• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

mehul choksi
ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି  ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍…

  • Monday, 31 May 2021
corona death
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଲା, ଦିନକରେ ଆଖି ବୁଜିଲେ ୩୫ ରୋଗୀ

ଭୁବନେଶ୍ୱର: ଦେଶରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି।  ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ…

corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ସାମାନ୍ୟ କମିଥିଲେ ହେଁ ଚିନ୍ତା କମିନି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାରରୁ ହ୍ରାସ ପାଇ ୮ ହଜାର ଭିତରେ ସୀମିତି ଥିଲା। ଗତକାଲି ଏହାର ସଂଖ୍ୟା ବୃଦ୍ଧି…

odisha
ନିଶାସକ୍ତ ଅବସ୍ଥାରେ ସଟ୍‌ଡାଉନ୍‌ରେ ବୁଲୁଥିଲେ, ପୋଲିସ୍‌ ଅଟକାଇବାରୁ କହିଲେ-ଚାକିରି କ’ଣ ପିତା ଲାଗିଲାଣି ?

‍ଭୁବନେଶ୍ୱର: ‘ଚାକିରି କ’ଣ ପିତା ଲାଗିଲାଣି ? ଗୋଟିଏ ସେକେଣ୍ଡରେ ମୁଁ ତୁମ୍ଭମାନଙ୍କ ବର୍ଦ୍ଦି ଉତାରି ଦେବି’…ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଏଭଳି କିଛି କହିଛନ୍ତି। ଭୁବନେଶ୍ୱର ଫାୟାର୍ ଷ୍ଟେସନ ଛକରେ ଗତକାଲି ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ…

  • Monday, 31 May 2021
DELHI
ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଆଜି ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ…

  • Monday, 31 May 2021
Capture
IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି

ନୂଆଦିଲ୍ଲୀ: କରୋନା ମାମଲା ଆସିବା ପରେ IPL ୨୦୨୧କୁ ୪ ମେ’ଠାରୁ ସ୍ଥଗିତ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିସାରିଛି । ଅବଶିଷ୍ଟ ମ୍ୟାଚ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ ।…

  • Sunday, 30 May 2021
moonsoon
ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ ବାୟୁ

ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

  • Sunday, 30 May 2021
Asha-Karmi
୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…

Cyclone-Damage
‘ୟାସ୍’ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ; ଉଜାଡ଼ି ଦେଇଛି ଫସଲ, ପାଣି ଘେରରେ ଥାଇ ବି ମେଣ୍ଟୁନି ଶୋଷ

ବାଲେଶ୍ୱର: ୪ ଦିନ ତଳେ ଓଡ଼ିଶା ଦେଇ ଯାଇଥିବା ବାତ୍ୟା ୟାସ୍, ବିପନ୍ନଙ୍କୁ ଦେଲାଣି ୪ ଯୁଗର ଯନ୍ତ୍ରଣା । କିଏ ଘର ମରାମତି କାନ୍ଥ ଆଡ଼ୁ ଆରମ୍ଭ କରିବ, ନା ଛପର ଆଡ଼ୁ ଜାଣି ପାରୁନି । କିଏ ଜଳବନ୍ଦୀ…

  • Sunday, 30 May 2021
ACS
କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

Electric
ବାତ୍ୟାମୁହଁରୁ କେମିତି ବଞ୍ଚିବ ରାଜ୍ୟ ବିଦ୍ୟୁତ୍‌ ଭିତ୍ତିଭୂମି?

ରାଜ୍ୟରେ ବାରମ୍ବାର ବାତ୍ୟା ଆସି ବିଜୁଳି ଭିତ୍ତିଭୂମିକୁ ଉଜାଡ଼ି ଦେଉଥିବାରୁ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ସରକାରଙ୍କ ଫୋକସ୍ ରହିଛି। ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ୍। ୟା ପାଇଁ ପ୍ରସ୍ତୁତ ହୋଇଛି ୪୦ ହଜାର କୋଟି ଟଙ୍କାର ପ୍ରୋଜେକ୍ଟ

  • Sunday, 30 May 2021
Odisha-Corona
ସଂକ୍ରମଣ କମୁଛି ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି

ରାଜ୍ୟରେ ଦ୍ୱିତୀୟ ଲହରର କୋପ ଥମୁ ଥିବାର ସଂକେତ। ଏନେଇ ସୂଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କହିଛନ୍ତି ଗତ ତିନି ସପ୍ତାହ ଧରି ରାଜ୍ୟରେ କରୋନା ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍ କମୁଛି। ମେ ଦ୍ୱିତୀୟ ସପ୍ତାହରେ ୨୨ ପ୍ରତିଶତରେ ଥିବା ଟିପିଆର୍ ଏବେ ୧୪ ପ୍ରତିଶତକୁ ଖସିଆସିଛି

  • Sunday, 30 May 2021
viratkohli-1578909461
ବିରାଟ କୋହଲିଙ୍କୁ ପରିବାଠାରୁ ଅଣ୍ଡା ପର୍ଯ୍ୟନ୍ତ ସବୁ ପସନ୍ଦ, ଏମିତି ରହିଛି ତାଙ୍କ ଡାଏଟ୍ ଚାର୍ଟ..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଫିଟନେସକୁ ସବୁବେଳେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ସାଥୀ ଖେଳାଳିଙ୍କୁ ମଧ୍ୟ ଫିଟ୍ ରହିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରନ୍ତି । ଟିମ୍ ଇଣ୍ଡିଆ ଏବେ ମୁମ୍ବାଇରେ କ୍ୱାରେଣ୍ଟାଇନ୍ ରହିଛି ।…

  • Sunday, 30 May 2021
WhatsApp Image 2021-05-30 at 2.57.04 PM
ମୋଦି ସରକାରକୁ ପୁରିଲା ୭ ବର୍ଷ, ବିଜେପି ପାଳିଲା ସେବା ଦିବସ

ଭୁବନେଶ୍ୱର: ବିଜେପି ପାଳିଲା ସେବା ଦିବସ । କେନ୍ଦ୍ରରେ ବିଜେପି ସରକାରର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଇଛି । ସାରା ଦେଶରେ ବିଜେପି କର୍ମୀମାନେ ସେବା ଦିବସ ପାଳନ କରିଛନ୍ତି ।…

  • Sunday, 30 May 2021
lockdown
ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକଡାଉନ୍ ବଢ଼ାଇଲେ ସରକାର। ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି

  • Sunday, 30 May 2021
Jharpada jail
ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣା, ନିଲମ୍ବିତ ହେଲେ ଜେଲ ଚିଫ୍ ୱାଡେନ୍

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଗଞ୍ଜେଇ ଜବତ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ପ୍ରାଥମିକ ତଦନ୍ତ ପରେ ଜେଲ ଚିଫ୍ ୱାଡେନ୍ ସୁଦର୍ଶନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଜେଲ ବିଭାଗ…

Solar Eclipse 2021: ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ୧୦ ଜୁନରେ; ଜାଣନ୍ତୁ କ’ଣ ରହିଛି ସମୟ..

ନୂଆଦିଲ୍ଲୀ: ୨୦୨୧ର ପ୍ରଥମ ସୂର୍ଯ୍ୟ ପରାଗ ୧୦ ଜୁନରେ ହେବାକୁ ଯାଉଛି । ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ବୋଲି ଆକଳନ କରାଯାଇଛି । ଯେଉଁଥିରେ ପୃଥିବୀକୁ ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ର ଢ଼ାଙ୍କିଦେବ । ଏହାଦ୍ୱାରା କେବଳ ସୂର୍ଯ୍ୟଙ୍କ ଚାରିପାଖର ହିଁ…

Pradipta Mohapatra
କରୋନା ବିପକ୍ଷ ଲଢ଼େଇ ପାଇଁ ମ୍ୟାନପାୱାର ବଢ଼ାଇଲେ ରାଜ୍ୟ ସରକାର, ୩୮୦୦ ଜଣ ରିଜର୍ଭ

ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ‍ବଢ଼ାଯାଇଛି । ଦିନକୁ…

Black fungs
ରାଜ୍ୟରେ ୨୫ ବ୍ଲାକ୍‌ ପଙ୍ଗସ୍‌ ରୋଗୀ ଚିହ୍ନଟ, ୩ ମୃତ

କରୋନା ପରେ ଏବେ ବ୍ଲାକ୍‌ ପଙ୍ଗସ୍‌ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ରୋଗକୁ ନେଇ ବଡ଼ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ,  ଆମ ରାଜ୍ୟରେ ୨୫ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। 

  • Sunday, 30 May 2021
ACS
ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ଅଧିକ

ପ୍ରଥମ ପିକ୍ ତୁଳନାରେ ଦ୍ୱିତୀୟ ପିକ୍ ୪ ଗୁଣା ରହିଛି ବୋଲି କହିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର। ୨ ସପ୍ତାହ ତଳେ ବିଶ୍ୱର ମୋଟ ସଂକ୍ରମିତଙ୍କ ୫୪% ଆମ ଦେଶର ଥିଲେ। ବର୍ତ୍ତମାନ ବିଶ୍ୱର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଭାରତର ସଂଖ୍ୟ ୩୪% ରହିଛି

  • Sunday, 30 May 2021
Pradipta Mohapatra
ରାଜ୍ୟରେ କମୁଛି ସଂକ୍ରମଣ: ହେଲେ ବିପଦ ଏବେ ବି ରହିଛି

କରୋନା ସଂକ୍ରମଣକୁ ନେଇ ପ୍ରେସମିଟ୍‌ କଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ACS। ରାଜ୍ୟରେ ବର୍ତ୍ତମାନ ସମୟରେ ପଜିଟିଭିଟି କମୁଛି ବୋଲି କହିଲେ ACS।  ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା ବୋଲି ସେ କହିଛନ୍ତି

  • Sunday, 30 May 2021
money
କୋଟିପତି ସରକାରୀ କିରାଣୀ: ଘରୁ ମିଳିଲା ୨ କୋଟିରୁ ଅଧିକ ଟଙ୍କା, ୮ କିଲୋର ସୁନା

ଭୋପାଳ: ସରକାରୀ କିରାଣୀଙ୍କ ଘରୁ ପାଖାପାଖି ୩ କୋଟି ଟଙ୍କା, ସୁନା ଗହଣା ଜବତ କରାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ ଜଣେ ସରକାରୀ କିରାଣୀଙ୍କ ଘରେ ସିବିଆଇ ଟିମ୍‌ ଶନିବାର ଚଢ଼ଉ କରି ଏହି ଟଙ୍କା ଓ ସୁନା ଗହଣା ଜବତ କରିଛି।…

  • Sunday, 30 May 2021
acs
ସାଢ଼େ ୪ଟାରେ ACS ଏବଂ ସାଢ଼େ ୬ଟାରେ ପ୍ରେସମିଟ୍‌ କରିବେ ମୁଖ୍ୟ ଶାସନ ସଚିବ

ଅପରାହ୍ନରେ କହିବେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ଶାସନ ସଚିବ। ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଆଜି ଅପରାହ୍ନ ୪ଟା ୩୦ରେ କହିବେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର।

  • Sunday, 30 May 2021
Naveen
ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ବିଶ୍ୱସ୍ତରରେ ମିଳିଲା ପ୍ରଶଂସା

ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

  • Sunday, 30 May 2021