ନୂଆଦିଲ୍ଲୀ: ଆଇପିଏଲର ୧୪ତମ ସିଜନର ଅବଶିଷ୍ଟ ୩୧ଟି ମ୍ୟାଚ୍ ୟୁଏଇରେ ଖେଳାଯିବା ନେଇ ସ୍ଥିର ହୋଇସାରିଛି। କରୋନା କାରଣରୁ ଭାରତରେ ଚାଲଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମାତ୍ର ୨୯ଟି ମ୍ୟାଚ ପରେ ସ୍ଥଗିତ ରଖାଯାଇଥିଲା । ଶନିବାର ଅନୁଷ୍ଠିତ ବିସିସିଆଇର ସ୍ପେସାଲ ଜେନେରାଲ…
ସ୍କୁଲ କଲେଜ ପିଲା ପଢ଼ିବେ ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ। ଏନେଇ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପାରିତ ହୋଇଛି ସଂକଳ୍ପ
ଚାଇନାର ଉହାନରୁ ଉତ୍ପନ୍ନ ପରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଛି ଭୟଙ୍କର କରୋନା ଭୂତାଣୁ। ଆମ ଦେଶରେ ବି ଲହର ପରେ ଲହର ଆସି ନାକେଦମ୍ କଲାଣି ଏ ଭାଇରସ।
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚରେ ଟିମ୍ ଇଣ୍ଡିଆ ପିନ୍ଧିବ ନୂଆ ଜର୍ସି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସେୟାର କରିଛନ୍ତି ।…
ରାଜ୍ୟର ଅନେକ ଅଞ୍ଚଳରେ ବନ୍ଧ ଡେଇଁ ମାଡିଯାଇଛି ଲୁଣାପାଣି। ଲଳିତାପାତିଆ ଓ ତାଳଚୁଆଁରେ ବି ସମାନ ସ୍ଥିତି। ହେଲେ ପେଣ୍ଠ ନିକଟରେ ସିନ୍ଥେଟିକ ବନ୍ଧକୁ ପାର କରି ପାରନି ଅଶାନ୍ତ ସମୁଦ୍ର।
ରାଜ୍ୟରେ ପୁଣି ବଢ଼ିବ କି ଲକଡାଉନ୍ ଅବଧି ? ଆଗକୁ ରାଜ୍ୟର ଅନ୍ୟତମ ବଡ଼ପର୍ବ ରଜ ଓ ସାବିତ୍ରୀ ଆସୁଛି। ୟା ଭିତରେ କିନ୍ତୁ ସଂକ୍ରମଣ ଥମି ନଥିଲା ବେଳେ ମହାମାରୀ ମୃତ୍ୟୁସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଛି। ତେଣୁ ଏଭଳି ସ୍ଥଳେ ଆଗକୁ ଷ୍ଟ୍ରାଟେଜି ନେବେ ସରକାର?
ଚିନ୍ତା ବଢ଼ାଇଛି ସୁବର୍ଣ୍ଣରେଖା ଓ ବୈତରଣୀ ନଈକୂଳିଆ ବାସିନ୍ଦା ଜୀଉଁଛନ୍ତି ଜଳବନ୍ଦୀ ଜୀବନ ବାଲେଶ୍ୱର : ୟାସ୍ ଯିବାର ଇତିମଧ୍ୟରେ ୪ ଦିନ ହୋଇଯାଇଛି । କିନ୍ତୁ ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣା, ପିଛା ଛାଡୁନି କ୍ଷତିଗ୍ରସ୍ତଙ୍କର । ଆଜି ବି କେଉଁଠି…
ନୂଆଦିଲ୍ଲୀ: ପୁଣି ଥରେ ବିସିସିଆଇ ପାଇଁ ସଙ୍କଟମୋଚକ ସାଜିଲା ୟୁଏଇ । ବିସିସିଆଇ ଏବେ ୟୁଏଇରେ ଆଇପିଏଲ୍ ୨୦୨୧ ତଥା ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । କରୋନା କାରଣରୁ ଚଳିତଥର ୨୯ଟି ମ୍ୟାଚ୍ ପରେ ଭାରତରେ…
ନୂଆଦିଲ୍ଲୀ : ଜୁନ୍ ପହିଲାରୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା । ବିମାନ ଭଡ଼ାକୁ ୧୩ ପ୍ରତିଶତରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରୀ ପାଇଁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ କ୍ଷତିରେ…
କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସୁବର୍ଣ୍ଣପୁର(ଦିଲ୍ଳିପ କୁମାର ସାହୁ): ଜୀବନରେ ସବୁବେଳେ ସୁଖ ଦୁଃଖ ଲାଗି ରହିଥାଏ । ହେଲେ କଥାରେ ଅଛି ଦୁଃଖ ଯେତେବେଳେ ଆସେ ଏକା ଥରକେ ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ଗୋଟିଏ ପରିବାର ଯଦି ଆଜି ଦୁଃଖ ଦୁର୍ଦଶାରେ…
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ରେମଡେସିଭିର ଇଞ୍ଜେକ୍ସନ ପାଇଁ ସବୁଆଡେ ଚହଳ ପଡ଼ିଛି। ଏମିତିକି କିଛି ରାଜ୍ୟରେ ଏହାର ବଡ଼ ପରିମାଣରେ କଳାବଜାରୀ ହେଉଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଅନେକ ସହରରେ ନକଲି ରେମଡେସିଭିର…
ସରକାର ପାନୀୟ ଜଳ ଯୋଗାଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା କଥା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଭବାନୀପାଟଣା ବ୍ଲକରେ ଏବେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ନିକଟରେ ତେଲ ନଦୀ ରହିଥିଲେ ବି ପିଇବା ପାଇଁ ଖରା ଦିନେ ଡହଳ ବିକଳ ହେଉଛନ୍ତି ଲୋକେ।
ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ। ସଂକ୍ରମଣ ପିକ୍ ଅତିକ୍ରମ କରି ସାରିଲାଣି। ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ ଥିଲା। ତେବେ ଯେତିକି କଟକଣା ଅଛି ତାହାକୁ ଆହୁରି କଡାକଡି କରିବାକୁ ପଡିବ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର।
ବ୍ରହ୍ମପୁରରେ ନକଲି ମଦର ବନ୍ୟା। ଗତ କିଛି ଦିନ ମଧ୍ୟରେ ୪ଟି ନକଲି ମଦ ଫ୍ୟାକ୍ଟ୍ରି ଜବତ ପରେ ଏବେ ଚିନ୍ତାର କାରଣ ପାଲଟିଛି ଉଭୟ ଅବକାରୀ ଓ ପୋଲିସ ପାଇଁ
କରୋନା ଲଢେଇରେ ହାରିଗଲେ କରୋନା ଯୋଦ୍ଧା। ମୟୂରଭଂଜ ଜିଲ୍ଲା କରଂଜିଆର କନକ ନ୍ୟୁଜ୍ ପ୍ରତିନିଧି ଅସିତ୍ ବେହେରାଙ୍କର କରୋନାରେ ମୃତ୍ୟୁ ହୋଇଛି। କିଛି ଦିନ ତଳେ ମାଙ୍କ ଦଶାହ କ୍ରିୟା ବେଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଭିଡିଓ କନଫେରେନ୍ସିଂ ଜରଆରେ ହୋଇଛି ରାଜ୍ୟ କୋଭିଡ୍ ପରାମର୍ଶଦାତା କମିଟିର ପ୍ରଥମ ବୈଠକ। ବୈଠକରେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। କୋଭିଡ୍ ମୁକାବିଲା ଓ ମଜଭୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମତାମତ ଲୋଡିବା ସହ ରାଜ୍ୟରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମଣ କମୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁମ୍ବାଇ : ‘ତାରକ ମେହେଟ୍ଟା କା ଉଲଟା ଚସମା ଶୋ’ର ବବିତା ଜୀ ତଥା ଅଭିନେତ୍ରୀ ମୁନମୁନ ଦତ୍ତାଙ୍କ ସମସ୍ୟା କମିବାର ନାମ ଧରୁ ନାହିଁ। ଜାତିବାଦ ଶବ୍ଦ ବ୍ୟବହାର ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ରୁଜୁ କରାଯାଇଛି। ଏହି…
ଭୁବନେଶ୍ୱର : ବାତ୍ୟା ୟାସ୍ ପରେ ହୋଇଥିବା ପ୍ରବଳ ବର୍ଷା ଫଳରେ ତଳ ଭାଗରେ ବନ୍ୟା ପରିସ୍ଥିତି ଉପୁଜିଛି । ହେଲେ ଏହାଦ୍ୱାରା ବିଶେଷ କ୍ଷୟକ୍ଷତି ହେବନି । କେନ୍ଦୁଝର, ଯାଜପୁର ଜିଲ୍ଲାରେ ନଦୀରେ ଜଳସ୍ତର କମିଛି। ବିଶେଷଭାବେ ବୈତରଣୀ ବିପଦ…
ନୂଆଦିଲ୍ଲୀ: ଦେଶରେ କରୋନା ନମୂନା ପରୀକ୍ଷା ପାଇଁ ସ୍ୱାବ ନେବା ଆବଶ୍ୟକ ନାହିଁ । କେବଳ କୁଳି ପାଣିରେ ହିଁ ହୋଇପାରିବ କରୋନା ପରୀକ୍ଷା । ନାଗପୁରର ନାଶନାଲ ଇନଭେଷ୍ଟମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିମାନେ କାଉନସିଲ RT-PCR ପରୀକ୍ଷାର ନୂଆ…
ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍ ସବୁ ଖେଳାଯିବ ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା ଆଉ ୩୧ଟି…
ମୁମ୍ବାଇ : ୨୦୧୪ ରେ ଆସିଥିବା ଚଳଚ୍ଚିତ୍ର ‘ହୀରୋପନ୍ତୀ’ରେ ବଲିଉଡରେ ଡେବ୍ୟୁ କରିଥିବା ଟାଇଗର ଶ୍ରଫଙ୍କ ଫିଲ୍ମ ଦୁନିଆକୁ ନେଇ ଏବେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ଡେବ୍ୟୁ କରିବା ପରେ ପ୍ରଥମ ଚଳଚ୍ଚିତ୍ରରେ ଫିଲ୍ମଫେୟାର ଜିତିଥିବା ଏହି ଚଳଚ୍ଚିତ୍ରର…
ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର ଅଛନ୍ତି, ଯେଉଁମାନେ ଅଜବ ପ୍ରକାରର ଦାବି ରଖିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ହସିବା ଆରମ୍ଭ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚିକେନ୍ ବିରିୟାନୀ ଖାଇବା ବେଳେ ଲେଗ୍…
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରଭାବ ଆସ୍ତେ ଅସ୍ତେ କମୁ୍ଥିବା ଲକ୍ଷ୍ୟ କରାଯାଉଛି । ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟ…