ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ୍ ମୃତକଙ୍କ ପରିବାର ଲାଗି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ୫୦ ହଜାର ଟଙ୍କାର ସହାୟତା ରାଶି । ଖାଲି ସେତିକି ନୁହେଁ ଏହି ସହାୟତା…
ଭୁବନେଶ୍ଵର: ୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଅଫିସ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…
ଭୁବନେଶ୍ଵର : ଖୋର୍ଦ୍ଧା ଟାଉନ ଥାନା ପାଟପୁରରେ ଚାଞ୍ଚଲ୍ୟ। ଏଠାରେ ଘଟିଯାଇଛି ଏକ ରୋମଟାଙ୍କୁରା ଦୃଶ୍ୟ। ଏଠାରେ ଏକ ଘରୁ ଉଦ୍ଧାର ହୋଇଛି ମାଆ ଓ ୬ ବର୍ଷ ଝିଅର ମୃତଦେହ। ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ, ତାଙ୍କ…
ନୂଆଦିଲ୍ଲୀ: ଓଡ଼ିଶାରେ ସଂକ୍ରମଣ କମିନଥିଲେ ବି ପଜିଟିଭିଟି ହ୍ରାସ ପାଉଛି। କରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ- ଓଡ଼ିଶାରେ ପଜିଟିଭିଟି ହାର ଏବେ ୨୩%କୁ ଖସିଛି। ଲାକ୍ଷାଦ୍ୱୀପରେ ସର୍ବାଧିକ…
ମୁମ୍ବାଇ : ଉର୍ବଶୀ ରୌତେଲାଙ୍କ ପ୍ରଥମ ଆନ୍ତର୍ଜାତୀୟ ଗୀତ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି। ରିଲିଜ୍ ହେବା ପରଠାରୁ ତାଙ୍କ ଗୀତ ‘ଭର୍ସେସ୍ ବେବି’ (VERSACE BABY) ନମ୍ବର ୱାନରେ ଟ୍ରେଣ୍ଡ କରୁଛି। ଏହି ଗୀତରେ ଇଜିପ୍ଟର ସୁପରଷ୍ଟାର ମହମ୍ମଦ ରମଦାନଙ୍କ…
ମୁମ୍ବାଇ: ସମୁଦ୍ର ଭିତରେ ତାଉତେର ତାଣ୍ଡବ ଚାଲିଥିବା ବେଳେ ଉଦ୍ଧାର ହେଲେ ୧୪୬ ଜଣ ବ୍ୟକ୍ତି । ତାଉତେର କରାଳ ରୂପ ଭିତରେ ଗଭୀର ସମୁଦ୍ରରେ ଏହି ବ୍ୟକ୍ତିମାନେ ଫସି ରହିଥିବା ବେଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।…
ନୂଆଦିଲ୍ଳୀ: କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ…
ବିନା ମାସ୍କରେ ବୁଲୁଥିଲେ ମହିଳା ଅଟକାଇବାରୁ ମହିଳା ପୋଲିସକୁ ଚାପୁଡ଼ା ମାରିଲେ ମା’ଝିଅକୁ ଜେଲ ପଠାଇଲା ପୋଲିସ୍ ସାଗର : କରୋନା ମହାମାରୀର ସଙ୍କଟ ସମୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିନା ମାସ୍କରେ ବୁଲୁଥିଲେ ମହିଳା ଓ ତାଙ୍କ ଝିଅ…
ଭୁବନେଶ୍ୱର: ରାଜ୍ୟରେ ଆଉ ୨ ସପ୍ତାହ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ଥିଲା। ଏବେ ଲକ୍ଡାଉନ୍ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଛନ୍ତି। ଜୁନ୍ ୧ ତାରିଖ ସକାଳ…
ବାହାଘର ଆଉ ୫୦ ନୁହେଁ ବରଂ ୨୫ ଜଣଙ୍କୁ ଏଣିକି ମିଳିବ ଅନୁମତି। ଏହାସହ ସେଠାରେ କୌଣସି ବ୍ୟକ୍ତି ଭୋଜିଭାତ କରିବେ ନାହିଁ ବରଂ ପ୍ୟାକେଟ୍ରେ ଖାଦ୍ୟ ନେଇ ଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
ଭୁବନେଶ୍ୱର: ଲଗାତାର ଭାବେ ରାଜ୍ୟରେ କିଛିଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଏହାକୁ…
ଚୀନ ଯୁବକଙ୍କୁ ମିଳୁନି କନ୍ୟା । ବଢ଼ି ବଢ଼ି ଚାଲିଛି ଅବିବାହିତଙ୍କ ସଂଖ୍ୟା । ବିବାହ ପାଇଁ ଝିଅ ଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ବିଶ୍ୱର ସବୁଠାରୁ ଜନବହୁଳ ଦେଶରେ ବିବାହ ପାଇଁ କନ୍ୟା ମିଳୁନାହାନ୍ତି । ଚାଇନାରେ ପ୍ରାୟ…
ଲକ୍ଷ୍ନୌ: ଲୋକଙ୍କ ଜୀବନ ଜୀବିକା ଉପରେ କାଳ ସାଜିଛି ମହାମାରୀ କରୋନା। କରୋନା ଯୋଗୁ କାହାର ସଂସାର ଉଜୁଡ଼ି ଯାଇଛି ତ, କିଏ ଅନାଥ ହୋଇଯାଇଛି। ଆଉ କିଏ ସବୁଦିନ ପାଇଁ ନିଜ ସନ୍ତାନଙ୍କୁ ହରାଇଛନ୍ତି। ଆଖି ସାମ୍ନାରେ ସନ୍ତାନଙ୍କୁ ହରାଇ…
ଲକ୍ ଡାଉନ୍ ପାଇଁ ଜାଲ ପରିଚୟପତ୍ର ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣେ ଗିରଫ। ଲକ୍ ଡାଉନରେ ବୁଲିବାକୁ ବ୍ୟକ୍ତି ଜଣକ ଜାଲିଆତି କରି କୋଭିଡ ପାସ୍ ତିଆରି କରୁଥିଲେ
ଆଜି ଦିନ ୧ଟା ୪୫ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରିବେ। କରୋନା ସଂପର୍କରେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଆସନ୍ତାକାଲି ଶେଷ ହେଉଥିବାରୁ ଆଜିର ପ୍ରେସମିଟ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି
ଅମର ହୋଇଗଲେ ଯୋଦ୍ଧା କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ଡାକ୍ତର କେ କେ ଅଗ୍ରୱାଲ ସେ ଆଇଏମଏ (IMA) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ସହ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି କରୋନା କାଳରେ ଭିଡିଓ ମାଧ୍ୟରେ ଲୋକଙ୍କୁ ସଚେତନ କରୁଥିଲେ ଜୀବନ…
କରୋନା ମହାମାରୀ ଯେ, କେତେ ଯେ ପରିବାରକୁ ନଷ୍ଟ ଦେଲାଣି ତାହାର ହିସାବ ନାହିଁ। କାହା ମଥାରୁ ସିନ୍ଦୂର ଆଉ ହାତରୁ ଶଙ୍ଖା ଭାଙ୍ଗିଲାଣି ତାହା ଗଣିବା ବି କଷ୍ଟ। ହଜାର ହଜାର ମାଆର କୋଳକୁ ଖାଲି କରିଦେଲାଣି କରୋନା। ପିତାଙ୍କୁ ହରାଇ ବାପା ଛେଉଣ୍ଡ ହୋଇଗଲେଣି ପିଲା।
ମାଲକାନଗିରିର ବଣ୍ଡାଘାଟିରେ ୧୨ ଜଣ କରୋନା ପଜିଟିଭ ବାହାରିବା ପରେ ତତ୍ପର ହୋଇଛି ପ୍ରଶାସନ। ଚିହ୍ନଟ ହୋଇଥିବା କିଛି ପଜିଟିଭଙ୍କ ମଧ୍ୟରୁ କିଛି ଭଲ ହୋଇ ସାରିଲେଣି, ଅନ୍ୟ କିଛି ଲୋକଙ୍କୁ ସଂଗରୋଧରେ ରଖାଯାଇଛି।
ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର…
ଓ୍ୱାଶିଂଟନ: କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ ଏବେ କରୋନା ସଙ୍କଟ ଟଳିଯାଇଛି । ମାସ୍କ ହଟାଇ ଦେଶରେ ସଂକ୍ରମଣ କମିଥିବା ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଯେଉଁମାନେ ଟିକା ନେଇସାରିଛନ୍ତି, ସେମାନେ ବିନା ମାସ୍କରେ ବାହାରକୁ…
ଇନ୍ଦୋର : ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା । ନବଜାତ ଶିଶୁର ଗୋଇଠି ଓ ଅଙ୍ଗୁଳି କାଟିଦେଲା ମୂଷା । ପରିବାରର ଅଭିଯୋଗ ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ କମିଟି ଗଠନ କରି ଯାଂଚ ଆରମ୍ଭ କରିଛନ୍ତି । ଇନ୍ଦୋରର ମହାରାଜା…