ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମଗିରି ବ୍ଲକ୍ କୃଷ୍ଣପ୍ରସାଦରେ ପହଞ୍ଚି କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବା ସହ ପଣସପଦା ବିଦ୍ୟୁତ୍ ସବ୍ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୫ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ କୃଷ୍ଣପ୍ରସାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ଭିତ୍ତି ପ୍ରସ୍ତର […]
ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତ। ବାରିପଦା ଛଉପଡ଼ିଆରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୪୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ହେବାକୁ ଥିବା ସଭାରେ ଉଦ୍ବୋଧନ ଦେବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। […]
ବାଲେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ବାଲେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଉଛି। ଜିଲ୍ଲାର ସମସ୍ତ କୋର୍ଟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏଥିସହିତ ଜିଲ୍ଲାର ସୋର, ଜଳେଶ୍ୱର ଓ ନୀଳଗିରିରେ ଥିବା ବାର୍ ଆସୋସିଏସନ୍ ଗୁଡିକ ମଧ୍ୟ ଆନ୍ଦୋଳନ କରୁଛନ୍ତି। ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ […]
ଆଡିଲେଡ : ଆସନ୍ତାକାଲି ଆଡିଲେଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ ବରାବର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି। ପ୍ରଥମ ଦିନିକିଆରେ ୩୪ ରନ୍ରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ସିରିଜ୍ ପରାଜୟରୁ ବର୍ତ୍ତିବାକୁ ହେଲେ ଏହି ମ୍ୟାଚ୍କୁ ଜିତିବାକୁ ହେବ। ଭାରତୀୟ ଚୂଡାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ ହେବା ଯଥେଷ୍ଟ ସମ୍ଭାବନା ରହିଛି। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଯଜୁବେନ୍ଦ୍ର […]
ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍ଟନ୍ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ ପୂର୍ବରୁ ତିନିଟି ମ୍ୟାଚ୍ ଜିତି ସିରିଜ୍ କବଜା କରିଥିବା ଟିମ୍ ଏହି ମ୍ୟାଚ୍ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍ଦାର୍ ଉଦ୍ୟମ କରିବ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ […]
ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଅା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଟାଇ ହୋଇଛି। ୱେଷ୍ଟଇଣ୍ଡିଜ୍କୁ ଶେଷ ବଲରେ ୫ ରନ୍ ଦରକାର ଥିବା ବେଳେ ୪ ରନ୍ ହୋଇପାରିଛି। ୱେଷ୍ଟଇଣ୍ଡିଜ୍ ୩୨୨ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚ୍କୁ ଟାଇ କରିଛି। ସାଇ ହୋପଙ୍କ ଅପରାଜିତ ୧୨୩ ରନ୍ ଓ ସିମ୍ରନ୍ ହେଟମେୟରଙ୍କ ୯୪ ରନ୍ ବଳରେ ୱେଷ୍ଟଇଣ୍ଡିଜ୍ ୭ ଓ୍ଵିକେଟ ହରାଇ ୩୨୨ ରନ୍ ସଂଗ୍ରହ କରିଛି। ଶେଷ ଓଭରରେ ୧୪ […]
ନୂଆଦିଲ୍ଲୀ: ଆଜି ଦିନିକିଆ ବ୍ୟାଙ୍କ୍ ଧର୍ମଘଟ ଡାକରା ଦିଆଯାଇଛି। ଦରମା ସଂଶୋଧନ ଦାବି ଏବଂ ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ୍ ପକ୍ଷରୁ ଦେଶବ୍ୟାପୀ ଏହି ଧର୍ମଘଟ ଡାକରା ଦିଆଯାଇଛି। ଗତକାଲି ବଡ଼ଦିନ ଯୋଗୁ ବ୍ୟାଙ୍କ୍ ଛୁଟି ଥିବାରୁ ଆଜି ପୁଣି ଧର୍ମଘଟ ଫଳରେ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ୯ଟି ସଂଘ ଏହି ଧର୍ମଘଟରେ ସାମିଲ […]
ପୁନେ ୩ୟ ଦିନିକିଆରେ ଭାରତର ସଂଘର୍ଷପୂର୍ଣ୍ଣ ବିଜୟ ହୋଇଛି। ଇଂଲଣ୍ଡକୁ ୭ ରନରେ ହରାଇଲା ଭାରତ। ୩ୟ ଦିନିକିଆ ସହ ସିରିଜ୍ ଜିତିଲା ଭାରତ।
ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା ସୂର୍ଯ୍ୟକୁମାର । ଚଳିତ ଟି-ଟ୍ୱେଣ୍ଟି ସିରିଜ୍ରେ ଡେବ୍ୟୁ କରିଥିବା ବେଳେ କୃଣାଲ ପୂର୍ବରୁ ଭାରତ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି। ତେବେ କର୍ଣ୍ଣାଟକର ୨୫ ବର୍ଷୀୟ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା […]
କଟକ: ଦୀର୍ଘ ଅଢ଼େଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ବାରବାଟୀରେ ଆଗାମୀ ଭାରତ-ୱେଷ୍ଟ୍ଇଣ୍ଡିଜ୍ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ ନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ସୂଚନା ଦେଇଛନ୍ତି। ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ ଘରୋଇ ଅନ୍ତର୍ଜାତୀୟ ସୂଚୀ ପ୍ରକାଶ ପାଇଛି। ଏଥିରେ ଆଗାମୀ ଭାରତ-ୱେଷ୍ଟ୍ଇଣ୍ଡିଜ୍ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ପାଇଁ ବାରବାଟୀକୁ ଚୟନ କରାଯାଇଛି। ଡିସେମ୍ବର ୨୨ରେ ଏହି ଦିବାରାତ୍ର ମ୍ୟାଚ୍ ଖେଳାଯିବ। […]