ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ…
ମୁମ୍ବାଇ : ମୁମ୍ବାଇରେ ତିନି ଦିନ ହେଲା ମୂଷଳଧାରାରେ ବର୍ଷା ଜାରି ରହିଛି । ମାତ୍ର ୧୧ ଦିନରେ ମାୟାନଗରୀ ମୁମ୍ବାଇରେ ମାସକରେ ଯେତିକି ବର୍ଷା ହେବା କଥା ହୋଇସାରିଛି । ବର୍ତ୍ତମାନନ ସୁଦ୍ଧା ମୁମ୍ବାଇରେ ୫୬୫.୨ ମିମିର ବର୍ଷା ରେକର୍ଡ…
ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି…
ନୂଆଦିଲ୍ଲୀ : ୧୫ ଦିନ ଚାଲିପାରିଲାନି ଡ୍ରାଇଭ୍ ଥ୍ରୁ ଭ୍ୟାକ୍ସିନେସନ୍ । କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଖୋଲାଯାଇଥିବା ପ୍ରଥମ ଡ୍ରାଇଭ-ଥ୍ରୁ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ…
ସେଣ୍ଟଜୋନ୍ସ : ପଳାତକ ହୀରା ବ୍ୟକବାସୀଙ୍କୁ ଶକ୍ତ ଝଟକା । ପିଏନବି ସ୍କାମର ଅନ୍ୟତମ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମସ୍ୟା ବଢ଼ିଯାଇଛି । ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ଡୋମିନିକା ହାଇକୋର୍ଟ…
ଜଳ ଉପରେ ଶୈବାଳର ମୋଟା ଆସ୍ତରଣ ବିଗିଡ଼ିଲା ଅକ୍ସିଜେନ୍ ଲେବେଲ୍ ବିପଦରେ ଜଳଜୀବ ରିପୋର୍ଟରେ ଖୁଲାସା ବାରାଣାସୀ: ଗାଧୋଇବା ଯୋଗ୍ୟ ନୁହେଁ ପବିତ୍ର ଗଙ୍ଗାନଦୀର ପାଣି । ଗଙ୍ଗାର ପାଣି ସମ୍ପୂର୍ଣ୍ଣ ରୂପେ ସବୁଜ ରଙ୍ଗରେ ପରିଣତ ହୋଇସାରିଛି । ପାଣି…
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର…
କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି।
ଭୁବନେଶ୍ୱର: ଭଞ୍ଜନଗର ବାଇପାସ୍ର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…
ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ…
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ରିକେଟର ହାର୍ଲିନ ଦେଓଲ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ବିରାଟ କୋହଲିଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଥିବା ଅନୁଷ୍କା କିଛି ଦିନ ପୂର୍ବରୁ…
କୋଲକାତା: ପଶ୍ଚିମବଙ୍ଗର ହେଭିୱେଟ୍ ନେତା ମୁକୁଲ ରୟଙ୍କ ଘର୍ ଓ୍ୱାପ୍ସି। ବିଜେପି ଛାଡ଼ି ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି। କୋଲାକାତା…
ମୁଣ୍ଡ ଉପରେ ମୌସୁମୀର କଳା ବାଦଲକୁ ଦେଖି ଚାଷୀ ମନରେ ଉଙ୍କି ମାରୁଛି ସୁନେଲି ଭବିଷ୍ୟତର ଆଶା। ଏଥର ଭଲ ବର୍ଷା ହେଲେ ଚାଷବାସ ଭଲ ହେବ, ଭଲ ଅମଳ ମିଳିବ। ତେବେ ପର ମୁହୂର୍ତ୍ତରେ ଅନ୍ନଦାତାଙ୍କୁ ବିଚଳିତ କରୁଛି ସେଇ ଗୋଟିଏ ପ୍ରଶ୍ନ ଅମଳ ସିନା କରିବ, ବିକିବ କେମିତି?
କରୋନାର କୋପରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ବି ରାଜ୍ୟର ଏମିତି ବି କିଛି ଅଞ୍ଚଳ ଅଛି, ଯେଉଁଠି କି ଏଯାଏଁ ପଶିପାରିନି ମହାମାରୀ। ଏପରିକି କରୋନାର ପ୍ରଥମ ଲହରରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର କିଛି ଗାଁ ଏବେ ବି କରୋନାମୁକ୍ତ ରହିଛି
ଗତ ବର୍ଷ ଠାରୁ, ଆମେ ସମସ୍ତେ କରୋନା ସଂକ୍ରମଣର ଭୟରେ ରହିଛେ। ଆଗରୁ ସଂକ୍ରମଣର ତୃତୀୟ ତରଙ୍ଗର ଆଶଙ୍କା ରହିଛି। ତେବେ ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଜରୁରୀ। ପିତାମାତାମାନେ ସେମାନଙ୍କର ପିଲାମାନଙ୍କର…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବରୁ ଶୁକ୍ରବାର ସାଉଥମ୍ପଟନରେ ଖବ୍ ଅଭ୍ୟାସ କରିଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି…
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ।…
ଆପଣମାନେ ଆଜିଯାଏ ଯେଉଁସବୁ ମସାଜ ବିଷୟରେ ଶୁଣିଥିବେ ସେଥିରେ ତେଲ, କ୍ରିମ୍, ଫଳ, ପନିପରିବା ଆଦି ସାମିଲ ଥିବ। କିନ୍ତୁ ତାଇୱାନରେ ଏସବୁରୁ ବାହାରେ ଆଉ ଏପରି ଏକ ମସାଜ୍ ରହିଛି ଯାହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ଏହି…
ଭୁବନେଶ୍ୱର: ପ୍ରବଳ ବର୍ଷିବ । ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ଲଘୁଚାପଜନିତ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ବର୍ଷା ପାଇଁ ସତର୍କ ରହିବାକୁ…
ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨…
ପୁରା ଦେଶରେ କଂଗ୍ରେସର ସମାନ ସ୍ଥିତି। ଗୋଷ୍ଠୀ କନ୍ଦଳ, କ୍ଷମତା ଯୁଦ୍ଧ, ଦଳୀୟ ସ୍ୱାର୍ଥକୁ ଛାଡି ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଆଗରୁ ବିବାଦ ସମାଧାନ ଲାଗି ନେତାଏ ହାଇକମାଣ୍ଡଙ୍କ ନିକଟକୁ ଧାଉଁ ଥିଲେ
ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି