ଜଳ ଉପରେ ଶୈବାଳର ମୋଟା ଆସ୍ତରଣ ବିଗିଡ଼ିଲା ଅକ୍ସିଜେନ୍ ଲେବେଲ୍ ବିପଦରେ ଜଳଜୀବ ରିପୋର୍ଟରେ ଖୁଲାସା ବାରାଣାସୀ: ଗାଧୋଇବା ଯୋଗ୍ୟ ନୁହେଁ ପବିତ୍ର ଗଙ୍ଗାନଦୀର ପାଣି । ଗଙ୍ଗାର ପାଣି ସମ୍ପୂର୍ଣ୍ଣ ରୂପେ ସବୁଜ ରଙ୍ଗରେ ପରିଣତ ହୋଇସାରିଛି । ପାଣି…
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର…
କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି।
ଭୁବନେଶ୍ୱର: ଭଞ୍ଜନଗର ବାଇପାସ୍ର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…
ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ…
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ରିକେଟର ହାର୍ଲିନ ଦେଓଲ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ବିରାଟ କୋହଲିଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଥିବା ଅନୁଷ୍କା କିଛି ଦିନ ପୂର୍ବରୁ…
କୋଲକାତା: ପଶ୍ଚିମବଙ୍ଗର ହେଭିୱେଟ୍ ନେତା ମୁକୁଲ ରୟଙ୍କ ଘର୍ ଓ୍ୱାପ୍ସି। ବିଜେପି ଛାଡ଼ି ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି। କୋଲାକାତା…
ମୁଣ୍ଡ ଉପରେ ମୌସୁମୀର କଳା ବାଦଲକୁ ଦେଖି ଚାଷୀ ମନରେ ଉଙ୍କି ମାରୁଛି ସୁନେଲି ଭବିଷ୍ୟତର ଆଶା। ଏଥର ଭଲ ବର୍ଷା ହେଲେ ଚାଷବାସ ଭଲ ହେବ, ଭଲ ଅମଳ ମିଳିବ। ତେବେ ପର ମୁହୂର୍ତ୍ତରେ ଅନ୍ନଦାତାଙ୍କୁ ବିଚଳିତ କରୁଛି ସେଇ ଗୋଟିଏ ପ୍ରଶ୍ନ ଅମଳ ସିନା କରିବ, ବିକିବ କେମିତି?
କରୋନାର କୋପରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ବି ରାଜ୍ୟର ଏମିତି ବି କିଛି ଅଞ୍ଚଳ ଅଛି, ଯେଉଁଠି କି ଏଯାଏଁ ପଶିପାରିନି ମହାମାରୀ। ଏପରିକି କରୋନାର ପ୍ରଥମ ଲହରରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର କିଛି ଗାଁ ଏବେ ବି କରୋନାମୁକ୍ତ ରହିଛି
ଗତ ବର୍ଷ ଠାରୁ, ଆମେ ସମସ୍ତେ କରୋନା ସଂକ୍ରମଣର ଭୟରେ ରହିଛେ। ଆଗରୁ ସଂକ୍ରମଣର ତୃତୀୟ ତରଙ୍ଗର ଆଶଙ୍କା ରହିଛି। ତେବେ ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଜରୁରୀ। ପିତାମାତାମାନେ ସେମାନଙ୍କର ପିଲାମାନଙ୍କର…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବରୁ ଶୁକ୍ରବାର ସାଉଥମ୍ପଟନରେ ଖବ୍ ଅଭ୍ୟାସ କରିଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି…
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ।…
ଆପଣମାନେ ଆଜିଯାଏ ଯେଉଁସବୁ ମସାଜ ବିଷୟରେ ଶୁଣିଥିବେ ସେଥିରେ ତେଲ, କ୍ରିମ୍, ଫଳ, ପନିପରିବା ଆଦି ସାମିଲ ଥିବ। କିନ୍ତୁ ତାଇୱାନରେ ଏସବୁରୁ ବାହାରେ ଆଉ ଏପରି ଏକ ମସାଜ୍ ରହିଛି ଯାହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ଏହି…
ଭୁବନେଶ୍ୱର: ପ୍ରବଳ ବର୍ଷିବ । ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ଲଘୁଚାପଜନିତ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ବର୍ଷା ପାଇଁ ସତର୍କ ରହିବାକୁ…
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨…
ପୁରା ଦେଶରେ କଂଗ୍ରେସର ସମାନ ସ୍ଥିତି। ଗୋଷ୍ଠୀ କନ୍ଦଳ, କ୍ଷମତା ଯୁଦ୍ଧ, ଦଳୀୟ ସ୍ୱାର୍ଥକୁ ଛାଡି ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଆଗରୁ ବିବାଦ ସମାଧାନ ଲାଗି ନେତାଏ ହାଇକମାଣ୍ଡଙ୍କ ନିକଟକୁ ଧାଉଁ ଥିଲେ
ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି
ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସିନେମା ଇଣ୍ଡଷ୍ଟ୍ରିରେ ପ୍ରିୟାପ୍ରୀତି ତୋଷଣ ପ୍ରସଙ୍ଗ ଏପରି ଉଠିଥିଲା ଯେ ଲୋକମାନେ ପୁଣିଥରେ ଷ୍ଟାରକିଡ୍ଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ସେବେଠାରୁ ସୋନାକ୍ଷୀ ସିହ୍ନା, ଅର୍ଜୁନ କପୁର, ଆଲିଆ…
କରୋନାର ଦ୍ୱୀତୀୟ ଲହର ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପୁଣି ଥରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି
ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା…
ଭୁବନେଶ୍ୱର: ବାହାରେ ବନ୍ଦ, ହେଲେ ଭିତରେ ଖୋଲା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି…