୨୦୧୯ ମସିହାରେ ଚାଇନାର ବୁହାନରୁ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଅନେକ କଥା ସ୍ପଷ୍ଟ ହୋଇ ନାହିଁ। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ରହସ୍ୟମୟ ଭାଇରସ୍ ଲ୍ୟାବ୍ରେ ପ୍ରସ୍ତୁତ ହୋଇଛି। କରୋନା ବିଷୟରେ…
କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି।
ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…
ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ…
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଓ ଟିଏମ୍ସି ସାଂସଦ ମହୁଆ ମିତ୍ର ମୁହାଁମୁହିଁ ହୋଇଛନ୍ତି। ପଶ୍ଚିମବଙ୍ଗ ରାଜଭବନରେ ଓଏସଡ଼ି ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହୁଆ । ରାଜ୍ୟପାଳ ନିଜ ସମ୍ପର୍କୀୟଙ୍କୁ ବିନା କୌଣସି ଅଭିଜ୍ଞତାରେ ନିଯୁକ୍ତି ଦେଇଛନ୍ତି। ଜଣେ କି ଦୁଇ…
ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା
ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରାନୁ ନେଇ ଚେତାବନୀ ଦିଆଯାଇଛି ଯେ ମେରୁ ଅଞ୍ଚଳରେ ଜମି ରହିଥିବା ବରଫ ତରଳି ଯିବ ଏବଂ ସମୁଦ୍ର ପତ୍ତନ ବୃଦ୍ଧିପାଇବ। ଏହା ଦ୍ୱାରା ସମୁଦ୍ରରେ ନିର୍ମିତ ଦ୍ୱୀପ ସମେତ ସମୁଦ୍ର କୂଳରେ…
ମହାନତା ଦେଖାଇଲେ ଡାକ୍ତର। କରୋନା ରୋଗୀଙ୍କ ସେବା ତ କରୁଛନ୍ତି ଏହା ସହ କରୋନାରେ ଜୀବନ ହାରୁଥିବା ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଛନ୍ତି
ପୁଅଟିଏ ପାଇବା ପାଇଁ ମା କେତେ ଯେ ବ୍ରତ ଉପବାସ କରିଥାଏ, ତାହାର ଠିକଣା ନାହିଁ। କାରଣ ପୁଅ ବଂଶା ରକ୍ଷା କରିବ, ଜୀବ ଜିବା ବେଳେ ପାଣି ଟୋପାଏ ଦେବ...ମୋଟ୍ ଉପରେ ଜୀବନର ଶେଷ ସମୟରେ ବାପ ମା ଙ୍କର ପୁଅ ହୋଇଥାଏ ସାହା
ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣରେ ଘଟୁଛି ଦ୍ରୁତ ଅବନତି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୬୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି…
ନୂଆଦିଲ୍ଲୀ : ରେଲୱେ ଷ୍ଟେସନରେ ଲାଗିବ ସ୍ୱୟଂଚାଳିତ ଡଷ୍ଟବିନ୍ । ସଂକ୍ରମଣ ସମୟରେ ସ୍ୱଚ୍ଛତାକୁ ଗୁରତ୍ୱ ଦେଇ ଦିଲ୍ଲୀ ସରକାର ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି । ନୂତନ ଯୋଜନା ଅନୁସାରେ ଡଷ୍ଟବିନ୍ ୭୬ ପ୍ରତିଶତ ଭରିଯିବା ପରେ ଷ୍ଟେସନ୍ ମାଷ୍ଟରଙ୍କୁ…
ମୁମ୍ବାଇ: କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅନେକ ସେଲିବ୍ରିଟି ଲୋକଙ୍କୁ ମଜବୁତ ଏବଂ ନିରାପଦ ରହିବାକୁ ପରାମର୍ଶ ଦେଉଛନ୍ତି। ନିକଟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ଏଭଳି ପରିସ୍ଥିତିରେ ସେଲିବ୍ରେଟମାନେ ପ୍ରଶଂସକମାନଙ୍କୁ ନିଜ ଅଭିନନ୍ଦନ ଜଣାଇଥିଲେ। ଅଭିନେତ୍ରୀ…
ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଗୁଣ୍ଡାରାଜ। ସଟ୍ଡାଉନ୍ରେ ବି ମାତିଛନ୍ତି ମଦ୍ୟପ। ରାତିରେ ଡ୍ୟୁଟି ସାରି ଫେରୁଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ଏଭଳି ମଦ୍ୟପଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଓଟିଭିରେ କାର୍ଯ୍ୟରତ ସାମ୍ବାଦିକ ନିତେଶ ସାହୁ।…
ଭୁବନେଶ୍ୱର: ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । କରୋନାରେ ଆକ୍ରାନ୍ତ ହୋଇ ଦେବାଶିଷ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ତେବେ…
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକାକରଣକୁ ତୀବ୍ର କରାଯାଉଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଘର ଘର ଯାଇ…
ଗୁରୁଗ୍ରାମ: ଯୌନ ନିର୍ଯାତନା ଅଭିଯୋଗରେ ଜେଲ୍ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ପରେ ରବିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି। ରାମ ରହିମ ଅସୁସ୍ଥ…
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଜଟିଳ ରୋଗୀଙ୍କ ଚିକିତ୍ସା ଲାଗି ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ଲାଗି ଯୋଜନା କରିଛନ୍ତି। ଏ ନେଇ…
ମୁମ୍ବାଇ : ନିକଟରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ସିନେମା ‘ଉରୀ’ର ଡାଇରେକ୍ଟର ଆଦିତ୍ୟ ଧରଙ୍କୁ ଅଚାନକ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୟାମୀଙ୍କ ବିବାହ ଏକ ଘରୋଇ ଉତ୍ସବ ଭଳି ଥିଲା। ବିବାହରେ କେବଳ ତାଙ୍କ ପରିଜନ ଓ…