ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ, ଆଉ ଶେଷରେ ଆଖି ବୁଜିଲେ। ଠିକ୍ ସେଭଳି ପୁରୀ ଆଇଡିଏଚ୍…
୧୯୫୭ ମସିହାରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା ନ୍ୟାସନାଲ ଆଥ୍ଲେଟିକ୍ସ ମିଟ୍। ୨ଶହ ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ମିଲ୍ଖା ସିଂ
କରୋନା ପାଇଁ ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। ହେଲେ ବିକଳ୍ପ ବ୍ୟବସ୍ଥାରେ ମିଳିବ ମାର୍କ। ମାଟ୍ରିକ ଓ ପ୍ରାକ୍ଟିକାଲ୍ ପରୀକ୍ଷା ଆଧାରରେ ହେବ ଯୁକ୍ତ ଦୁଇ ମୂଲ୍ୟାୟନ। ହେଲେ ଏହି ବ୍ୟବସ୍ଥାକୁ ନେଇ ଏବେଠାରୁ ପ୍ରଶ୍ନ ଉଠାଇଲେଣି ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ।
କଲମ ବଦଳରେ ହଳ ଧରିଛନ୍ତି ଆଦିବାସୀ ଛାତ୍ରୀ। ସୋମେ।ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ
ଲକଡାଉନ ଯୋଗୁଁ ବିକ୍ରିହୋଇ ପାରୁନି ଆମ୍ବ ,ଚିନ୍ତାରେ ଆମ୍ବ ଚାଷୀ। ଚଳିତ ବର୍ଷ ଭଲ ଆମ୍ବ ହୋଇଥିବା ବେଳେ କରୋନା କଟକଣା ଯୋଗୁଁ ସରକାର ଲକଡାଉନ ଘଷଣା କରିଛନ୍ତି। ସେଥିପାଇଁ ବିକ୍ରୟ ପାଇଁ ବିକ୍ରିର ସୁବିଧା ସୁଯୋଗ ନଥିବା ବେଳେ ବାହାର ଜିଲ୍ଲାକୁ ମଧ୍ୟ ଆମ୍ବ ଯାଇ ପାରୁନି
ଭୁବନେଶ୍ୱର: ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି…
ସାଉଥମ୍ପଟନ: ଇଂଲଣ୍ଡର ସାଉଥମ୍ପଟନ୍ରେ ଚାଲିଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲ ମ୍ୟାଚ। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଦୁଇ ଓପନ୍ର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଭଲ ଆରମ୍ଭ କରିଥିବା…
୧୦ ଟଙ୍କିଆ ନୋଟ୍ ଦେଲେ ମିଳିବ ୩୦ ହଜାର ଟଙ୍କା। ହୁଏତ ଏହି ଖବର ଶୁଣିବା ପରେ ଆପଣ କହିବେ ଏହା ଗୁଜବ ବୋଲି। କିନ୍ତୁ ଏହା ପୂରା ସତ୍ୟ। ଯଦି ଆପଣଙ୍କ ଘରେ କେଉଁଠାରେ ବି ଏକ ନିର୍ଦ୍ଧିଷ୍ଟ ପ୍ରକରର ୧୦ ଟଙ୍କିଆ ଥାଏ ତେବେ ଆପଣମାନେ ତାହା ବଦଳରେ ୩୦ ହଜାର ଟଙ୍କା ପାଇବେ
ନୟାଗଡ଼: କରୋନା ନାଁ ଶୁଣିବା ମାତ୍ରକେ ସତେ ଯେପରି ଛାତି ଥରି ଉଠୁଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏ ସବୁ ବର୍ଗର ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। କରୋନା କେତେ ଯେ ଘର ଭାଙ୍ଗିସାରିଲାଣି ଆଉ କେତେ ଯେ…
ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ। ଆଉ ଏହାକୁ ନଜରରେ ରଖି ଅନେକ ରାଜ୍ୟ ମଧ୍ୟ ଲକଡାଉନ୍ କୋହଳ କରିବା ସହ ଲକଡାଉନ୍ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି
ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ପ୍ରେମିକର ଦ୍ୱିତୀୟ ବିବାହକୁ ରୋକିବା ଲାଗି SDM ଙ୍କ ପାଖରେ ଗୁହାରି କରିଛନ୍ତି ପ୍ରେମିକା। SDM ଙ୍କୁ ନିଜ ଅଫିସରେ ଭେଟିବା ସହ ସର୍ବସମ୍ମୁଖରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ଜଣେ ପ୍ରେମିକା
ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ଟିକା ନେଇନାହାଁନ୍ତି ପାଖାପାଖି ୨ ଲକ୍ଷ କୋଭିଡ୍ ଯୋଦ୍ଧା। ଏମାନଙ୍କ ମଧ୍ୟରେ ରହିଛନ୍ତି ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟକର୍ମୀ। ସେହିପରି ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ମଧ୍ୟ ଟିକାକରଣ କରାଯାଇନାହିଁ।…
ମୁମ୍ବାଇ : ସୁପରଷ୍ଟାର ରଜନୀକାନ୍ତ ୧୮ ଜୁନ୍ ରାତିରେ ଆମେରିକା ଯାଇଛନ୍ତି। କୁହାଯାଉଛି ଯେ ସେ ସେଠାରେ କିଛି ସପ୍ତାହ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଏହି କାରଣରୁ ରଜନୀକାନ୍ତଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇ ବିମାନବନ୍ଦରରେ ଦେଖିବାକୁ…
ଜୁନ୍ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍ରୁ ଖାଇବା ଅର୍ଡର କରିଥିଲେ।ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା
ଯୋଗ ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିଥାଏ। ଯୋଗର ସବୁଠାରୁ ବଡ଼ ଓ ଲାଭଦାୟକ ଅଂଶ ହେଲା ସୂର୍ଯ୍ୟନମସ୍କାର। ସୂର୍ଯ୍ୟ ନମସ୍କାର ଶରୀରରେ ପ୍ରାଣଶକ୍ତି ବୃଦ୍ଧି କରିବା ସହ ଏକ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। କେତେକ ପ୍ରକାରର ଆସନର ମିଶ୍ରଣରେ…
ମଣିଷଙ୍କ ପରେ ଏବେ ବନ୍ୟ ଜନ୍ତୁଙ୍କୁ ମଧ୍ୟ ଆକ୍ରମଣ କଲାଣି କରୋନା। ଚେନ୍ନାଇ ଏରିଗ୍ନର ଚିଡ଼ିଆଖାନାର ୪ଟି ସିଂହଙ୍କୁ କରୋନା ହୋଇଥିବା ଜଣାପଡ଼ିଛି।
ଭୁବନେଶ୍ୱର: ‘ଭ୍ୟାକ୍ସିନ୍ ନେବା ପରେ ଯେ କୋଭିଡ ହେବନି, ଏପରି କିଛି ନାହିଁ। ବିଭିନ୍ନ ଭ୍ୟାକ୍ସିନ୍ ୭୦ରୁ ୯୦ ପ୍ରତିଶତ ମଧ୍ୟରେ କାର୍ଯ୍ୟ କରୁଛି। ଭ୍ୟାକ୍ସିନ୍ ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି’ ବୋଲି ସ୍ୱାସ୍ଥ୍ୟ…
ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସଂପର୍କ ଥିବାରୁ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି। ପ୍ରେସମିଟ୍ରେ ଏନେଇ ଦାବି ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର
ସାରା ବିଶ୍ଵ ଯୋଗ ଦିବସ ପାଳନ କରୁଛି। ବର୍ତ୍ତମାନ ମଣିଷର ଆଧ୍ୟାତ୍ମିକ ଜୀବନକୁ ପୁନରୁଦ୍ଧାର କରାଯାଇ ଯୋଗକୁ ଜୀବନର ଏକ ପ୍ରଧାନ ଅଂଶ କରାଯାଇ ପାରିଛି। ଆଧ୍ୟାତ୍ମିକ ମାର୍ଗରେ ଚରମ ଲକ୍ଷ୍ୟ ହେଉଛି ଯୋଗର ମୂଳ ପ୍ରସଙ୍ଗ। ଆଧ୍ୟାତ୍ମିକ ଜୀବନର ଲକ୍ଷ…
ରାଉରକେଲା: କୋଭିଡ୍ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର କବିତା ଦନ୍ତାଳୀ। ଜୁନ ୧୭ ତାରିଖ ଅପରାହ୍ନ ୪ଟାରେ ସେ…
ନୂଆଦିଲ୍ଲୀ : ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ହେବା ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ…
ଭୁବନେଶ୍ୱର : କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି ବିଜେପି । ରାଜ୍ୟରେ କୋଭିଡ୍ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି…
ଭୁବନେଶ୍ୱର : ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍ନିକାଲ୍ କମିଟି ଗଠନ କରାଯାଇଛି। ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି…
ହାତୀଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ ଇୟର ଟୁ ଦ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ବନ ବିଭାଗ ସହ ବୈଠକ…