• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Ministers
ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ କି ମୋଦି?

କେନ୍ଦ୍ର ମନ୍ତ୍ରିମଣ୍ଡରେ ଅଦଳବଳଦ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଆଜି ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ପ୍ରକାର କଳ୍ପନାଜଳ୍ପନା ଜୋର ଧରିଛି।

  • Friday, 11 June 2021
old-man
ଜଙ୍ଗଲରୁ ଉଦ୍ଧାର ବୃଦ୍ଧାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭଞ୍ଜନଗର ବାଇପାସ୍‌ର ଏକ ନିର୍ଜନ ସ୍ଥାନରୁ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବୃଦ୍ଧାଙ୍କୁ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର…

  • Friday, 11 June 2021
Puri Ratha Yatra
ଚକାନୟନ ସହ ମିଶିବନି ଭକ୍ତର ନୟନ, ଘାଣ୍ଟି ଚକଟି ହେଉଛି ଭକ୍ତର ମନ ! ଆଖିରେ ଲୁହ ମନରେ କୋହ..

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଭକ୍ତଶୂନ୍ୟ ରଥଯାତ୍ରା କଥା ଶୁଣି ଘାଣ୍ଟି ଚକଟି ହେଉଛି ଭକ୍ତର ମନ । ମହାମାରୀ କମିନଥିବାରୁ ଗତଥର ଭଳି ଏଥର ବି ବଡ଼ଦାଣ୍ଡକୁ ବାରଣ ନେଇ ସରକାରଙ୍କ ନିଷ୍ପତ୍ତି ନିରାଶ କରିଛି ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ…

Harleen Deol 2
ଫିଲ୍ମ ହିରୋଇନଠାରୁ କମ୍ ନୁହଁନ୍ତି ଏହି ମହିଳା କ୍ରିକେଟର, ଅନୁଷ୍କାଙ୍କୁ କମେଣ୍ଟ କରି ଚର୍ଚ୍ଚାରେ..

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ରିକେଟର ହାର୍ଲିନ ଦେଓଲ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ବିରାଟ କୋହଲିଙ୍କ ସହ ଇଂଲଣ୍ଡ ଗସ୍ତରେ ଯାଇଥିବା ଅନୁଷ୍କା କିଛି ଦିନ ପୂର୍ବରୁ…

mukul
ବିଜେପି ଛାଡ଼ି ପୁଣି ଥରେ ଟିଏମ୍‌ସିକୁ ଫେରିଲେ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗର ହେଭିୱେଟ୍ ନେତା ମୁକୁଲ ରୟଙ୍କ ଘର୍ ଓ୍ୱାପ୍ସି। ବିଜେପି ଛାଡ଼ି ସେ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି। ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି। କୋଲାକାତା…

  • Friday, 11 June 2021
MANDI
କେବେ ଦୂର ହେବ ଚାଷୀଙ୍କ ମଣ୍ଡି ଟେନସନ୍‌?

ମୁଣ୍ଡ ଉପରେ ମୌସୁମୀର କଳା ବାଦଲକୁ ଦେଖି ଚାଷୀ ମନରେ ଉଙ୍କି ମାରୁଛି ସୁନେଲି ଭବିଷ୍ୟତର ଆଶା। ଏଥର ଭଲ ବର୍ଷା ହେଲେ ଚାଷବାସ ଭଲ ହେବ, ଭଲ ଅମଳ ମିଳିବ। ତେବେ ପର ମୁହୂର୍ତ୍ତରେ ଅନ୍ନଦାତାଙ୍କୁ ବିଚଳିତ କରୁଛି ସେଇ ଗୋଟିଏ ପ୍ରଶ୍ନ ଅମଳ ସିନା କରିବ, ବିକିବ କେମିତି?

  • Friday, 11 June 2021
Corona-Free
ଏ ଗାଁକୁ କେମିତି ଛୁଇଁଲାନାହିଁ କରୋନା?

କରୋନାର କୋପରେ ସାରା ଦୁନିଆ ତ୍ରାହି ତ୍ରାହି ଡାକୁଥିବା ବେଳେ ଆଜି ବି ରାଜ୍ୟର ଏମିତି ବି କିଛି ଅଞ୍ଚଳ ଅଛି, ଯେଉଁଠି କି ଏଯାଏଁ ପଶିପାରିନି ମହାମାରୀ। ଏପରିକି କରୋନାର ପ୍ରଥମ ଲହରରେ ସବୁଠୁ ଅଧିକ ପ୍ରଭାବିତ ଗଂଜାମ ଜିଲ୍ଲାର କିଛି ଗାଁ ଏବେ ବି କରୋନାମୁକ୍ତ ରହିଛି

  • Friday, 11 June 2021
Untitled-1
କରୋନା କାଳରେ ପିଲାଙ୍କ ପାଇଁ କେତେକ ସହଜ ଯୋଗାସନ

ଗତ ବର୍ଷ ଠାରୁ, ଆମେ ସମସ୍ତେ କରୋନା ସଂକ୍ରମଣର ଭୟରେ ରହିଛେ। ଆଗରୁ ସଂକ୍ରମଣର ତୃତୀୟ ତରଙ୍ଗର ଆଶଙ୍କା ରହିଛି। ତେବେ ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବା ପାଇଁ, ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଜରୁରୀ। ପିତାମାତାମାନେ ସେମାନଙ୍କର ପିଲାମାନଙ୍କର…

Virat Kohli
WTC ଫାଇନାଲ ପୂର୍ବରୁ ଖେଳାଳିଙ୍କ ଭିଡିଓ ଭାଇରାଲ କଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପୂର୍ବରୁ ଶୁକ୍ରବାର ସାଉଥମ୍ପଟନରେ ଖବ୍ ଅଭ୍ୟାସ କରିଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଏବେ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି…

odisha-unlock
ସଂକ୍ରମଣ କମ୍‌ ଥିବା ଜିଲ୍ଲାରେ ଫିଟିବ ତାଲା !

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍। କମୁଛି ଦୈନିକ ସଂକ୍ରମଣ, ଲଗାତର ଖସିଚାଲିଛି ପଜିଟିଭିଟି ରେଟ୍। ନଜର ପକାନ୍ତୁ ରାଜ୍ୟରେ ଗଲା ୫ ଦିନର ଟେଷ୍ଟ ପଜିଟିଭ୍ ରେଟ୍ ଉପରେ। ୭ ତାରିଖରେ-୯.୧, ୮ରେ-୮.୫୫, ୯ରେ-୮.୭୫, ୧୦ରେ-୮.୭୫ ଆଉ ଆଜି-୭.୯୮ ପ୍ରତିଶତ।…

  • Friday, 11 June 2021
knife massage
ଅଜବ ମସାଜ୍ : ବ୍ୟବହାର ହୁଏ ମାଂସ କଟା ଛୁରୀ

ଆପଣମାନେ ଆଜିଯାଏ ଯେଉଁସବୁ ମସାଜ ବିଷୟରେ ଶୁଣିଥିବେ ସେଥିରେ ତେଲ, କ୍ରିମ୍, ଫଳ, ପନିପରିବା ଆଦି ସାମିଲ ଥିବ। କିନ୍ତୁ ତାଇୱାନରେ ଏସବୁରୁ ବାହାରେ ଆଉ ଏପରି ଏକ ମସାଜ୍ ରହିଛି ଯାହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

  • Friday, 11 June 2021
rain
ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ବର୍ଷିବ । ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ଲଘୁଚାପଜନିତ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ବର୍ଷା ପାଇଁ ସତର୍କ ରହିବାକୁ…

pradeep-panigrahi
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ। ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୨…

sachin-pilot
ସିନ୍ଧିଆ ଓ ଜିତିନଙ୍କ ରାସ୍ତାରେ ଯିବେନି ତ ପାଇଲଟ?

ପୁରା ଦେଶରେ କଂଗ୍ରେସର ସମାନ ସ୍ଥିତି। ଗୋଷ୍ଠୀ କନ୍ଦଳ, କ୍ଷମତା ଯୁଦ୍ଧ, ଦଳୀୟ ସ୍ୱାର୍ଥକୁ ଛାଡି ନିଜସ୍ୱ ସ୍ୱାର୍ଥକୁ ଅଗ୍ରାଧିକାର ଆଗରୁ ବିବାଦ ସମାଧାନ ଲାଗି ନେତାଏ ହାଇକମାଣ୍ଡଙ୍କ ନିକଟକୁ ଧାଉଁ ଥିଲେ

  • Friday, 11 June 2021
congress
କଂଗ୍ରେସ ପାଇଁ ଘାଟା ହୋଇପାରେ UP

ଅବକ୍ଷୟ ମୁଖୀ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହୋଇଛି ସତ୍ତା ବଜାୟ ରଖିବା। ଦଳ ଦୀର୍ଘ ଦିନ ହେଲା କ୍ଷମତାରେ ନଥିବା ବେଳେ ଜଣଙ୍କ ପରେ ଜଣେ ଗାନ୍ଧୀ ପରିବାରର ବିଶ୍ୱସ୍ତ ହାତ ଛାଡିବାରେ ଲାଗିଛନ୍ତି

5
କାମ ପାଇଁ ରୋହିତଙ୍କ ପାଖେ ହାତ ଯୋଡିଥିଲେ ସାରା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସିନେମା ଇଣ୍ଡଷ୍ଟ୍ରିରେ ପ୍ରିୟାପ୍ରୀତି ତୋଷଣ ପ୍ରସଙ୍ଗ ଏପରି  ଉଠିଥିଲା ​​ଯେ ଲୋକମାନେ ପୁଣିଥରେ ଷ୍ଟାରକିଡ୍‌ଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି। ସେବେଠାରୁ ସୋନାକ୍ଷୀ ସିହ୍ନା, ଅର୍ଜୁନ କପୁର, ଆଲିଆ…

  • Friday, 11 June 2021
corona
କେତେ ସାଙ୍ଘାତିକ ହେବ କରୋନାର ତୃତୀୟ ଲହର?

କରୋନାର ଦ୍ୱୀତୀୟ ଲହର ସାରା ଦେଶକୁ କବଳିତ କରି ରଖିଥିବା ବେଳେ ପୁଣି ଥରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି

women-risj
ହେଭି ଇଲେକ୍ଟ୍ରି ଟାଓ୍ୱାର୍ ଉପରେ ଚଢିଗଲେ ମହିଳା

ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର…

  • Friday, 11 June 2021
sero-survey
ଖୁବ୍ ଶୀଘ୍ର ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା…

sealed
ସଟର ପକାଇ ବେପାର କରିବା ମହଙ୍ଗା ପଡ଼ିଲା, ପୋଲିସ ପହଞ୍ଚି ସିଲ୍‌ କଲା

ଭୁବନେଶ୍ୱର: ବାହାରେ ବନ୍ଦ, ହେଲେ ଭିତରେ ଖୋଲା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି…

corona
କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କେତେ କ୍ଷତିକାରକ?

କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର