• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "269" result for "କେନ୍ଦୁଝର" in https://otvkhabar.in

fire
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ହସ୍ପିଟାଲ୍‌ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ଡାକ୍ତରଖାନାରେ ଉପସ୍ଥିତ ଥିବା ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

Capture
କେନ୍ଦୁଝର ଖୁଣ୍ଟକଟା ଡବଲ୍ ମର୍ଡରର ପର୍ଦ୍ଦାଫାସ: ୩ ଭାଇ ଗିରଫ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ରେ ହୋଇଥିବା ଡବଲ୍ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ୩ ଭାଇ। ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ବୃଦ୍ଧ ଦମ୍ପତିଙ୍କୁ ତିନି ଭାଇ ହତ୍ୟା କରିଥିଲେ ବୋଲି ପୁଲିସ୍ ଆଗରେ ମାନିଛନ୍ତି। ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନଙ୍କୁ ହତ୍ୟା କରି ପାଖ ଜଙ୍ଗଲରେ ଥିବା କୂଅରେ […]

turck
କନ୍ଧମାଳ ପରେ ରାୟଗଡ଼ା, କେନ୍ଦୁଝର ଓ ଖୋର୍ଦ୍ଧାରେ ବି ସଡ଼କ ଦୁର୍ଘଟଣା: ୨ ମୃତ, ୧୭ ଆହତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ପରି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍‌ର ଝରଡ଼ି ଘାଟି ନିକଟରେ ଏକ ଟିପର ଓଲଟି ପଡ଼ିବାରୁ ଜଣେ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟିପର୍ ଡ୍ରାଇଭର୍‌ ଫେରାର ହୋଇଯାଇଛି। ପୁଲିସ୍ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତିକିରେ ସରିନି ସଡ଼କ ଦୁର୍ଘଟଣା ଖବର। କେନ୍ଦୁଝର୍‌ ଜିଲ୍ଲାରେ ମଧ୍ୟ […]

amit
ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଉ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ୧୭ ତାରିଖରେ ଅମିତ […]

bjp
ବିଜେପି ସରକାର ଆସିଲେ କେନ୍ଦୁଝରରେ ପ୍ରତିଷ୍ଠା ହେବ ଆଉ ଗୋଟିଏ ମେଡିକାଲ କଲେଜ: ଶାହ

ଭୁବନେଶ୍ୱର: କେନ୍ଦୁଝର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷିଛନ୍ତି। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ନିକମା ସରକାର ବୋଲି ଶାହ କହିଛନ୍ତି। ସେ କହିଛନ୍ତି,“୧୯ ବର୍ଷ ଧରି କ୍ଷମତାରେ ଥିବା ସରକାର ରାଜ୍ୟର ବିକାଶ ପାଇଁ କିଛି କରି ନାହାନ୍ତି। ତେବେ ବିଜେପି ସରକାର ଆସିଲେ କେନ୍ଦୁଝର ସମେତ ସାରା ରାଜ୍ୟର ବିକାଶ ହେବ। ଖଣିଜ ସଂପଦ ଭରପୁର କେନ୍ଦୁଝର […]