• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

spit
ଆଉ ୨୦୦ ନୁହେଁ, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଏବେ ୧୨୦୦ ଟଙ୍କା ଫାଇନ୍

ମୁମ୍ବାଇ : ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ । ଏବେ ଅଧିକ ଜୋରିମାନା ଆଦାୟ କରିବ ବିଏମସି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ତଣ୍ଡ ଗଣିବେ ଲୋକେ । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ…

  • Wednesday, 02 June 2021
corona
ସୁସ୍ଥ ହେବା ପରେ ଶିଶୁଙ୍କ ଠାରେ ପୁଣି ଦେଖାଦେଉଛି କରୋନା ପରି ଲକ୍ଷଣ

ମହାମାରୀକୁ ମାତ ଦେବାପରେ ୨-୬ ସପ୍ତାହ ସାବଧାନ ରୁହନ୍ତୁ ପିଲାଙ୍କ ଠାରେ ପୁଣି ଦେଖାଦେଉଛି କରୋନା ପରି ଲକ୍ଷଣ ନୂଆଦିଲ୍ଲୀ : ଶିଶୁଙ୍କ ଠାରେ କରୋନା ସଂକ୍ରମଣ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ସରକାର । କରୋନାର ତୃତୀୟ ଲହରୀରେ ଶିଶୁଙ୍କ…

Virat Kohli
ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ, କହିଲେ ସେ ଅଣ୍ଡା ଖାଆନ୍ତି..

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ନିକଟରେ ସେ ଫ୍ୟାନମାନଙ୍କ ସହ ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଫ୍ୟାନମାନେ କୋହଲିଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଥିଲେ । ବିଶେଷ…

  • Tuesday, 01 June 2021
antibody cocktail
ଖୁସି ଖବର; ରାଜ୍ୟରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି, ଏହାଦ୍ୱାରା ଟ୍ରମ୍ପ ହୋଇଥିଲେ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ…

vaccaine
ଟିକା ମିଶ୍ରଣ ଦ୍ୱନ୍ଦ୍ୱ ପରେ କଣ ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଭୁବନେଶ୍ୱର: ଦେଶରେ କୋଭିଡ୍ ଟିକାର ଅଭାବ ନେଇ ଚାଲିଥିବା ତର୍କ ବିତର୍କ ଭିତରେ ICMR ମହାନିର୍ଦ୍ଦେଶକଙ୍କ ଭରସା। ଡିସେମ୍ବର ସୁଦ୍ଧା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ସଂପୂର୍ଣ୍ଣ ହୋଇଯିବ ବୋଲି କହିଛନ୍ତି ICMR ଡିଜି ବଲରାମ ଭାର୍ଗବ। ଜୁଲାଇ ମଧ୍ୟ କିମ୍ବା…

  • Tuesday, 01 June 2021
cbse exam
CBSE ଦ୍ୱାଦଶ ପରୀକ୍ଷା ବାତିଲ, ସ୍ଥିତି ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ବାତିଲ ହେଲା CBSE ଦ୍ୱାଦଶ ପରୀକ୍ଷା । ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ଘୋଷଣା କରାଯାଇଛି । ଆଜି ଏହି ସିବିଏସଇ ପରୀକ୍ଷା ନେଇ…

COVID
ଟିକାକରଣରେ ହେବ ସମସ୍ୟା ! ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ମୁହଁ ମୋଡ଼ିଲେ ଟିକା କମ୍ପାନୀ

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ପୁଣି ହୋଇପାରେ ସମସ୍ୟା । ୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । କାରଣ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଲାଗିଛି ଶକ୍ତ ଝଟକା । ଟେଣ୍ଡର ପ୍ରକ୍ରିୟାରେ…

balaram-bhargav
ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା: ଭାର୍ଗବ

ନୂଆଦିଲ୍ଲୀ: ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦେବାକୁ ଲକ୍ଷ୍ୟ। ଏଥିସହ ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ପ୍ରେସମିଟରେ ସୂଚନା ଦିଆଯାଇଛି। ଦେଶରେ ଗତ ୭ ଦିନ ହେଲାଣି ପଜିଟିଭିଟି…

  • Tuesday, 01 June 2021
1
ଅନେକ ରୋଗରୁ ଉପଷମ ଦେଇଥାଏ ଏହିସବୁ ଫୁଲ

ବହୁ ଦିନରୁ ଭାରତୀୟ ଆୟୁର୍ବେଦରେ ବିଭିନ୍ନ ପ୍ରକାରର ଫୁଲ ବ୍ୟବହାର କରାଯାଇଆସୁଛି। କୁହାଯାଏ କିଛି ବିଶେଷ ଫୁଲ ରୋଗ ଭଲ କରିବାରେ ସକ୍ଷମ ଅଟନ୍ତି। ଏହି ଫୁଲଗୁଡିକ ଔଷଧ ଭାବରେ ବ୍ୟବହୃତ ହୁଏ। ଫୁଲ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ…

  • Tuesday, 01 June 2021
cyber fraud
ଲକଡାଉନ୍ ପାଇଁ ବଢ଼ୁଛି ଅନଲାଇନ୍ କାରବାର, ଫାଇଦା ନେଉଛନ୍ତି ସାଇବର ଲୁଟେରା

ଭୁବନେଶ୍ୱର: ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଲକଡାଉନ ସଟଡାଉନ ଭିତରେ ଆକ୍ସିଭ୍ ଅଛନ୍ତି ସାଇବର ଲୁଟେରା । କରୋନା ମହାମାରୀ ସାରା ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ସେପଟେ…

duplicate-tv
ଭୁବନେଶ୍ୱରରେ କେମିତି ଶସ୍ତାରେ ମିଳୁଛି ନାମୀ ବ୍ରାଣ୍ଡ୍‌ର ଟିଭି?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ।୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ…

  • Tuesday, 01 June 2021
Untitled-1
ଖାଲି ଖାଇବା ପାଇଁ ନୁହେଁ, ଚର୍ମକୁ ମଧ୍ୟ ଚମକାଇ ଥାଏ ସୋୟାବିନ୍

ସୌନ୍ଦର୍ଯ୍ୟକୁ କିଏ ବା ଭଲ ନ ପାଏ। ବହୁ ଅର୍ଥ ଖର୍ଚ୍ଚ କରି ଲୋକମାନେ ନିଜ ସୁନ୍ଦରତାରେ ଚାର୍ ଚାନ୍ଦ୍ ଯୋଡିବା ନେଇ ବିଭିନ୍ନ ପ୍ରକାରର ଫେସ୍ ପ୍ୟାକ୍ ଏବଂ ସ୍କ୍ରବ୍ ବ୍ୟବହାର କରୁଛନ୍ତି। କିନ୍ତୁ ଏଥିପାଇଁ ସେମାନେ ରୋଷେଇ ଘର…

  • Tuesday, 01 June 2021
Sputnik v
ଦେଶରେ ପହଞ୍ଚିଲା ସ୍ପୁଟନିକ-ଭି’ର ସବୁଠାରୁ ବଡ଼ କନସାଇନମେଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ ।…

vaccination
ଭ୍ୟାକ୍ସିନ୍ ଟେଣ୍ଡରରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ଆଗ୍ରହ ଦେଖାଇଲେନି ଟିକା ଉତ୍ପାଦନକାରୀ ସଂସ୍ଥା। ପ୍ରି-ବିଡିଂ ବୈଠକକୁ ଆସିଲେନି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ନବ ଦାସ ଦେଇଥିବା ଚିଠିରୁ ଏହି ସୂଚନା ମିଳିଛି। ରାଜ୍ୟ…

  • Tuesday, 01 June 2021
Untitled-1
ବଲିଉଡ୍‌କୁ ଦୁଃଖ : ଚାଲିଗଲେ ପୁଣି ଜଣେ କଳାକାର

ମୁମ୍ବାଇ : ବଲିଉଡ୍‌କୁ ପୁଣି ଏକ ଝଟ୍‌କା। ବଲିଉଡ ଏବେ ଏପରି ଏକ ନୂଆ ହୀରାଙ୍କୁ ହରାଇଛି, ଯାହାଙ୍କ ପାଇଁ ହଜାର ହଜାର ଚଳଚ୍ଚିତ୍ର ସୁପରହିଟ୍ ହୋ‍ଇପାରିଛି। ‘ସଉଦାଗର’ – ‘ଡିସ୍କୋ ଡାନ୍ସର୍’ ପରି ଅନେକ ଚଳଚ୍ଚିତ୍ର ସେଟ୍ ଡିଜାଇନ୍ କରିଥିବା…

  • Tuesday, 01 June 2021
1
ରବିନା ଟଣ୍ଡନ କରୁଛନ୍ତି ଚାଷ କାମ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ ଜଣକ ତାଙ୍କ ଗାଁର ଚାଷଜମିରେ ଏକ କୋଦାଳ ଧରି ମାଟି ଖୋଳୁଥିବା…

  • Tuesday, 01 June 2021
bajra 1
ଚୀନକୁ ମିଳିବ ମୁହଁତୋଡ଼୍ ଜବାବ୍ : ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା

ଲଦାଖରେ ଭାରତର ସ୍ୱତନ୍ତ୍ର ପ୍ରସ୍ତୁତି  ।  ଚୀନର ସମସ୍ତ ଚାଲର କଡ଼ା ଜବାବ ମିଳିବ । ଲଦାଖରେ K-9  ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ( LAC) ରେ…

  • Tuesday, 01 June 2021
nirj mishra
ରାଜ୍ୟରେ ସୁପର ସ୍ପ୍ରେଡରଙ୍କ ଯୋଗୁଁ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଲେ ମଧ୍ୟ ୮ ହଜାରରୁ ଅଧିକ ରହୁଛି। ମେ’ ମାସରେ ସଂକ୍ରମଣ ପିକ୍‌ରେ ରହିଛି। ସୁପର ସ୍ପ୍ରେଡରଙ୍କ ଯୋଗୁଁ ରାଜ୍ୟରେ ଏପରି ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

colector
କୋଭିଡ୍ ହସ୍ପିଟାଲରେ ଦୟନୀୟ ସ୍ଥିତି ପ୍ରସଙ୍ଗ: ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ ପରେ କ୍ଲିନଚିଟ୍ ଦେଲେ କଲେକ୍ଟର

ବାରିପଦାର ଏକ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧୀ ଦଳ। ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ଟିମ୍।

  • Tuesday, 01 June 2021
2
ଏହି ଦୋକାନରେ ମିଳୁଛି ସନ୍ନି ଲିଓନ୍ ଚପ୍

ମୁମ୍ବାଇ : ଅନେକ ସମୟରେ ଦେଖାଯାଏ ଯେ ବଲିଉଡ ସେଲିବ୍ରେଟଙ୍କ ପ୍ରଶଂସକମାନେ ନିଜ ପିଲାମାନଙ୍କୁ କଳାକାରଙ୍କ ନାମରେ ନାମିତ କରିବାକୁ ପ୍ରେରିତ ହୋଇଥାନ୍ତି। ଲୋକମାନେ ତାରକାମାନଙ୍କୁ ସେମାନଙ୍କର ପ୍ରେରଣା ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତ…

  • Tuesday, 01 June 2021
pratapgarh
ବିବାହ ମଣ୍ଡପରେ କନ୍ୟାର ଦବଙ୍ଗ ଷ୍ଟାଇଲ୍

ପ୍ରତାପଗଡ଼ : ହାତରେ ବନ୍ଧୁକ, ବିବାହ ମଣ୍ଡପକୁ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ପ୍ରଥମେ ଗୁଳି ଫୁଟାଇଲେ ତା’ ପରେ ବରକୁ ବରଣମାଳା ପିନ୍ଧାଇଲେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜେଠୱାରା ପୋଲିସ…

  • Tuesday, 01 June 2021