ ଅାଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗଲାଦେଶ । ସମସ୍ତ ୱିକେଟ ହରାଇ ବାଙ୍ଗଲାଦେଶ ୧୭୩ ରନ୍ କରିଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୟଶ୍‌ପ୍ରୀତ ବୁମ୍‌ରା ୩ଟି ଲେଖାଏଁ  ଓ୍ୱିକେଟ୍ ନେଇଥିଲେ । ସେପଟେ ଦ୍ୱିତୀୟ […]

  • Tuesday, 20 July 2021
india
ଏସିଆା କପ୍‌ରେ ଆଜି ହାଇଭୋଲଟେଜ୍ ମୁକାବିଲା

ନୂଆଦିଲ୍ଲୀ : ଏସିଆ କପ୍‌ରେ ଆଜି ଇଣ୍ଡିଆ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ପ୍ରାୟ ଦେଢ଼ ବର୍ଷ ପରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଗତ ବର୍ଷ ଜୁନ୍‌ରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦ ରନ୍‌ରେ ପରାସ୍ତ କରିଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଚେଷ୍ଟା କରିବ। ଦଳର ରେଗୁଲାର୍ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ […]

  • Tuesday, 20 July 2021
indiA
ଗୁଆହାଟୀ ଦିନିକିଆରେ ବାଜି ମାରିଲା ଭାରତ

ଗୁଆହାଟୀ: ଗୁଆହାଟୀରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ହୋଇଛି। ବିରାଟ ଓ ରୋହିତଙ୍କ ଦମ୍‌ଦାର ଶତକ ବଳରେ ଭାରତ ଖୁବ୍‌ ସହଜରେ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଛି। ଅଧିନାୟକ ବିରାଟ କୋହଲି ୧୦୭ ବଲ୍‌ରେ ୧୪୦ ରନ୍ ସଂଗ୍ରହ କରିଥିବାବେଳେ ରୋହିତ ଶର୍ମା ୧୧୭ ବଲ୍‌ରେ ୧୫୨ ରନ୍ ସଂଗ୍ରହ କରିଥିଲେ। ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂର […]

  • Tuesday, 20 July 2021
Capture
ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ର ଜବରଦସ୍ତ ବ୍ୟାଟିଂ

ଗୁଆହାଟି: ଆସାମର ଗୁଆହାଟିରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଦିନିକିଆରେ ଡେବ୍ୟୁ କରୁଛନ୍ତି ଦିଲ୍ଲୀ ବ୍ୟାଟସମ୍ୟାନ ଋଷଭ ପନ୍ଥ। ଏହି ସିରିଜରେ ଦିନିକିଆ ଦଳକୁ ଫେରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ସିରିଜ୍‌ ପରେ ଏସିଆ କପ୍‌ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ବଦଳରେ ଏସିଆ କପ୍‌ରେ ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। […]

  • Tuesday, 20 July 2021
hocky
ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫି: ଇଣ୍ଡିଆ ଟାର୍ଗେଟ୍‌ରେ ପାକିସ୍ତାନ

ମସ୍‌କାଟ: ଏସିଆନ୍ ହକି ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍‌ଟେଜ୍ ମ୍ୟାଚ୍‌ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ଥରେ ସାମ୍ନାସାମ୍ନି ହେବେ। ପୂର୍ବରୁ ଓମାନ୍‌କୁ ୧୧-୦ରେ ପରାସ୍ତ କରିବା ପରେ ଭାରତର ମନବଳ ଦୃଢ଼ ରହିଛି। ତେଣୁ ଦଳର ଟାର୍ଗେଟ୍‌ରେ ଏବେ ପାକିସ୍ତାନ ରହିଛି। ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଦଳ ଏବେ ବେଶ୍‌ ଭଲ ପ୍ରଦର୍ଶନ କରୁଥିବା କହିଛନ୍ତି […]

  • Tuesday, 20 July 2021
Umesh-Yadav-
୨-୦ରେ ସିରିଜ୍‌ ଜିତିଲା ଭାରତ

ହାଇଦ୍ରାବାଦ: ହାଇଦ୍ରାବଦ୍ ଟେଷ୍ଟକୁ ଟିମ୍ ଇଣ୍ଡିଆ ୧୦ ଓ୍ୱିକେଟ୍‌ରେ ଜିତିନେଇଛି। ଏହାସହିତ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିଛି। ପ୍ରଥମ ଇନିଂସ୍‌ରେ ୱେଷ୍ଟଇଣ୍ଡିଜର ୩୧୧ ଜବାବରେ ଭାରତ ୩୬୭ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହାପରେ ଦ୍ୱିତୀୟ ଇଂନିସ୍‌ରେ କ୍ୟାରିବିୟାନ୍‌ ଟିମ୍ ମାତ୍ର ୧୨୭ ରନ୍‌ରେ ସୀମିତ ହୋଇଯାଇଥିଲା। ଫଳରେ ଭାରତକୁ ବିଜୟ ପାଇଁ ୭୪ ରନ୍‌ ଆବଶ୍ୟକ ଥିଲା। ଯାହାକୁ ଟିମ୍ ଇଣ୍ଡିଆ ବିନା କୌଣସି ଓ୍ୱିକେଟ୍ ହରାଇ ଅତି ସହଜରରେ ହାସଲ କରିନେଇଛି। […]

  • Tuesday, 20 July 2021
yuvi - Copy
ଟିମ୍‌କୁ କମ୍‌ବ୍ୟାକ୍‌ କରିବେ ଯୁବରାଜ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ହିରୋ ପାଲଟି ଯାଇଥିଲେ। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଏବେ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍‌ ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ଚଳାଇଛନ୍ତି କସ୍‌ରତ। ଟିମ୍‌ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ୨୦୧୭ ଜୁନ୍‌ ୩୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ […]

  • Tuesday, 20 July 2021
jayanti
ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅର କମାଲ୍

ଭୁବନେଶ୍ୱର: ଏସିଆନ୍ ପାରା ଗେମ୍ସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ସେ ୨୦୦ ମିଟର୍‌ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିବା ସହିତ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ମାତ୍ର ୨୭.୪୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ ଏହି କମାଲ୍‌ ଦେଖାଇଛନ୍ତି। ତେବେ ଗେମ୍‌ରେ ଚୀନର ଲି ଲୁ ୨୦୦ ମିଟର ଦୂରତ୍ତ୍ୱକୁ ୨୫. ୮୨ ସେକେଣ୍ଡ୍‌ରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ୱାଙ୍ଗ୍ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି […]

  • Tuesday, 20 July 2021
gamvir 2
ଗୌତମ ଗମ୍ଭୀରଙ୍କ ନୂଆ ରୂପ

ନୂଆଦିଲ୍ଲୀ: କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ଖେଳିବା ବ୍ୟତୀତ ସମାଜ ସେବାରେ ମଧ୍ୟ ସକ୍ରିୟ ଥିବାର ଦେଖାଯାଏ। ଛତିଶଗଡ଼ ନକ୍ସଲ ହିଂସାରେ ଶହୀଦ ହୋଇଥିବା ଯବାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ହେଉ ଅବା କାଶ୍ମୀରରେ ଶହୀଦ ହୋଇଥିବା ଏଏସ୍‌ଆଇ ଅବ୍ଦୁଲ ରଶୀଦଙ୍କ ଝିଅକୁ ସହାଯ୍ୟ କରିବା, ସବୁ ଜାଗାରେ ଏହି କ୍ରିକେଟର ନିଜର ବଦାନ୍ୟତାର ଛାପ ଛାଡ଼ିଛନ୍ତି। ଗମ୍ଭୀରଙ୍କ ଦେଶ ପ୍ରତି ଥିବା ଦାୟୀତ୍ୱ ସମସ୍ତଙ୍କୁ ଗମ୍ଭୀର ଭାବେ ପ୍ରଭାବିତ କରିପାରିଛି। ପୂର୍ବ ବର୍ଷ ଛତିଶଗଡ଼ରେ ହୋଇଥିବା […]

  • Tuesday, 20 July 2021
AP18279347014643
ଅଢ଼େଇ ଦିନରେ ଲଢ଼େଇ ଶେଷ, ମ୍ୟାଚ୍ ଜିତିଲା ଭାରତ

ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍‌କୁ ଏକ ଇନିଂସ ୨୭୨ ରନ୍‌ରେ ଜିତି ନେଇଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୬୪୯ର ବିଶାଳ ସ୍କୋର୍‌ କରିଥିଲା। ଆଉ ଏହାର ପିଛା କରିବାକୁ ଯାଇ ଧରାଶାୟୀ ହୋଇପଡ଼ିଥିଲ ଭମ୍ରଣକାରୀ ଦଳ। ଗତକାଲି ଖେଳ ଶେଷ […]

  • Tuesday, 20 July 2021
team-India
ରାଜକୋଟ ଟେଷ୍ଟରେ ଟିମ୍ ଇଣ୍ଡିଆର ରାଜ୍

ରାଜକୋଟ: ରାଜକୋଟ ଟେଷ୍ଟରେ ରାଜ୍ କରିଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଦିନରେ ବି ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଛି। ୬୪୯ ରନରେ ଟିମ୍ ଇଣ୍ଡିଆ ପାଳି ଘୋଷଣା କରିବା ପରେ ବ୍ୟାଟିଂ ଆରମ୍ଭ କରି ସଙ୍କଟରେ ପଡ଼ିଥିଲା ୱେଷ୍ଟଇଣ୍ଡିଜ୍। ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ ଜଣକ ପରେ ଜଣେ ଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନ।  ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୬ ଓ୍ୱିକେଟ୍ ହରାଇ ମାତ୍ର ୯୪ ରନ୍‌ ସଂଗ୍ରହ କରିଛି। ମହମ୍ମଦ ସାମି […]

  • Tuesday, 20 July 2021
asia-cup-2018-
ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ […]

  • Tuesday, 20 July 2021
ICC-twitter
ଏସିଆ କପ୍‌: ୮ ୱିକେଟ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ: ଦୁବାଇରେ ଖେଳାଯାଉଥିବା ଏସିଆ କପ୍‌ ଗ୍ରିପ୍‌ ‘ଏ’ର ଏକଦିବସୀୟ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ରେ ଭାରତ ପକ୍ଷରୁ ଅଧିନାୟକ ରୋହିତ୍ ଶର୍ମା ସର୍ବାଧିକ ୫୨ ରନ୍‌ କରିଛନ୍ତି। ଗ୍ରୁପ୍‌ ‘ଏ’ର ଏହି ମୁକାବିଲାରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୪୩.୧ ଓଭର୍‌ ଖେଳି ମାତ୍ର ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ବାବର୍‌ ଆଜମ ସର୍ବାଧିକ ୪୭ ଓ ସୋଏବ୍‌ ମଲ୍ଲିକ୍‌ […]

  • Tuesday, 20 July 2021
amit
ଓଟିଭିର ପ୍ରଭାବ: ହକି କ୍ୟାମ୍ପକୁ ଫେରିଲେ ଏହି ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାତୀୟ ହକି କ୍ୟାମ୍ପକୁ ଫେରିଲେ ଓଡ଼ିଆ ଆନ୍ତର୍ଜାତିକ ହକି ଖେଳାଳି ଅମିତ୍ ରୋହି ଦାସ। ୨୫ ଜଣିଆ ଭାରତୀୟ ହକି ଟିମ୍‌ କୌଣସି ଓଡ଼ିଆ ସ୍ଥାନ ପାଇ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଅମିତ୍‌ ଓଡିଆ ଭାବେ ଜତୀୟ କହି ଟିମ୍‌କୁ ଫେରିଛନ୍ତି। ବିଶ୍ୱକପ ହକି ପୂର୍ବରୁ ଟିମ୍‌ ଇଣ୍ଡିଆ ଅକ୍ଟୋବର ୧୮ ତାରିଖରେ ଓମାନ୍‌ର ମସ୍କାଟ୍‌ଠାରେ ୧୦ ଦିନିଆ ଏସିଆନ୍ ଚାମ୍ପିୟନ୍‌ସ ଟ୍ରଫି ଖେଳିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଏକ ଜାତୀୟ […]

  • Tuesday, 20 July 2021
sachin
ଗ୍ରାଜୁଏଟ୍‌ ହେଲେ ସାରା ତେନ୍ଦୁଲକର୍

ନୂଆଦିଲ୍ଲୀ: କ୍ରିକେଟ୍‌ ଲିଜେଣ୍ଡ୍‌ ସଚିନ୍‌ ତେନ୍ଦୁଲକର୍‌ଙ୍କ ଝିଅ ସାରା ତେନ୍ଦୁଲକର୍‌ ଗ୍ରାଜୁଏଟ୍‌ ହୋଇଛନ୍ତି। ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲଣ୍ଡନରୁ ସାରା ତାଙ୍କର ଗ୍ରାଜୁଏସନ୍‌ ଶେଷ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଫଟୋକୁ ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି “I did what? ଖାଲି ସାରା ନୁହେଁ ସଚିନ୍‌ ମଧ୍ୟ ଏହି ଖୁସି […]

  • Tuesday, 20 July 2021
vlcsnap-error593
ଗୋଟିଏ ମଇଦାନରେ ରାଜନେତା, ବ୍ୟୁରୋକ୍ରାଟ୍ ଓ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ହାତରେ ବ୍ୟାଣ୍ଡ, ମୁଣ୍ଡରେ କ୍ୟାପ୍ ଏବଂ ନିଜ ନିଜ ଦଳର ଜର୍ସି  ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ରାଜନେତା, ବ୍ୟୁରୋକ୍ରାଟସ୍ ଏବଂ ଗଣମାଧ୍ୟମ ପ୍ରତିନିଧି। ନିଜ ନିଜ କାମ ଚାପରୁ ଦୂରେଇ ଖେଳିଛନ୍ତି ଫୁଟବଲ୍ ମ୍ୟାଚ୍। ଟାଟାଷ୍ଟିଲ୍ ପକ୍ଷରୁ ଅାୟୋଜିତ ଏହି ଫ୍ରେଣ୍ଡଲି ଫୁଟବଲ୍ ଟୁର୍ଣ୍ଣମେଣ୍ଟ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଅାୟୋଜିତ ହୋଇଥିଲା। ଯେଉଁଥିରେ ଭାଗ ନେଇଥିଲେ ସମାଜର ଅାଗଧାଡ଼ିରେ ଥିବା ବିଭିନ୍ନ ବିଭାଗର ଅଧିକାରୀ। କଳିଙ୍ଗ ଷ୍ଟାଡିୟମ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା କଡା ଟକ୍କର। ପ୍ରଥମ […]

  • Tuesday, 20 July 2021
virat
ଭାରତ ଇଂଲଣ୍ଡ ଅନ୍ତିମ ଟେଷ୍ଟ, ଡେବ୍ୟୁ କଲେ ହନୁମା ବିହାରୀ

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍‌ ସିରିଜ୍‌କୁ ୩-୧ରେ ଇଂଲଣ୍ଡ ଜିତିସାରିଛି। ସିରିଜ୍‌କୁ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆଜି ସମ୍ମାନ ରକ୍ଷା ପାଇଁ ଓଭାଲ୍‌ ପଡ଼ିଆକୁ ଓହ୍ଲାଇଛି। ବ୍ୟାଟସ୍‌ମ୍ୟାନ୍‌ଙ୍କୁ ସୁହାଉଥିବା ଓଭାଲ୍‌ ଗ୍ରାଉଣ୍ଡରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦୁଇଟି ପରିବର୍ତ୍ତନ କରିଛି। ଆହତ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ସ୍ଥାନରେ ନବାଗତ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଛି। ଆଜି ହନୁମା ଭାରତ […]

  • Tuesday, 20 July 2021
vlcsnap-error191
ହକି ବିଶ୍ୱକପ୍‌ ପାଇଁ ଟିମ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ

ମୁମ୍ବାଇ: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଅାୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ ଇଣ୍ଡିଅାର ଖେଳାଳିମାନେ ନୂଅା ଜର୍ସି ପିନ୍ଧିଛନ୍ତି।  ଉନ୍ମୋଚନ ଉତ୍ସବରେ ଟିମ ଇଣ୍ଡିଅାର କ୍ୟାପଟେନ ପି.ଅାର. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦିଲୀପ ତିର୍କୀ, ଅଜିତ ପାଲ ସିଂ, ଧନରାଜ ପିଲ୍ଲେ, ସର୍ଦ୍ଦାର ସିଂ, ଅଶୋକ କୁମାରଙ୍କ ପରି ହକି […]

  • Tuesday, 20 July 2021
3
ପାଣ୍ଡ୍ୟାଙ୍କ ଖେଳ ଦେଖି ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ଦଳ ପାଇଁ ଜଣେ ଭଲ ମ୍ୟାଚ୍‌ ଫିନିସର୍‌ ହେବାକୁ ଯାଉଥିବା ସେ କହିଛନ୍ତି। ଏହା ସହିତ ପଣ୍ଡ୍ୟା ଅଲ୍‌ରାଉଣ୍ଡର ହେବା ସହ ଜଣେ ଭଲ ଫିନିସର୍‌ ହୋଇପାରିଲେ ଯେ କୌଣସି ପରିସ୍ଥିତିରେ ବି ଭାରତକୁ ମ୍ୟାଚ୍‌ ଜିତିବାରେ ଏହା ସହାୟକ ହେବ ବୋଲି କୋହଲି କହିଛନ୍ତି। ପାଣ୍ଡ୍ୟା ହୁଏତ ବୋଲିଂ ବେଳେ ଠିକ୍‌ରେ  ଖେଳି […]

  • Tuesday, 20 July 2021
ipl
କୋଲକାତାକୁ ହରାଇ ଦିଲ୍ଲୀର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର ବିଜୟ ହୋଇଛି। କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍‌ ହାସଲ କରିଥିଲା । ୧୭୯ ରନ୍‌ ଟାର୍ଗେଟକୁ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ଓଭର ଏବଂ ଗୋଟିଏ ବଲ୍‌ ଥାଇ ଜିତି ନେଇଛି।  ୧୮ ଓଭର ୫ଟି ବଲରୁ ୧୮୦ରନ୍‌ ସଂଗ୍ରହ କରିଥିଲା […]

  • Tuesday, 20 July 2021
england
ଚତୁର୍ଥ ଟେଷ୍ଟ୍‌ରେ ହାରିଲା ଭାରତ

ସାଉଥାମ୍ପଟନ୍‌: ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍‌ର ଚତୁର୍ଥ ଟେଷ୍ଟ୍‌ରେ ଭାରତର ପରାଜୟ ହୋଇଛି। ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍‌ରେ ଭାରତ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଘରୋଇ ଦଳର ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତ ୧୮୪  ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ୬୦ ରନ୍‌ରେ ଜିତିବା ସହିତ ସିରିଜ୍‌କୁ ୩-୧ରେ ଜିତି ନେଇଛି। ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୫୧ ରନ୍ […]

  • Tuesday, 20 July 2021