• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "125" result for "ଦିନିକିଆ" in https://otvkhabar.in

india
ଦ୍ୱିତୀୟ ଦିନିକିଆରେ ୱେଷ୍ଟ ଇଣ୍ଡିଜକୁ ୧୦୭ ରନ୍‌ରେ ହରାଇଲା ଭାରତ

ବିଶାଖାପଟନମ : ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଜଲୱା ଦେଖାଇଛି ଟିମ୍‌ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ଇଣ୍ଡିଜ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୩ଟିକିଆ […]

olx 2
ବାରବାଟୀ ଦିନିକିଆ : OLXରେ ବ୍ଲାକ୍‌ରେ ଟିକେଟ୍ ବିକ୍ରି ଅଭିଯୋଗ

କଟକ : OLX ୱେବସାଇଟ୍‌ରେ ବାରବାଟୀ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ର ଟିକେଟ ବ୍ଲାକ୍ ହେଉଥିବା ଅଭିଯୋଗ। ୬୩୪ ଟଙ୍କାରେ ଟିକେଟ କିଣା ହୋଇଥିବାବେଳେ ଏହି ଟିକେଟ୍‌କୁ ଜଣେ ବ୍ୟକ୍ତି ୧୫୦୦ ଟଙ୍କାରେ ବିକ୍ରି ପାଇଁ ପୋଷ୍ଟ କରିଥିବା ଜଣାପଡିଛି। ପ୍ରାୟ ୩ ଗୁଣା ଦରରେ ବ୍ୟକ୍ତି ଜଣକ ଏହି ଟିକେଟ୍‌କୁ ବିକ୍ରି କରୁଥିବା ନେଇ ପୋଷ୍ଟ କରିଛନ୍ତି। ତଦନ୍ତ କଲେ ଟିକେଟ ବ୍ଲାକ୍‌ରେ ବିକ୍ରି ଘଟଣାର ପ୍ରକୃତ ତଥ୍ୟ ସାମନାକୁ ଆସିବ। ଉଲ୍ଲେଖନୀୟ ଯେ, ଡିସେମ୍ବର ୨୨ରେ […]

BARABATI
ବାରବାଟୀ ଦିନିକିଆ ଟିକେଟ୍ ଲାଗି ପରିଚୟପତ୍ର ବାଧ୍ୟତାମୂଳକ

କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି । ଆସନ୍ତା ୧୬ ଓ […]

gale
ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୨୨ ଓଭରରେ ୨ ୱିକେଟ୍ ହରାଇ ୧୫୮ ରନ୍ କରିଛି। ଶାଇ ହୋପ୍ ୧୯ ଓ ଶିମରନ୍ ହେଟମେୟର୍ ୧୮ ରନ୍ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଦୁଇ ଓପ୍ନର୍ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଧୂଆଁଧାର ବ୍ୟାଟିଂ କରି […]

3rd oneday
ତୃତୀୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ବୁଧବାର ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର୍ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଶେଲଡନ୍ କଟ୍ଟରେଲ୍ ଓ ଓଶାନି […]

virat
ବିରାଟଙ୍କ ୪୨ତମ ଦିନିକିଆ ଶତକ

ପୋର୍ଟ ଅଫ୍ ସ୍ପେନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଦିନିକିଆରେ ନିଜର ୪୨ତମ ଶତକ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ବିରାଟ୍ ଏହି ୧୧୨ ବଲରେ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ଗୋଟିଏ ବି ଶତକ ମାରିପାରିନଥିବା ବିରାଟ୍ ଏଠାରେ ନିଜର ଏହି ଖାଲିସ୍ଥାନକୁ ପୂରଣ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଏହି ମ୍ୟାଚରେ ବିରାଟ୍ ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ […]

sat
ଆଜି ସ୍ୟାଟ ବାର୍ ଆସୋସିଏସନର ଦିନିକିଆ କାର୍ଯ୍ୟବନ୍ଦ ଡାକରା

କଟକ  : ଆଜି ଦିନିକିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ସ୍ୟାଟ ବାର୍ ଆସୋସିଏସନ। ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସମସ୍ତ ନିମ୍ନ ଅଦାଲତରେ ଓକିଲମାନେ ଏହି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ସ୍ୟାଟରେ ୭୪ ହଜାରରୁ ଅଧିକ ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଭୁବନେଶ୍ୱର ଓକିଲ ସଂଘ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। କଳା […]

rain
ପ୍ରଥମ ଦିନିକିଆରେ ପୁଣି ବର୍ଷା ବାଧକ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୫.୪ ଓଭରରେ ବିନା ୱିକେଟ୍ ହରାଇ ୯ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ମ୍ୟାଚକୁ ବନ୍ଦ କରାଯାଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ୍ ଗେଲ୍ ଓ […]

cricket
ପ୍ରଥମ ଦିନିକିଆ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ଷା ଯୋଗୁ ମ୍ୟାଚ୍ ଦୁଇ ୨ ଘଣ୍ଟା ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରୋହିତ୍ ଶର୍ମା ଓ ଶିଖର ଧୱନ୍ ଓପନ୍ କରିବେ। ଚୂଡ଼ାନ୍ତ ଏକାଦଶରୁ ଲୋକେଶ ରାହୁଲ୍ […]

Cricket
କଲମ୍ବୋ ଦିନିକିଆକୁ ୭ ଓ୍ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

୨୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଓପନର ପୃଥ୍ବୀ ସ ଓ କ୍ୟାପଟେନ୍ ଶିଖର ଧାଓ୍ୱନ। ପୃଥ୍ବୀ ମାତ୍ର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିଲେ।

India-Sri Lanka Match
ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଆଜି ଖେଳାଯିବ। କଲମ୍ବୋର ଆର୍. ପ୍ରେମଦାସା ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ଣ ୩ଟାରେ ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ପାଇଁ ଶିଖର ଧାଓ୍ୱନଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ଅପରାହ୍ଣ ୨ଟା ୩୦ରେ ଟସ୍ ପଡ଼ିବ ଓ ୩ଟାରେ ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି

kohali -bumra
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

ଲଣ୍ଡନ: ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରା ସୋମବାର ଆଇସିସି ପକ୍ଷରୁ ଜାରି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ରାଙ୍କିଙ୍ଗରେ ନିଜ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ରବିବାର ଲର୍ଡ୍ସରେ ଖେଳାଯାଇଥିବା ହାଇଭୋଲଟେଜ୍ ଫାଇନାଲ୍ ପରେ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡକୁ ନୂଆ ରାଙ୍କିଙ୍ଗରେ ଫାଇଦା ହୋଇଛି। ଏହି ରାଙ୍କିଙ୍ଗରେ ସେମିଫାଇନାଲ୍ ଓ ଫାଇନାଲ […]

soab mallik
ଦିନିକିଆ କ୍ରିକେଟରୁ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ଅବସର

ନୂଆଦିଲ୍ଲୀ : ବିଶ୍ୱକପ୍ ସହ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ପାକିସ୍ତାନ କ୍ରିକେଟର ଟପ୍ ଅଲରାଉଣ୍ଡର ସୋଏବ ମଲ୍ଲିକ୍। ଏଥିନେଇ ସେ ଶୁକ୍ରବାର ଘୋଷଣା କରିଛନ୍ତି। ତେବେ ଟି-ଟ୍ୱିଣ୍ଟି ଫର୍ମାଟରେ ନିଜ ଖେଳ ଜାରି ରଖିବେ ବୋଲି କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ସୋଏବ ମଲ୍ଲିକ ତିନିଟି ମ୍ୟାଚ ଖେଳିଥିଲେ। A legend leaves the ODI field for the final time. Thank you Shoaib Malik ?#CWC19 | #PAKvBAN pic.twitter.com/g1tlIsPEK0 — Cricket […]

top india
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଇଂଲଣ୍ଡକୁ ହଟାଇ ଶୀର୍ଷରେ ଟିମ୍ ଇଣ୍ଡିଆ

ଦୁବାଇ: ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଭଲ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଏହାର ଫାଇଦା ଭାରତକୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଛି। ଏହି ମାମଲାରେ ଭାରତ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛି। ଭାରତ ୧୨୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଟିମ୍ ୭ଟିରୁ ୩ଟି ମୁକାବିଲା ହାରିସାରିଛି ଏବଂ ଏହାର ପ୍ରଭାବ […]

match
ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌

ନୂଆଦିଲ୍ଲୀ :  ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ୫ମ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌। ବଡ଼ ସ୍କୋର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ଭାରତର ପରାଜୟ ଟିମ୍ ପାଇଁ ଚାପ ସୃଷ୍ଟି କରିଛି। ସେପଟେ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି କଙ୍ଗାରୁ ବାହିନୀ ହାଇଦ୍ରାବାଦ ଓ ନାଗପୁର ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତେବେ ରାଞ୍ଚି ଓ ମୋହାଲି ଦିନିକିଆରେ ଅଷ୍ଟ୍ରେଲିଆ […]

1
ଦିନିକିଆ କଶ୍ମୀର ବନ୍ଦ

ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍‌ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର […]

ind
ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ନାଗପୁର : ଆଜି ନାଗପୁରରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍। ସିରିଜ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ସୁଦୃଢ଼ ରହିଛି। ୫ ଟିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ ଗୁରୁତ୍ୱ ରହିଛି।  ଗତ ମ୍ୟାଚ୍ ଓପନର ଶିଖର ଧୱନ ସଫଳ ହୋଇନଥିଲେ। ତେଣୁ ଆଜିର ମ୍ୟାଚ୍‌ରେ ତାଙ୍କ ଉପରେ ବିଶେଷ ନଜର ରହିବ। ଯୁବ ଅଲ୍ ରାଉଣ୍ଡର୍ ବିଜୟ ଶଙ୍କରଙ୍କୁ ଆଜିର ମ୍ୟାଚ୍‌ରେ ସ୍ଥାନ ମିଳିପାରେ। […]

kohali
ଆଜିଠୁ ଆରମ୍ଭ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି –ଟ୍ୱେଣ୍ଟି ସିରିଜ : ଦିନିକିଆ ସିରିଜ ପ୍ରଦର୍ଶନକୁ ଦୋହରାଇବାକୁ ଅଧିନାୟକ କୋହଲିଙ୍କ ଉଦ୍ୟମ

ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି –ଟ୍ୱେଣ୍ଟି ସିରିଜ ଖେଳାଯିବ ।  ଜୋହାନ୍ସବର୍ଗରେ ଆଜି ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି ।  ଦିନିକିଆ ସିରିଜକୁ ୫-୧ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ତେଣୁ ଦିନିକିଆ ସିରିଜ ପ୍ରଦର୍ଶନକୁ ଟି –ଟ୍ୱେଣ୍ଟିରେ ଦୋହରାଇବାକୁ କ୍ୟାପଟେନ୍ କୋହଲି ଉଦ୍ୟମ କରିବେ । ଏବେ ଦଳର ସମସ୍ତ ବ୍ୟାଟସମ୍ୟାନ୍ ପ୍ରାୟ ଫର୍ମରେ ଅଛନ୍ତି । କୋହଲିଙ୍କ […]