• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "116" result for "ଟି-୨୦" in https://otvkhabar.in

india
କାଲି ଠାରୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ଟି-୨୦ ସିରିଜ୍‌ ଉପରେ ନଜର। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଏଇ ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଲିଂଟନ୍‌ରେ ଖେଳାଯିବ।ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତ। ଶିଖର ଧାୱନଙ୍କ ସହ ସେ ଇନିଂସ୍‌ ଓପନିଂ କରିବେ। ସେପଟେ ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବା ଲକ୍ଷ୍ୟରେ କିଓ୍ୱି ଦଳ। ଘରୋଇ ପରିବେଶରେ ଭାରତକୁ ପରାସ୍ତ […]

india
ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍

ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତର ବିଜୟଧାରାରେ ରୋକ୍‌ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ ୧୧୨ ରନ୍ କରି ଅଲଅାଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୧୭ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ […]

india9
ଟି-୨୦ ମହିଳା ବିଶ୍ୱକପ୍‌ରେ ଅାଜି କଡ଼ା ଟକ୍କର ; ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଅା

ଜର୍ଜ ଟାଉନ୍‌ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍‌ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍‌ କୌର […]

cricket
ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟି-୨୦

ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍‌ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍‌ରେ ନିଜ ସ୍ଥିତି ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ। ତେବେ ଭାରତୀୟ ଦଳ ନିଜ ସ୍କ୍ୱାଡରେ କିଛିଟା ପରିବର୍ତ୍ତନ କରିଛି। ପେସ୍ ବୋଲର୍ ବୁମରା, ଉମେଶ ଯାଦବ […]

crickert
ଟି-୨୦ ସିରିଜ୍‌ ଜିତିଲା ଭାରତ

ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍‌ ହାତେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବ୍‌ରେ ଇଣ୍ଡିଜ୍‌ […]

T-20
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟ କୁମାର ଯାଦବ, ରାହୁଲ ତେଓ୍ୱାତିଆ ଓ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିଛି। ସେହିପରି ସ୍ପିନର ବରୁଣ ଚକ୍ରବତ୍ତି ମଧ୍ୟ ନୁଆ ମୁହଁ ଭାବେ ସାମିଲ ହୋଇଛନ୍ତି

LIG MATCH
ଆଜିଠୁ ଆରମ୍ଭ ହେଲା ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍

ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍ । ୨୨ ତାରିଖ ଯାଏ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି

kohali
ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତି ୩ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ପ୍ରଥମ ଟି-୨୦ର ବଦ୍‌ଲା ଦ୍ୱିତୀୟ ମ୍ୟାଚ୍‌ରେ ନେଲା ଭାରତ । ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦କୁ ସାନ୍‌ଦାର ଷ୍ଟାଇଲରେ ଜିତି ନେଇଛି ଭାରତ । ଇଂଲଣ୍ଡ ବିରୋଧରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ଦଳ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ୍ ରଖିଥିଲା ଇଂଲଣ୍ଡ । ତେବେ ଏହି ଟାର୍ଗେଟକୁ ମାତ୍ର ୩ ଓ୍ୱିକେଟରେ ହରାଇ ହାସଲ କରି ନେଇଥିଲା […]

sports
ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଲଣ୍ଡନ: ଗୋଟିଏ ପଟେ ସମସ୍ତଙ୍କ ନଜର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁଥିବା ତୃତୀୟ ଦିନିକିଆ ଉପରେ ରହିଥିଲା ବେଳେ ଅନ୍ୟପଟେ ଆଉ ଏକ ଭାରତୀୟ କ୍ରିକେଟ୍ ଟିମ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଫିଜିକାଲ୍ ଡିଜାବିଲିଟି (ଶାରୀରିକ ଭିନ୍ନକ୍ଷମ) ଟି-୨୦ ୱାର୍ଲ୍ଡ ସିରିଜରେ ଭାରତ ୩୭ ରନରେ ଇଂଲଣ୍ଡକୁ ତା’ ନିଜ ମାଟିରେ ହରାଇ ଚାମ୍ପିୟନ୍ ହୋଇଛି। ଟି-୨୦ ସିରିଜର ଏହି ଫାଇନାଲ୍ ମୁକାବିଲା ଇଂଲଣ୍ଡର ୱର୍ସେଷ୍ଟରରେ ଖେଳାଯାଇଥିଲା। ଏହା ପୂର୍ବରୁ ଶେଷ ଗ୍ରୁପ୍ ମ୍ୟାଚରେ […]

t20
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ […]

malan
ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ପାକିସ୍ତାନୀ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ବାବର ଆଜମଙ୍କୁ ଶକ୍ତ ଝଟକା ଲାଗିଛି। ଆଜମ ଟି-୨୦ ରାଙ୍କିଙ୍ଗର ଶୀର୍ଷ ହରାଇଛନ୍ତି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଟି-୨୦ ରାଙ୍କିଙ୍ଗରେ ବାବରଙ୍କୁ ହଟାଇ ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। 🎉 Dawid Malan rises to No.1 🎉 The England batsman, who topped the run-scoring charts in the #ENGvAUS […]

india
ଟ୍ରାକ୍‌କୁ ଫେରିଲା ଟିମ୍ ଇଣ୍ଡିଆ, ୧୩ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ; ଟି-୨୦ରେ କଡ଼ା ଟକ୍କର

କ୍ୟାନବେରା: ଅଷ୍ଟ୍ରେଲିଆର କ୍ୟାନବେରାରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ରେ ସମ୍ମାନ ରଖିଲା ଭାରତ। ୩୦୩ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୧୩ ରନ୍‌ରେ ଭାରତ ଠାରୁ ହାରିଯାଇଛି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୯.୩ ବଲ୍ ଖେଳି ମାତ୍ର ୨୮୯ ରନ୍ କରିପାରିଥିଲା। ଅଷ୍ଟ୍ରେଲିଆ ଏହି ତିନିଟିକିଆ ସିରିଜ୍‌କୁ ୨-୧ରେ ଜିତି ନେଇଥିଲେ ବି କ୍ଲିନ୍‌ ସୁଇପ୍ କରିପାରିନଥିଲା। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିବା ବେଳେ […]