• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

raja
ରଜ ଉତ୍ସବର ଆଜି ଶେଷ ଦିନ

ଭୁବନେଶ୍ୱର:  ଆଜି ଶେଷ ରଜ l ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ । ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ…

ଗାଜା ଷ୍ଟ୍ରିପ ଉପରେ ପୁଣି ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ୍‌ :  ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପୁଣି ଆକ୍ରମଣ । ପାଲେଷ୍ଟାଇନ ସୀମାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ବେଲୁନ ଦକ୍ଷିଣ ଇସ୍ରାଏଲ ଅଞ୍ଚଳକୁ ଛାଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ମେ ୨୧ ରୁ ହୋଇଥିବା…

  • Wednesday, 16 June 2021
mask
କରୋନା ଭୂତାଣୁ ସହ ଲଢ଼ିବ ଭାଇରସାଇଡାଲ୍ ମାସ୍କ

ନୂଆଦିଲ୍ଲୀ: କଟନ୍ ମାସ୍କ, ସର୍ଜିକାଲ୍ ମାସ୍କ, ଥ୍ରୀ-ଲେୟର୍ ମାସ୍କ, N-95 ମାସ୍କ… କରୋନା ମହାମାରୀ ବ୍ୟାପିବା ଦିନଠୁ ଏମିତି ଅନେକ ପ୍ରକାରର ମାସ୍କ ନାଁ ଆପଣମାନେ ଶୁଣିଥିବେ। କିନ୍ତୁ ଆଗକୁ ବଜାରକୁ ଆସିବାକୁ ଯାଉଛି ଆଉ ଏକ ନୂଆ ମାସ୍କ, ଯାହାର…

  • Wednesday, 16 June 2021
coronavirus
ତଳମୁହାଁ କରୋନା ଗ୍ରାଫ୍‌: ଆଜି ବି ରାଜ୍ୟରେ ୪ ହଜାର ତଳକୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ…

ବ୍ରେକିଂ ନ୍ୟୁଜ୍‌: ୧୬ ଜୁନ୍‌

କଟକ: ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣା; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ପଛରୁ ପିଟିଲା ଭ୍ୟାନ୍, ଘଟଣାସ୍ଥଳରେ ୨ ମୃତ ଓ ଜଣେ ଆହତ। ଉଦଳା: ଜଣେ ଏସ୍ଆଇଙ୍କୁ ବାରିପଦା ଜେଲ୍ ଓ୍ୱାର୍ଡରଙ୍କ ଠେଲାପେଲା ଅଭିଯୋଗ,ମାସ୍କ ପିନ୍ଧି ନଥିବା…

  • Wednesday, 16 June 2021
vaccination
ଏଣିକି ଟିକାକରଣ ସେଣ୍ଟରରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇପାରିବ

ନୂଆଦିଲ୍ଲୀ: କରୋନା ଟିକା ନେବା ପାଇଁ ଏଣିକି ଟିକାକରଣ ସେଣ୍ଟରରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପଞ୍ଜୀକରଣ ହୋଇପାରିବ। ଯେକୌଣସି ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବେ ସେ ଚାହିଁଲେ ଭ୍ୟାକସିନେସନ୍ ସେଣ୍ଟରରେ ଯାଇ କୋୱିନ୍‌ରେ ପଞ୍ଜୀକରଣ କରାଇ…

  • Wednesday, 16 June 2021
twitter
ଗାଜିଆବାଦରେ ବୃଦ୍ଧଙ୍କୁ ମାଡ଼ ମାରିବା ମାମଲାରେ ଟ୍ୱିଟର ବିରୋଧରେ ମାମଲା ରୁଜୁ

ଗାଜିଆବାଦ : ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ ଟ୍ୱିଟର ବିରୋଧରେ ମାମଲା ରୁଜୁ । ଗାଜିଆବାଦର ଲୋନି ବୋର୍ଡର ଅଞ୍ଚଳରେ ଜଣେ ବୃଦ୍ଧଙ୍କ ସହ ମାଡପିଟ୍ ଓ ଅଭଦ୍ର ଆଚରଣର ଭିଡିଓ ଭାଇରାଲ ହେଉଛି । ଏହି ମାମଲାରେ ଟ୍ୱିଟର ବିରୁଦ୍ଧରେ…

  • Wednesday, 16 June 2021
c
ଡେଲଟା ଭାରିଏଣ୍ଟ୍ ବିରୋଧରେ ବଡ଼ କବଚ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ୍ ଡେଲଟା ବିରୋଧରେ ଅଧିକ ପ୍ରଭାବଶାଳୀ ସଞ୍ଜିବନୀର ଦୁଇ ଡୋଜ୍ । କରୋନାର ଦୁଇ ଡୋଜ୍ ଭ୍ୟାକ୍ସିନ ନେଇଥିଲେ ସଂକ୍ରମିତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା କମିଯାଏ । ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଏପରି…

  • Wednesday, 16 June 2021
Untitled-1
ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ : କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା । ରାହାଣେ ଉପଅଧିନାୟକ, ଓ୍ୱିକେଟ କିପରଭାବେ ପନ୍ତ ଓ ରିଦ୍ଧିମାନ ସାମିଲ ଅଛନ୍ତି । ଫାଇନାଲ୍ ମ୍ୟାଚ୍ ୧୮ ରୁ ୨୨…

  • Tuesday, 15 June 2021
Bikram Panda
ପ୍ରେମ ପାଇଁ ବନ୍ଧୁକ ଧରି ଯୁବକର ତୁମୁଳକାଣ୍ଡ

ବଲାଙ୍ଗୀର : କେବେ ଘଟି ନ ଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ। କେବେ ଦେଖି ନ ଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସୀ ଦୋହଲାଇ ଦେଇଛି ସମସ୍ତଙ୍କୁ। ଘରେ…

  • Tuesday, 15 June 2021
Untitled-1
ରାଜ୍ୟରେ ସରିବାକୁ ଯାଉଛି ଲକ୍‌ଡାଉନ୍ : କିପରି ରହିବ ଅନ୍‌ଲକ୍ ପ୍ରକ୍ରିୟା?

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ୍ ସରିବାକୁ ମଝିରେ ଆଉ ମାତ୍ର ଦିନେ। କରୋନା ସଂକ୍ରମଣ କମୁଥିବାରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଦେଇଛନ୍ତି କିଛି ସ୍ପଷ୍ଟ ସଙ୍କେତ। ସେ କହିଛନ୍ତି ସ୍ଥିତି ଅନୁଧ୍ୟାନ…

  • Tuesday, 15 June 2021
1
କିପରି ହେବା ଦରକାର ମଧୁମେହ ରୋଗୀଙ୍କ ଲଞ୍ଚ୍ ? ପଢନ୍ତୁ…

ମଧୁମେହ ଏପରି ଏକ ରୋଗ ଯାହା ମଣିଷକୁ ଭିତର ଓ ବାହାରୁ ସଂପୂର୍ଣ୍ଣ ଅସୁବିଧାରେ ପକାଇଥାଏ। ଆଜିର ସମୟରେ ମଧୁମେହ ଏକ ଗମ୍ଭୀର ସମସ୍ୟା ପାଲଟିଯାଇଛି। ମଧୁମେହକୁ ସଂପୂର୍ଣ୍ଣ ଆରୋଗ୍ୟ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିପାଇଁ…

  • Tuesday, 15 June 2021
ram mandir
ଘନଉଛି ରାମ ମନ୍ଦିର ଜମି କିଣା ଦୁର୍ନୀତି ମାମଲା, ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କିଣାଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯଦି କିଛି ଅନିୟମିତତା ହୋଇଥିବା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରପ୍ରଦେଶ…

favipiravir
ନକଲି ‘ଫାଭିପିରାଭିର’ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କ ଫୋର୍ସ

କଟକ: କଟକରୁ ନକଲି ଫାଭିପିରାଭିର ଜବତ ଘଟଣାର ହେବ ଜୋରଦାର ତଦନ୍ତ । ଏଥିପାଇଁ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ଗୋଟିଏ ଟିମ୍ ଗଠନ କରାଯାଇଛି । ଏହାସହ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଏନେଇ ବିଚାର ବିମର୍ଶ କରାଯାଉଛି ବୋଲି ପୋଲିସ…

  • Tuesday, 15 June 2021
Sanak
ସୁକିନ୍ଦା ଅଂଚଳରୁ ବିରଳ ସାପ ଉଦ୍ଧାର

ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ଅଧିନସ୍ଥ ଢୋଲପଥର ଗ୍ରାମର କବିର ବାଦରଙ୍କ ଘର  ମଧ୍ୟରୁ ଏକ ୫ ଫୁଟ ଲମ୍ବ ବିରଳ ପ୍ରଜାତିର ସୁନ୍ଦରୀ ସାପ ଧରାଯାଇଛି।

  • Tuesday, 15 June 2021
coronavirus
ଯାଜପୁରରେ କମୁନାହିଁ କରୋନା ସଂକ୍ରମଣ

ରାଜ୍ୟରେ କରୋନା ଗ୍ରାଫ୍‌ କମୁଥିବା ବେଳେ ଯାଜପୁର ଜିଲାରେ କମୁନାହିଁ କରୋନା ସଂକ୍ରମଣ । ଗତକାଲି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୭ ଥିବା ବେଳେ ଆଜି ଜିଲାରେ ୩୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

1
ନିଷ୍କାସିତ ଗ୍ରହରେ ବି ପାଣି ଓ ବାୟୁ ରହିଛି !

ମହାକାଶରେ ଅନେକ ପ୍ରକାରର ଆକର୍ଷଣୀୟ ଗ୍ରହ ମିଳିଥାଏ। ତେବେ ବୈଜ୍ଞାନିକମାନେ ସେହି ବାହ୍ୟଗ୍ରହ ପ୍ରତି ଆଗ୍ରହୀ, ଯେଉଁଠି ଜୀବନ ସମ୍ଭାବନା ଅଛି। ଏହି ଗ୍ରହମାନଙ୍କରେ ବୈଜ୍ଞାନିକମାନଙ୍କର ଗୋଟିଏ ଉଦ୍ଦେଶ୍ୟ ହେଉଛି  ସେହି ଗ୍ରହମାନଙ୍କୁ ଖୋଜିବା, ଯାହାର ପୃଥିବୀ ସହିତ ସମାନ ଅବସ୍ଥା…

  • Tuesday, 15 June 2021
Pakistan India China
ପାକିସ୍ତାନ-ଚୀନ୍‌ ପାଖରେ ଭାରତଠାରୁ ଅଧିକ ପରାମାଣୁ ଅସ୍ତ୍ର, ତଥାପି ଡରୁଛନ୍ତି କାହିଁକି ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ଦିନକୁ ଦିନ ବୃଦ୍ଧି ପାଉଛି । ପରମାଣୁ ଅସ୍ତ୍ର ଉପରେ ନଜର ରଖୁଥିବା ଆନ୍ତର୍ଜାତୀୟ ସଂସ୍ଥା ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନ (SIPRI) ଏକ ରିପୋର୍ଟରେ ଦାବି କରିଛି ଯେ ଗତ ବର୍ଷ…

Untitled-1
ସ୍ୱାମୀ ନୂଆ ପ୍ରେମିକା କରିବାରୁ ୫ ପିଲାଙ୍କୁ ମାରିଦେଲା କଂସେଇ ମା’

ନୂଆଦିଲ୍ଲୀ : ମା’ର ପ୍ରେମ ସବୁଠୁ ଉର୍ଦ୍ଧ୍ୱରେ ବୋଲି କୁହାଯାଏ। ନିଜ ପିଲାମାନଙ୍କୁ ଯେତିକି ଭଲ ପାଇବା ମା ଦିଏ, ବୋଧହୁଏ ଏ ଦୁନିଆରେ ଆଉ କେହି ଦେବେନି। ଖାଲି ସେତିକି ନୁହେଁ ମା ହିଁ ସାଜିଥାଏ ନିଜ ପିଲାର ସୁରକ୍ଷା…

  • Tuesday, 15 June 2021
Lav agrawal
"କୌଣସି ପରିସ୍ଥିତିରେ ବି ଲୁଚାଯିବନି କରୋନା ମୃତ୍ୟୁ ସଂଖ୍ୟା"

କାରୋନା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ବଡ଼ ସୂଚନା ଦେଇଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ଲହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି।

  • Tuesday, 15 June 2021
Untitled-1
ମଡ୍-ବାଥ୍ ଫଟୋକୁ ନେଇ ଟ୍ରୋଲ୍ ହେଲେ ଉର୍ବଶୀ

ମୁମ୍ବାଇ : ବଲିଉଡ୍ ଦୁନିଆରେ ଯଦି କିଛି ହଟ୍ ନାୟିକାଙ୍କୁ ଖୋଜାଯାଏ ତେବେ ଉର୍ବଶୀ ରୌତେଲା ଏଥିରୁ ବାଦ୍ ପଡିବେ ନାହିଁ। ସୁଟିଂ ସେଟ୍‌ରେ ଥିବା ସିନ୍‌କୁ ନେଇ ହେଉ ବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଘଟଣାକୁ ନେଇ…

  • Tuesday, 15 June 2021
Queen
ଏମିତି ରାଣୀ ଯାହାଙ୍କ ଆମନ୍ତ୍ରଣରେ ଆସେ ବର୍ଷା

ଅଜବ ପରମ୍ପରା: ରାଣୀମାନେ ବିବାହ କରନ୍ତି ନାହିଁ। ବରଂ ନିଜ ପରିବାରର ପୁରୁଷଙ୍କ ସହ ସମ୍ପର୍କ ରଖି ସନ୍ତାନ ଜନ୍ମ ଦେଇଥାନ୍ତି। ତେବେ ସେହି ପୁରୁଷ ରାଣୀଙ୍କର ପତି ବା ସାଥୀ ହୋଇ ରୁହେ ନାହିଁ। ସେ କେବଳ ଘର କାମ କରେ । ବାହାରକୁ ଯିବାକୁ ଅନୁମତି ତାକୁ ମିଳେ ନାହିଁ।

  • Tuesday, 15 June 2021
school
ସ୍କୁଲ ଖୋଲ, ଆମେ ଗଧ ହେଲୁଣି

ମହାମାରୀ କରୋନାର ପ୍ରକୋପରେ ଦୀର୍ଘ ଦିନରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆଉ ଏହାରି ମଧ୍ୟରେ ପାଠ ଭୁଲି ଗଲେଣୀ ଶିକ୍ଷାର୍ଥୀ। ତେଣୁ ତୁରନ୍ତ ବିଦ୍ୟାଳୟ ଖୋଲିବାକୁ ନିବେଦନ କରୁଛନ୍ତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହେଲାଣି ଯେ, ନିଜ ତଳ ଶ୍ରେଣୀର ପାଠ ବି ସଠିକ୍‌ ଭାବରେ କହିପାରୁନାହାନ୍ତି ପିଲା

  • Tuesday, 15 June 2021
Untitled-1
ରାସ୍ତା ମଝିରେ ଗାଡି ଅଟକାଇ ମହିଳାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏମିତି ଏକ କାମ କରି ସାରା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ…

  • Tuesday, 15 June 2021
ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୧୫

କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ରାହାଣେ ଉପଅଧିନାୟକ, ଓ୍ୱିକେଟ କିପର ଭାବେ ପନ୍ତ ଓ ରିଦ୍ଧିମାନ ସାମିଲ ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଅଶ୍ୱିନ,…

  • Tuesday, 15 June 2021