• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona-death
ଦେଶରେ କରୋନାରୁ ମିଳୁଛି ମୁକ୍ତି : ଦିନକରେ ୧.୫୨ ସଂକ୍ରମିତ, ୩,୧୨୮ ମୃତ

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହର ଦେଶବାସୀଙ୍କୁ ନୟାନ୍ତ କଲା ପରେ ଏବେ ଏଥିରେ କିଛିମାତ୍ରାରେ ଶିଥିଳତା ପଡିଥିବା ଦେଖିବାକୁ ମିଳୁଛି। ପ୍ରତିଦିନ କରୋନା ସଂକ୍ରମଣରେ ହ୍ରାସ କାରଣରୁ ଲୋକଙ୍କ ମନରେ ଆଶ୍ୱସନା ସୃଷ୍ଟି କରୁଛି। ତେବେ କରୋନା ସଂକ୍ରମଣଜନିତ ମୃତ୍ୟୁ…

  • Monday, 31 May 2021
hospital
କୋଭିଡ ହସ୍ପିଟାଲରେ ତଳେ ଶୋଇଛନ୍ତି ରୋଗୀ; ଭାଇରାଲ ହେଲା ଭିଡିଓ

ବାରିପଦା: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେଉଁଠି ବେଡ ନାହିଁ ତ କେଉଁଠି ଅକ୍ସିଜେନ ନାହିଁ। କୋଭିଡ ୱାର୍ଡରେ ଥରେ ପରଜନଙ୍କୁ ଥରେ ଭର୍ତ୍ତି କରିଦେଲେ ଆଉ ଦେଖିବା ସମ୍ଭବ ହୋଇ ନ…

  • Monday, 31 May 2021
petrol price hiked
ପେଟ୍ରୋଲ ଓ ଡିଜେଲ ଦର: ୫ ମାସରେ ୧୦ରୁ ଅଧିକ ଟଙ୍କା ବୃଦ୍ଧି, ଓଡ଼ିଶାରେ ୧୦୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମେ’ ୩୦ ପର୍ଯ୍ୟନ୍ତ ୫ ମାସ ଭିତରେ ୧୦ରୁ ୧୧ ଟଙ୍କା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି।  ଯଦି…

elephant
ମଣିଷକୁ ଜଙ୍ଗଲରେ ଦେଖି ରକ୍ତମୁଖା ହେଲା ଗଜରାଜ

ସମ୍ବଲପୁର: ହାତୀର ଖାଦ୍ୟ, ବାସ ସବୁ ଛଡେଇ ନେଉଛି ମଣିଷ। ସେଥିପାଇଁ ଜଙ୍ଗଲ ଛାଡି ହାତୀ କେତେବେଳେ ଗାଁ ଭିତରେ ତ କେତେବେଳେ ସହର ଭିତରେ ପଶୁଛି। ମୁହାଁମୁହିଁ ହେଉଛନ୍ତି  ହାତୀ଼-ମଣିଷ। କେତେବେଳ ହାତୀ ମଣିଷର ବାସ ଉଜାଡି ଦେଉଛି ତ…

  • Monday, 31 May 2021
cycle
ସାଇକେଲ ଶିଳ୍ପ ପାଇଁ ବରଦାନ ସ୍ୱରୂପ କରୋନା

ଚେନ୍ନାଇ : ସଂକ୍ରମଣ ପାଇଁ ସାଇକେଲର ଚାହିଦା ବଢିଛି । କରୋନା କାହା ପାଇଁ କାଳ ସାଜିଛି ତ ଆଉ କାହା ପାଇଁ ବରଦାନ । ସଂକ୍ରମଣରେ ଲୋକେ ତାଲାବନ୍ଦରେ ଥିବାବେଳେ ଦେଶରେ ସାଇକେଲ ବିକ୍ରି ବଢ଼ିଛି । ତୁଳନାତ୍ମକ ଭାବେ…

  • Monday, 31 May 2021
Untitled-1
ପିତାଙ୍କ ମୃତ୍ୟୁ ନେଇ ସମ୍ଭାବନାଙ୍କ ଆଇନଗତ ପଦକ୍ଷେପ, ପଠେଇଲେ ନୋଟିସ୍

ଟିଭି କଳାକାର ସମ୍ଭାବନା ସେଠ୍‌ଙ୍କ ପିତା ଏସ୍ କେ ସେଠ୍‌ଙ୍କ ମେ ୮ରେ କାର୍ଡିଆକ୍ ଆରେଷ୍ଟ୍ କାରଣରୁ ମୃତ୍ୟୁ ହୋଇଥିଲା। ସେ କରୋନା ପଜିଟିଭ୍ ଥିଲେ। ତାଙ୍କର ଚିକିତ୍ସା ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହପ୍ସିଟାଲରେ ଚାଲିଥିଲା। ପିତାଙ୍କର ମୃତ୍ୟୁ ପରେ ସମ୍ଭାବନା…

  • Monday, 31 May 2021
wine
ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମିଳିବନି ମଦ : ଦୋକାନୀଙ୍କୁ ଏସଡିଏମଙ୍କ କଡ଼ା ନର୍ଦ୍ଦେଶ

ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରିବାକୁ ଏସଡିଏମଙ୍କ ନୂତନ ପଦକ୍ଷେପ ବିନା ଭ୍ୟାକ୍ସିନ ପ୍ରମାଣପତ୍ରରେ ମଦ ନେଇପାରିବେନି ଗ୍ରାହକ ଦୋକାନୀଙ୍କୁ ନିର୍ଦ୍ଦେଶ ଦେଲେ ଏସଡିଏମ ଇଟାୱା : ଟିକାକରଣ ପ୍ରମାଣପତ୍ର ନଥିଲେ ମଦ ମିଳିବନି । ଗ୍ରାହକଙ୍କୁ ଦୋକାନ ଆଗରୁ ଫେରିବାକୁ…

  • Monday, 31 May 2021
niranjan mishra
ମେ’ ମାସ ଘାତକ ଥିଲା, ଜୁନରେ ସେପରି ହେବନି-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ମୃତ୍ୟୁର ତାଣ୍ଡବ ଖେଳାଇଥିବାବେଳେ ଏବେ ଏହାର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାରେ ମେ’ ମାସରେ କରୋନା ସଂକ୍ରମଣ ପିକ୍‌ରେ ଥିଲା। ଏଠାରେ ଦୈନିକ ସଂକ୍ରମଣ ୧୨ ହଜାର ଛୁଇଁଥିବାବେଳେ…

plane crash
ବିମାନ ଦୁର୍ଘଟଣାରେ ଅଭିନେତା ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ

ୱାଶିଂଟନ୍‌: ଟାର୍ଜନ ଟିଭି ସିରିଜ୍‌ରେ ‘ଟାର୍ଜନ’ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜୋଏ ଲାରାଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶନିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ୫୮ ବର୍ଷୀୟ ଜୋଏ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ୫ଜଣଙ୍କ…

  • Monday, 31 May 2021
black fungus
ଭୀମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ

ସମ୍ବଲପୁର: କରୋନା ପରେ ଏବେ ଆତଙ୍କିତ କରି ରଖିଛି ବ୍ଲାକ ଫଙ୍ଗସ୍‌ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନଫେକ୍‌ସନ୍‌, ଏବେ ଗୁଜୁରାଟ ସମେତ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ ପାଖରେ…

rape
କରୋନାରୁ ଆରୋଗ୍ୟ ଲାଭ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ

ଦିସପୁର : କରୋନାକୁ ମାତ ଦେଲେ, ହେଲେ ନରପିଶାଚଙ୍କ ସାମ୍ନାରେ ହାରିଗଲେ । ଭାଇରସକୁ ହରାଇ ଘରକୁ ଫେରିଲା ବେଳେ ମହିଳାଙ୍କ ସହ ଗଣଦୁଷ୍କର୍ମ । ଆସାମର ଚରାଇଦେବ ଜିଲ୍ଲାରେ ଏପରି ଅମାନବୀୟ ଘଟଣା ଘଟିଛି । ସଂକ୍ରମଣ ଭୟ ଭିତରେ…

  • Monday, 31 May 2021
sushil kumar
ସୁଶୀଲଙ୍କ ବିରୋଧରେ ସାମ୍ନାକୁ ଆସିଲା ପୁଣି ଏକ ଅଭିଯୋଗ

ନୂଆଦିଲ୍ଲୀ: ପହିଲମାନ ସାଗର ଧନଖର ହତ୍ୟା ମାମଲାରେ ଗିରଫ ରେସଲର ସୁଶୀଲ କୁମାରଙ୍କ ଗୋଟିଏ ପରେ ଗୋଟିଏ କଳା କାରନାମା ସାମ୍ନାକୁ ଆସୁଛି। କିଭଳି ଭାବରେ ସେ ଲୋକଙ୍କୁ ମାର୍‌ପିଟ୍‌ କରି ଆତଙ୍କ ସୃଷ୍ଟି କରୁଥିଲେ ତାହା ଏବେ ସାମ୍ନାକୁ ଆସିବାରେ…

  • Monday, 31 May 2021
corona vaccine
ଜୁନ୍ ସୁଦ୍ଧା ୧୦ କୋଟି ଡୋଜ୍ ଟିକା ଯୋଗାଇବ ସେରମ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଧିରେ ଧିରେ କମୁଥିବା ଦେଖିବାକୁ ମିଳୁଛି। ହେଲେ ମୃତ୍ୟୁସଂଖ୍ୟ ସ୍ଥିର ରହିଛି । ଦୈନିକ ମୃତ୍ୟୁ ହାର ୩ ହଜାର ତଳକୁ ଖସୁନି। କରୋନାରୁ ବର୍ତ୍ତିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଅଯାଉଥିବାବଳେ…

  • Monday, 31 May 2021
wuhan
ଚୀନ ଆର୍ମି ପାଇଁ କାମ କରୁଛି ଉହାନ୍ ଲ୍ୟାବ୍ : ଦାବି କଲେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ

ୱାସିଂଟନ୍ : କୋଭିଡ୍-୧୯ ଭୂତାଣୁ ପଶୁଙ୍କ ଦେହରୁ ମଣିଷକୁ ଆସିଛି ନା ଚୀନ୍ ପ୍ରୟୋଗଶାଳାରୁ ଲିକ୍ ହୋଇଛି? କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ସାରା ବଶ୍ୱ ପ୍ରୟାସ ଜାରି ରଖିଛି । ଉହାନ୍ ଲ୍ୟାବରୁ କରୋନର ଭାଇରସ୍ ବାହାରିଛି…

  • Monday, 31 May 2021
corona lockdown
ଏହିସବୁ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଅବଧି ବଢ଼ାଯାଇଛି । ଓଡ଼ିଶାରେ ଜୁନ୍ ୧୭ ତାରିଖ ଯାଏ କଟକଣା ଅବଧି ବୃଦ୍ଧି କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଜୁନ୍‌ ୧୫ ଓ ତେଲେଙ୍ଗାନାରେ ଜୁନ୍‌ ୧୦…

  • Monday, 31 May 2021
mehul choksi
ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପିଏନବି ଘୋଟାର ଅନ୍ୟତମ ଅଭିଯୁକ୍ତଙ୍କୁ ଗର୍ଲଫ୍ରେଣ୍ଡ ସହ ବୁଲିଯିବା ମହଙ୍ଗା ପଡ଼ିଲା କି ? କିପରି ଧରାପଡ଼ିଲେ ମେହୁଲ ଚୋକସି  ? ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍…

  • Monday, 31 May 2021
corona death
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଲା, ଦିନକରେ ଆଖି ବୁଜିଲେ ୩୫ ରୋଗୀ

ଭୁବନେଶ୍ୱର: ଦେଶରେ କରୋନାର ୨ୟ ଲହର ପ୍ରଭାବ ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି।  ଓଡ଼ିଶାରେ କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଆଜି  ସଂକ୍ରମିତଙ୍କ ସଂଖ୍ୟା  ୮ ହଜାର ଉପରେ ରହିଛି । ଗତକାଲି ତୁଳନାରେ…

corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮ ହଜାରରୁ ଅଧିକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ ସାମାନ୍ୟ କମିଥିଲେ ହେଁ ଚିନ୍ତା କମିନି । ଗତ କିଛି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାରରୁ ହ୍ରାସ ପାଇ ୮ ହଜାର ଭିତରେ ସୀମିତି ଥିଲା। ଗତକାଲି ଏହାର ସଂଖ୍ୟା ବୃଦ୍ଧି…

odisha
ନିଶାସକ୍ତ ଅବସ୍ଥାରେ ସଟ୍‌ଡାଉନ୍‌ରେ ବୁଲୁଥିଲେ, ପୋଲିସ୍‌ ଅଟକାଇବାରୁ କହିଲେ-ଚାକିରି କ’ଣ ପିତା ଲାଗିଲାଣି ?

‍ଭୁବନେଶ୍ୱର: ‘ଚାକିରି କ’ଣ ପିତା ଲାଗିଲାଣି ? ଗୋଟିଏ ସେକେଣ୍ଡରେ ମୁଁ ତୁମ୍ଭମାନଙ୍କ ବର୍ଦ୍ଦି ଉତାରି ଦେବି’…ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଏଭଳି କିଛି କହିଛନ୍ତି। ଭୁବନେଶ୍ୱର ଫାୟାର୍ ଷ୍ଟେସନ ଛକରେ ଗତକାଲି ଜଣେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ…

  • Monday, 31 May 2021
DELHI
ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଆଜି ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ…

  • Monday, 31 May 2021
Capture
IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି

ନୂଆଦିଲ୍ଲୀ: କରୋନା ମାମଲା ଆସିବା ପରେ IPL ୨୦୨୧କୁ ୪ ମେ’ଠାରୁ ସ୍ଥଗିତ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିସାରିଛି । ଅବଶିଷ୍ଟ ମ୍ୟାଚ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ ।…

  • Sunday, 30 May 2021
moonsoon
ଜୁନ୍‌ ୩ରେ କେରଳ ଛୁଇଁବ ମୌସୁମୀ ବାୟୁ

ଜୁନ୍ ୧ ବଦଳରେ ଜୁନ୍ ୩ ତାରିଖରେ କେରଳ ଛୁଇଁବ ମୌସୁମୀ ବାୟୁ। ଚଳିତ ବର୍ଷ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟଠାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁଇ ଦିନ ବିଳମ୍ବରେ କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ

  • Sunday, 30 May 2021
Asha-Karmi
୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…

Cyclone-Damage
‘ୟାସ୍’ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ; ଉଜାଡ଼ି ଦେଇଛି ଫସଲ, ପାଣି ଘେରରେ ଥାଇ ବି ମେଣ୍ଟୁନି ଶୋଷ

ବାଲେଶ୍ୱର: ୪ ଦିନ ତଳେ ଓଡ଼ିଶା ଦେଇ ଯାଇଥିବା ବାତ୍ୟା ୟାସ୍, ବିପନ୍ନଙ୍କୁ ଦେଲାଣି ୪ ଯୁଗର ଯନ୍ତ୍ରଣା । କିଏ ଘର ମରାମତି କାନ୍ଥ ଆଡ଼ୁ ଆରମ୍ଭ କରିବ, ନା ଛପର ଆଡ଼ୁ ଜାଣି ପାରୁନି । କିଏ ଜଳବନ୍ଦୀ…

  • Sunday, 30 May 2021
ACS
କରୋନା ମୁକାବିଲା ଲାଗି ବଡ଼ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର

କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବେ ମେଡିକାଲ୍ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର