• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "9" result for "ଖିଲାପକାରୀ" in https://otvkhabar.in

BMC Holding Tax Defaulters
BMC Holding Tax Defaulters: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନୂଆ ତାଲିକା କେବେ ଛାଡ଼ିବ BMC

ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।

Special Drive
ଜୁଭେନାଇଲ୍ ଡ୍ରାଇଭିଂ ସହ ନିୟମ ଖିଲାପକାରୀ ଗାଡ଼ିଙ୍କୁ ଧରିବାକୁ ରାଜ୍ୟ ପରିବହନ ବିଭାଗ

ସୁନ୍ଦରଗଡ଼ରେ ଏକ ବସ୍‌କୁ ହୋଇଛି ୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍ ।

Smart traffic system
ସ୍ମାର୍ଟସିଟିରେ କେତେ ସ୍ମାର୍ଟ ଜନତା ? ନିୟମ ଖିଲାପକାରୀଙ୍କ ପାଇଁ ଜାମ୍‌ ହେଉଛି ଟ୍ରାଫିକ

ରାସ୍ତାରେ ଲୋକେ ମାନୁନାହାଁନ୍ତି ନିୟମ । ଭିଡ ବଢାଉଛି ରଙ୍ଗ ରୁଟରେ ଡ୍ରାଇଭିଂ ଓ ପାର୍କିଂ ।

arun
ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି

ଭୁବନେଶ୍ୱର: ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି। ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି ବୋଲି ସୂଚନା ଦେଇଛି ସେସୁ । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି। ୨୧ ହଜାର ୩୩୯ ଜଣ ଦେୟ […]

tax
ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ବିଏମ୍‌ସିର କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫେବ୍ରୁଆରୀ ୨୦ ସୁଦ୍ଧା ଯଦି ଖିଲାପକାରୀମାନେ ବାକି ଥିବା ଗୃହ ଟିକସ ପୈଠ ନ କରନ୍ତି ତେବେ ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁସାରେ ବାକି ଟିକସ ଆଦାୟ କରାଯିବ। ଏନେଇ ନୋଟିସ୍‌ରେ ସ୍ପଷ୍ଟ ଭାବେ କୁହାଯାଇଛି। ଏହାସହ ଓଡ଼ିଶା ମ୍ୟୁନିସିପାଲ୍‌ କର୍ପୋରେସନ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି। ୩୬୪ […]

college
ସାବାଡ଼ ହେବେ ଡ୍ୟୁଟି ଖିଲାପକାରୀ ଅଧ୍ୟାପକ ; ଏଣିକି ୭ ଘଣ୍ଟା ହେବ ଅଧ୍ୟାପକଙ୍କ ଓ୍ୱାର୍କିଂ ଆଓ୍ୱାର

ଭୁବନେଶ୍ୱର : ଆକ୍ସନମୁଡ୍‌ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ।  ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି […]

fugitive-bill-
ଆସିବ ନୂଆ ଆଇନ୍‌: ବିଦେଶକୁ ଚମ୍ପଟ ମାରୁଥିବା ଋଣ ଖିଲାପକାରୀଙ୍କ ସମ୍ପତ୍ତି ହେବ ଜବତ

ନୂଆଦିଲ୍ଲୀ: ଋଣ ଖିଲାପି କରି ଦେଶରୁ ଚମ୍ପଟ ମାରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଠକେଇ କରି ଦେଶରୁ ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି। ଯାହାର ନାଁ ହେଉଛି ଫୁଜିଟିଭ ଇକୋନୋମିସ୍ ଅଫେଣ୍ଡର୍ ଅର୍ଡିନାନ୍ସ-୨୦୧୮। ଋଣ ଖିଲାପ କରି ଦେଶକୁ ଫେରିବାକୁ ମନା କଲେ, ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ […]