• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "11" result for "e-KYC" in https://otvkhabar.in

Ration Card
ବଢିଲା e-KYC ଅପଡେଟ୍ ସମୟସୀମା

ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Ration Card
Ration card Update: ବଢିଲା e-KYC ଅପଡେଟ୍ ସମୟସୀମା, ଠିକା କର୍ମଚାରୀଙ୍କୁ ବଡ ଆଶ୍ବସ୍ତି

ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

 Ration card
Ration card: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର; ପୁଣି ବଢ଼ିଲା e-KYC ଅବଧି

ପୂର୍ବରୁ ଜାନୁଆରୀ ୩୧ ତାରିଖରେ e-KYC ସରିବ ବୋଲି ଘୋଷଣା ହୋଇଥିଲା। ଏବେ ଏହି ଅବଧିକୁ ଫେବ୍ରୁଆରୀ ୧୫ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

Khola Katha: What Is E-KYC & Its Benefits? Hear What Minister Krushna Chandra Patra
Khola Katha: What Is E-KYC & Its Benefits? Hear What Minister Krushna Chandra Patra

#ଧରାପଡ଼ିଗଲା_ଭୂତ_କାର୍ଡ E-KYC କ’ଣ ? E-KYC ହେବା ଦ୍ୱାରା କ’ଣ ଲାଭ ହୋଇଛି ।

Ration Card
Video: ଭୂତ ଖାଉଛନ୍ତି ରାସନ, ସତ ଧରିଛି E-KYC

ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।

Ration Card
Ration Card: ଭୂତ ଖାଉଛନ୍ତି ରାସନ; ସତ ଧରିଛି  E-KYC, ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ

ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। 

ନୂଆ ବର୍ଷରୁ ମିଳିବ ନୂଆ ରାସନ୍‌ କାର୍ଡ
Ration Card: ‘ନଭେମ୍ବରରେ ସରିବ E-KYC ଯାଞ୍ଚ, ଜାନୁଆରୀରୁ ଦିଆଯିବ ନୂଆ ରାସନ କାର୍ଡ’

ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

E-KYC
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି E-KYC ଟେନସନ୍, ଡାଟା ଅପଡେଟ୍ ନାଁରେ ମଗାଯାଉଛି ଲାଞ୍ଚ

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।

E-KYC
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି E-KYC ଟେନସନ୍

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।

Ration Card
ଜଲଦି କରନ୍ତୁ E-KYC ଅପଡେଟ୍, ନକଲେ ରାସନ କାର୍ଡରୁ କଟିଯିବ ନାଁ

ଟିପ ଚିହ୍ନ ଦେଇ E-KYC ଅପଡେଟ୍ ନକଲେ ରାସନ କାର୍ଡରୁ କଟିବ ନାଁ । ରାଜ୍ୟରେ ରହିଥିବା ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଇ-କେୱାଇସି ଅପଡେଟ୍ ପ୍ରକ୍ରିୟା ।

ration cards
ରାସନ କାର୍ଡକୁ ନେଇ ବଡ଼ ଖବର: E-KYC ନକଲେ କଟିଯିବ କାର୍ଡ ! 

E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ । E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ କହିଲେ ମନ୍ତ୍ରୀ ।