• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Covid 19
ଡରେଇଲା ମୃତ୍ୟୁ ସଂଖ୍ୟା: ଆଖି ବୁଜିଲେ ୪୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି। ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା। ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି…

murder
ଘରୁ ଡାକିନେଇ ମାରିଦେଲେ

ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ।  ମୃତକ ଜଣକ କାର୍ତ୍ତିକ ସାହୁ ବୋଲି ଜଣାପଡିଛି । ସୂଚନା ମୁତାବକ ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ବଚସାରୁ…

  • Tuesday, 08 June 2021
corona patient
ରାଜ୍ୟରେ କମୁଛି ମହାମାରୀ ପ୍ରକୋପ ! ଦିନକରେ ବାହାରିଲେ ୫୮୯୬ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ମହାମାରୀର ପ୍ରକୋପ କମି କମି ଆସୁଛି। ଦୈନିକ ସଂକ୍ରମଣ ତାଲିକାକୁ ଦେଖିଲେ ଏହା ସହଜରେ ଅନୁମାନ କରିହୁଏ। ଗତକାଲି ରାଜ୍ୟରେ ୬୧୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୫୮୯୬  ରୋଗୀ। ସେମାନଙ୍କ ମଧ୍ୟରୁ ୩୩୩୨…

Untitled-1
ଓଟିଟି ପ୍ଲାଟଫର୍ମରେ ‘ଦି ମାଉଣ୍ଟେନ୍ ହକି’ ରିଲିଜ୍

ସମ୍ବଲପୁର : ଓଟିଟି ପ୍ଲାଟଫର୍ମରେ ପ୍ରଥମ ଓଡିଆ ଡକ୍ୟୁମେଣ୍ଟାରୀ ରିଲିଜ୍ ହୋଇଛି । ଓଡ଼ିଶାରେ ହକି ଖେଳ ପ୍ରଶିକ୍ଷଣରେ ପ୍ରତିବନ୍ଧକ ଏବଂ ସଫଳତାକୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ‘ଦି ମାଉଣ୍ଟେନ୍ ହକି’ ହଟ୍‌ଷ୍ଟାରରେ ରିଲିଜ୍ ହୋଇଛି। ଆଦିବାସୀ ଝିଅମାନଙ୍କୁ ହକି ଟ୍ରେନିଂ…

  • Tuesday, 08 June 2021
jeff
ମହାକାଶ ଭ୍ରମଣରେ ଯିବେ ଆମାଜନ୍ ସିଇଓ ଜେଫ୍ ବେଜୋସ୍‌

ପିଲାଦିନର ସ୍ୱପ୍ନ ସତ ହେବ । ମହାକାଶ ଯାତ୍ରା କରିବେ ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ । ଭାଇ ସହ ଦୁଃସାହସିକ ମହାକାଶ ଯାତ୍ରା କରିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନିଜ କମ୍ପାନୀ’…

  • Tuesday, 08 June 2021
abhishek
ଏୟାର ଲିଫ୍ଟ ହେବେ ଆଉ ଜଣେ ରୋଗୀ, ହେଲେ ଅର୍ଥ ସାଜିଛି ବାଧକ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସାଧନ ନାହିଁ। କରୋନାର ଦ୍ୱିତୀୟ ଲହର ଘାତକ ସାଜିଛି। ଫୁସ୍‌ଫୁସ୍‌କୁ ସଂକ୍ରମିତ ହୋଇ ଏହାକୁ ନଷ୍ଟ କରି ଦେଉଛି। ଏପରିକି ଚିକିତ୍ସା ପାଇଁ ସମୟ ମିଳୁନି ରୋଗୀଙ୍କୁ। ଫଳରେ ଚାଲିଯାଉଛି…

vaccine
୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ

ନୂଆଦିଲ୍ଲୀ : ବିଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ଏସଓପିରେ ପରିବର୍ତ୍ତନ । ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ  । କେନ୍ଦ୍ର ସରକାର ବିଦେଶ ଯାଉଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରି…

  • Tuesday, 08 June 2021
romeo
ଶତ୍ରୁଙ୍କ ହୋସ ଉଡ଼ାଇବ ଭାରତର ‘ରୋମୀୟ’

ନୂଆଦିଲ୍ଲୀ : ଥରହର ଶତ୍ରୁ ଦେଶ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଦୀର୍ଘ ଦଶ ବର୍ଷର ଅପେକ୍ଷା ପରେ ଶେଷର ଭାରତୀୟ ନୌସେନାକୁ ଖୁବ ଶୀଘ୍ର ଅନେକ ସ୍ୱତନ୍ତ୍ରତା ଥିବା ହେଲିକପ୍ଟର ରୋମୀୟ ମିଳିବ । ରୋମୀୟ…

  • Tuesday, 08 June 2021
who
ଭାରତକୁ WHOର ଚେତାବନୀ : ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦପୂର୍ଣ୍ଣ

ନୂଆଦିଲ୍ଲୀ : ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ…

  • Tuesday, 08 June 2021
fire
ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ, ୧୮ ମୃତ

ପୁଣେ: ମହାରାଷ୍ଟ୍ର ପୁଣେର ଏକ ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଏହି ଅଗ୍ନିକାଣ୍ଡରେ ୧୮ଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ୨୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାର ଖବର ମଧ୍ୟ ଆସିଛି। ଆଜି କାରଖାନାର ସାନିଟାଇଜର ଉତ୍ପାଦନ ୟୁନିଟ୍‌ରେ ହଠାତ୍ କୌଣସି…

  • Monday, 07 June 2021
Ecmo
ରାଜ୍ୟରେ ଆଉ କେତେ ରୋଗୀ ଏୟାର ଲିଫ୍ଟ ହେବେ?

ଦ୍ୱିତୀୟ ଲହରୀରେ ଅଧିକ ପ୍ରାଣଘାତୀ ପାଲଟିଛି କରୋନା। ରୋଗୀଙ୍କ ସିଧା ଫୁସଫୁସକୁ ଆକ୍ରମଣ କରୁଛି, ଦିନ କେଇଟାରେ ଜୀବନ ନାଶୁଛି

Yang-Tika
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବ ବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ।

Puri
ଜନଶୂନ୍ୟ ବେଳାଭୂମିରେ କେବଳ ଶୁଭୁଛି ସମୁଦ୍ରର ଗର୍ଜନ

ପୁରୀ: ଜଗନ୍ନାଥ ଧାମ ପୁରୀ ଏଠାରେ ଲାଗିଥାଏ ଲକ୍ଷଲକ୍ଷ ଲୋକଙ୍କ ଗହଳ ଚହଳି। ହେଲେ କରୋନା ଲକଡାଉନ୍ ଯୋଗୁ ଶୂନଶାନ ହୋଇଯାଇଛି ଶ୍ରୀକ୍ଷେତ୍ର, ଖାଁ ଖାଁ ମହୋଦଧି କୂଳ କଟକଣା ଯୋଗୁ ରଶି ଓ ପଲିଥିନ୍ ତଳେ ବନ୍ଧା ଅଣ ନିଶ୍ୱାସୀ…

  • Monday, 07 June 2021
PDS
ଖବର ବାଜିଲା, କାର୍ଯ୍ୟାନୁଷ୍ଠାନ ହେଲା

କରୋନା ସଂକ୍ରମଣ ବେଳେ ପିଡିଏସ୍ ସାମଗ୍ରୀ ହରିଲୁଟ ଖବର ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର।

  • Monday, 07 June 2021
hundred-trend
ମହଙ୍ଗାମାଡ଼ରେ ଆକ୍ତାମାକ୍ତା ଗ୍ରାହକ: ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍

ଭୁବନେଶ୍ୱର: ରାଜ୍ୟରେ ସହରକୁ ସହର ଡେଇଁ ଚାଲିଛି ପେଟ୍ରୋଲ ଦରର ସେଞ୍ଚୁରୀ ଟ୍ରେଣ୍ଡ୍। ଆଗ କାଲିମେଳା, ପରେ ମାଲକାନାଗିରି ଆଉ ଆଜି କୋରାପୁଟ ସାଙ୍ଗକୁ ଜୟପୁରରେ ତେଲ ଦର ଶହେକୁ ଛୁଇଁଛି। ଗାଡ଼ିରେ ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପର ଏ…

  • Monday, 07 June 2021
corona death
ସଂକ୍ରମଣ କମୁଛି ହେଲେ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌

ଦେଶରେ ଦୈନିକ ସଂକ୍ରମଣରେ ବି ଘଟୁଛି ଦ୍ରୁତ ଅବନତି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୬୧ ଦିନରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। କ୍ରମାଗତ ୯ଦିନ ଧରି ସଂକ୍ରମଣ ୨ଲକ୍ଷ ତଳେ ରହିବା ପରେ ଆଜିର ରିପୋର୍ଟରେ ଲକ୍ଷେ ଛୁଇଁଛି।

  • Monday, 07 June 2021
mango
ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା

ସାଧାରଣ ଭାବରେ ଖରାଦିନରେ ଆମର ଦରଦାମ କମ୍ ରହେ। କାରଣ ଏହି ସମୟରେ ଆମ୍ବର ଉତ୍ପାଦନ ଅଧିର ରହେ। କିନ୍ତୁ ଯେତେବେଳେ ଶୁଣାଯାଏ କି ଗୋଟିଏ ଆମ୍ବର ଦାମ୍‌ ୧ ହଜାର ଟଙ୍କା? ସେତେବେଳେ ହୁଏତ ଏପରି ଖବରକୁ ଆପଣ ବିଶ୍ୱାସ କରିପାରିବେ ନାହିଁ।

  • Monday, 07 June 2021
1
ଅଫିସ୍ କାର୍ଯ୍ୟ ହେତୁ ଚାପରେ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଅଫିସ୍ କାର୍ଯ୍ୟ ହେତୁ ଚାପ ଏବଂ ଚିନ୍ତା ବଢିବା ସ୍ୱାଭାବିକ। କିନ୍ତୁ କରୋନା କାରଣରୁ ଯେବେଠାରୁ ଘର ଅଫିସ୍ କାମ ଚାଲିଛି ଲୋକଙ୍କ ଉପରେ ଚାପ ଅଧିକ ପଡୁଥିବା ଦେଖାଯାଉଛି। ବାସ୍ତବରେ, ଘର ପରିବେଶରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକର ମୁକାବିଲା…

  • Monday, 07 June 2021
ଅଜବ ବେମାରୀ : ଆଜିଯାଏ ଖୋଲୁନି ରହସ୍ୟ

୨୦୧୯ ମସିହାରେ ଚାଇନାର ବୁହାନରୁ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣ ବିଷୟରେ ଅନେକ କଥା ସ୍ପଷ୍ଟ ହୋଇ ନାହିଁ। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଦ୍ରୁତ ଗତିରେ ବ୍ୟାପିଥିବା ଏହି ରହସ୍ୟମୟ ଭାଇରସ୍ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି। କରୋନା ବିଷୟରେ…

  • Monday, 07 June 2021
modi
ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ଘୋଷଣା କଲେ ପ୍ରଧାନମନ୍ତ୍ରୀ

କରୋନା ମହାମାରୀ ସମୟରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମାଗଣା ଟିକା ସହ ମାଗଣା ରାସନ ବି ଘୋଷଣା କଲେ ମୋଦି।

modi
ସମସ୍ତ ଦେଶବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା: ମୋଦି

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା। ସମସ୍ତଙ୍କୁ ମାଗଣା ଟିକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍…