• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

sputanic v
ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ

ନୂଆଦିଲ୍ଲୀ:  ଜୁନ ଦ୍ୱିତୀୟ ସପ୍ତାହରୁ ମିଳିବ ଋଷ ନିର୍ମିତ କରୋନା ସଞ୍ଜିବନୀ ସ୍ପୁଟନିକ- ଭି  ।  ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ପକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଏହି ଟିକା ଉପଲବଧ ହେବ…

  • Saturday, 29 May 2021
lockdown
ଏହିସବୁ ରାଜ୍ୟରେ ଲକଡାଉନ୍ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ୍। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରିବାରେ ଲାଗିଛି।…

  • Saturday, 29 May 2021
coronavirus
ଓଡ଼ିଶାରେ ଖସୁଛି କରୋନା ଗ୍ରାଫ, ହେଲେ ମୃତ୍ୟୁରେ ଲାଗିପାରୁନି ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ ଆଜି ବି ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯଦିଓ ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା…

india
ପାକିସ୍ତାନ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅଣ ମୁସଲମାନଙ୍କୁ ମିଳିବ ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ : ଅଣ ମୁସଲମାନ୍ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର ଅଣ ମୁସଲମାନ ଶରଣାର୍ଥୀଙ୍କ ଠାରୁ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ ମାଗିଛନ୍ତି । ଏଥିସହ ଗୁଜୁରାଟ,…

  • Saturday, 29 May 2021
pm modi
ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍‌ ଅପେକ୍ଷା କରାଇଲେ ଦିଦି ! ଆସିଲେ ରିପୋର୍ଟ ଦେଇ ଚାଲିଗଲେ

କୋଲକାତା: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ମମତା। ଖାଲି ସେତିକି ନୁହେଁ ମମତା, ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସ୍‌…

  • Saturday, 29 May 2021
korona virus
ଗତ ୨୦ ବର୍ଷ ଧରି କାହିଁକି ଚୀନରୁ ହିଁ ବାହାରୁଛି ଜୀବନନାଶକ ରୋଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ପୁଣି ଏବେ ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା । କରୋନା ଭାଇରସର ଉତ୍ପତ୍ତି ଚୀନର ଉହାନ ଲାବ୍‌ରେ ହୋଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଖୋଲାଖୋଲି ଏପରି ଅଭିଯୋଗ ଆଣିଥିଲେ ।…

  • Saturday, 29 May 2021
china
ଚୀନର ଚାଲବାଜି : ଶାନ୍ତିପୂର୍ଣ୍ଣ ଆଲୋଚନା ମଧ୍ୟରେ ସୀମାରେ Advanced Weapons ଠୁଳ କରୁଛି ପିଏଲଏ

ବେଜିଂ : ସୁଧୁରୁନି ଚୀନ । ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ପଡ଼ୋଶୀ ଦେଶ । ଚୀନ ସୀମାରେ ଭାରତ ସହ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ୟମ ଚାଲିଛି । ଗୋଟିଏ ପଟେ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହୁଛି ଅନ୍ୟପଟେ…

  • Saturday, 29 May 2021
building
ଥାନେରେ ବଡ଼ ଧରଣର ଦୁର୍ଘଟଣା : ଭୁଶୁଡ଼ିଲା କୋଠା, ୭ ମୃତ

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍କାବ ଭୁଶୁଡ଼ି ପଡ଼ିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହେବା ସହ ୩ରୁ ୪…

  • Saturday, 29 May 2021
ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…

Capture
ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତାଙ୍କ ଅଜବ ଆଚରଣ, ନିନ୍ଦା କଲେ ଅମିତ ଶାହ - ଜେପି ନଡ୍ଡା

ନୂଆଦିଲ୍ଲୀ: ବାତ୍ୟା ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମୀକ୍ଷା ବୈଠକରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଲେ ମମତା । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ୟାସର…

corona cases
ଖୁସି ଖବର, ରାଜ୍ୟରେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ ହଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧ ହଜାର ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭,…

vlcsnap-error581
ଦ୍ୱିତୀୟ ଡୋଜ୍ ଟିକା ପାଇଁ ମୋବାଇଲ ଧରି ବୁଲୁଛନ୍ତି ଯୁବ ଗୋଷ୍ଠି, ହେଲେ ହୋଇପାରୁନି ପଞ୍ଜିକରଣ; କେମିତି ନେବେ ଟିକା..?

ମହାମାରୀ କରୋନା ସହ ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ସରକାର । ଟିକା ପାଇଁ ଉଦ୍ଧିଷ୍ଟ ବୟସ ବର୍ଗର ସବୁ ବ୍ୟକ୍ତି କେମିତି ଟିକା ନେଇପାରିବ ସେଥିପାଇଁ ଅନଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି । ହେଲେ ରାଜ୍ୟର ଅନେକ…

  • Friday, 28 May 2021
rahul
ଭାକ୍ସିନେଶନ ନେଇ ରାହୁଲ ଗାନ୍ଧିଙ୍କୁ ପ୍ରତିଶ୍ରୁତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭାକ୍ସନେସନ ନେଇ ଜବାବ ଦେଇଛନ୍ତି । ସେ କହିଛନ୍ତି,ଡିସେମ୍ବର ସୁଦ୍ଧା ଦେଶରେ କରୋନା ଭାକ୍ସନେସନ କାମ ଶେଷ କରାଯିବ । ସେ କହିଛନ୍ତି, ଭାକ୍ସିନ ଉପରେ ଗତ ସପ୍ତାହରେ…

  • Friday, 28 May 2021
Cyclone-Damage
ଉପୁଡା ଗଛ, ଉଜୁଡା ଚାଳ ଓ ଲୁଣାପାଣି ଭିତରେ ପ୍ରଭାବିତଙ୍କ ଜୀବନ ସଂଘର୍ଷ

ବାତ୍ୟା ୟାସର ତାଣ୍ଡବ ପରେ ସବୁଠି ଶ୍ରୀହୀନ ଅବସ୍ଥା। ଗାଁ ଦାଣ୍ଡ, ଧାନବିଲ, ରାସ୍ତାଘାଟ, ଘରଦ୍ୱାର ଯୁଆଡ଼େ ଚାହିଁବେ କେବଳ ଧ୍ୱଂସ୍ତ ବିଧ୍ୱସ୍ତର ଚିତ୍ର। ୩ ଦିନ ପରେ ବି ଉତ୍ତର ଓ ପୂର୍ବ ଉପକୂଳ ଓଡ଼ିଶାରେ ସ୍ପଷ୍ଟ ବାରି ହେଉଛି ସାମୁୂଦ୍ରିକ ଝଡ଼ର ପଦଚିହ୍ନ। ଅନେକ ଲୋକଙ୍କର ଦୁଃଖ ଅଛି, କୋହ ବି ଅଛି

  • Friday, 28 May 2021
Modi
ଆକାଶ ମାର୍ଗରୁ ସ୍ଥିତି ଦେଖିଲେ, ରାଜ୍ୟ ପାଇଁ ୫୦୦ କୋଟି ଘୋଷଣା କଲେ

ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା। ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିବ

  • Friday, 28 May 2021
Flood
ବାତ୍ୟା ପରେ ବନ୍ୟା କରୁଛି ହନ୍ତସନ୍ତ ! ଏବେ ବି ଅନେକ ଗାଁ ପାଣି ଘେରରେ, ପାଲ ତଳେ କଟୁଛି ଦିନ

ବାଲେଶ୍ୱର: ବାତ୍ୟା ୟାସ ଯିବାର ୨ ଦିନ ପରେ ସୁବର୍ଣ୍ଣରେଖା ନଦୀରେ ଆସିଛି ମଧ୍ୟମ ଧରଣର ବନ୍ୟା । ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ଫଳରେ ସୁବର୍ଣ୍ଣରେଖାର ଗର୍ଭ ଫୁଲୁଥିବାରୁ ବାଲେଶ୍ୱର ଜିଲ୍ଲାର ୩ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା…

modi-mamata
ଜରୁରୀ କାମ ଥିବା ଦର୍ଶାଇ ମୋଦିଙ୍କ ବୈଠକରୁ ପଳାଇଲେ ମମତା ଦିଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟାସ୍ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଲେଇକୁଣ୍ଡା ଏୟାର ବେସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା।

  • Friday, 28 May 2021
Johnson & Johnson
ଗୋଟିଏ ଡୋଜରେ କରୋନା ଉଭାନ୍ ! ବ୍ରିଟେନରେ ଜନସନର ସିଙ୍ଗିଲ ସଟ୍ ଟିକାକୁ ମିଳାଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନ ସରକାର ଶୁକ୍ରବାର ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନର ସିଙ୍ଗିଲ୍ ସଟ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କହିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ବ୍ରିଟେନରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆହୁରି ଅଧିକ…

vaccine
ଏଣିକି ଏହି ଦେଶରେ ଭ୍ୟାକ୍ସିନ ନେଲେ ମିଳିବ ଲଟେରୀ ଟିକଟ ସହ ମୋଟା ଅଙ୍କର ଉପହାର..

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରେନା ମହାମାରୀ କାୟା ବିସ୍ତାର କରି ରଖିଛି। କରେନା ବିରୋଧ ଲଢ଼େଇରେ କେବଳ ଭ୍ୟାକ୍ସିନ ହିଁ ଏକମାତ୍ର ଅସ୍ତ୍ର ରହିଛି। ଆମେରିକା ଓ ୟୁରୋପ ଭଳି ଭାରତରେ ମଧ୍ୟ ବିସ୍ତାର ଭାବେ ଟିକାକରଣ ପ୍ରକ୍ରିୟା ଜାରି…

ipl2021
IPL-2021 ଖେଳିବେନି ଇଂଲଣ୍ଡ-ଅଷ୍ଟ୍ରେଲିଆ ଖେଳାଳି, ଏହି ଦଳ ପାଇଁ ବଡ଼ ଝଟକା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚଗୁଡ଼ିକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ଜୋରଦାର ପ୍ରସ୍ତୁତି ଚଳାଇଛି। ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆଇପିଏଲ୍ ୨୦୨୧ ପୁଣି ଥରେ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହ ଆଇପିଏଲର ଫାଇନାଲ୍…

d. reddy
DRDO ପ୍ରସ୍ତୁତ କରୋନା ଔଷଧ 2DGର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଅନ୍ୟତମ ସର୍ବବୃହତ ଫାର୍ମା କଂପାନି ଡକ୍ଟର ରେଡିସ୍ ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜି (2DG)ର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା…

  • Friday, 28 May 2021
Modi
ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର

ଓଡ଼ିଶାକୁ ୫୦୦ କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର। ବାକି ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି। ଏହାସହ ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ  ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି

dog
କୁକୁରକୁ ପିଟି ପିଟି ମାରିଦେଲେ, ଭିଡିଓ ଭାଇରାଲ ହେବାପରେ ୨ ଗିରଫ

ନୂଆଦିଲ୍ଲୀ : ନିରୀହ ପଶୁକୁ ପିଟି ପିଟି ମାରିଦେଲା ମଣିଷ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟିଛି । ଗୋଟିଏ ବୁଲା କୁକରକୁ ଲାଠିରେ ପିଟି ପିଟି କିଛି ଦୁଇ ଜଣ ପିଲା ମାରି ଦେଇଛନ୍ତି…

  • Friday, 28 May 2021
cm naveen patnaik
କାହିଁକି ତତ୍କାଳ ସହାୟତା ମାଗିଲାନି ଓଡ଼ିଶା? ଟ୍ୱିଟ୍‌ କରି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିଲାନି ଓଡ଼ିଶା। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି।

Ranveer Singh
ରଣବୀର ସିଂହ କିଣିଲେ ଲାମ୍ବ୍ରୋଗିନି Urus SUV, ଜାଣନ୍ତୁ ଏହାର ଦାମ କେତେ..

ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍‌ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼…