• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona testing
ରାଜ୍ୟରେ ଚିହ୍ନଟ ହେଲେ ୩୪୦୫ କରୋନା ଆକ୍ରାନ୍ତ, ୪୨ ମୃତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯…

  • Tuesday, 15 June 2021
y
ଦ୍ୱିତୀୟ ଲହରୀରେ ଆତଙ୍କ ରଚିଥିବା ଭାଇରସର ରୂପ ପରିବର୍ତ୍ତନ : ଡେଲଟା ପ୍ଲସକୁ ନେଇ ବୈଜ୍ଞାନିକଙ୍କ ରାୟ

ନୂଆଦିଲ୍ଲୀ : କରୋନା ଭାଇରସ୍ ଲଗାତାର ରୂପ ପରିବର୍ତ୍ତନ କରୁଛି । ଏବେ କରୋନାର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି, ଯାହାକୁ ଡେଲଟା ପ୍ଲସ୍ ବା  AY 1 କୁହାଯାଉଛି । କରୋନାର ‘ଡେଲଟା’ ଭାରିଏଣ୍ଟର ରୂପାନ୍ତରିତ ରୂପ ଡେଲଟା ପ୍ଲସ୍‌,…

  • Tuesday, 15 June 2021
sitalsasthi
ଏଥର ବିନା ଶୋଭାଯାତ୍ରାରେ ହେବ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶୀତଳଷଷ୍ଠୀ। ମହାଦେବ ଓ ଦେବୀ ପାର୍ବତୀଙ୍କ ଆଜି ବିବାହ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ସହରର ବିଭିନ୍ନ ଶିବାଳୟରୁ ହନୁମାନ…

  • Tuesday, 15 June 2021
west bengal
ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ : ଭିଡିଓ ଭାଇରାଲ୍ ପରେ ୧୧ ଜଣ ଗିରଫ

କୋଲକାତା : ଆଦିବାସୀ ମହିଳାଙ୍କ ସହ ଅମାନବୀୟ ବ୍ୟବହାର । ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ଉତ୍ତର ପଶ୍ଚିମବଙ୍ଗରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗାଁରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ…

  • Tuesday, 15 June 2021
patroling
ପୁରୁଷ ପୁରୁଷ ଧରି ଗୋଧି ମାଂସ ଖାଉଥିବା ଲୋକଙ୍କୁ ଧରିଲା ପୋଲିସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଧି ମାଂସ ବିକ୍ରି ଅଭିଯୋଗ। ଝାରପଡା ରସୁଲଗଡ଼ କେନାଲ ରାସ୍ତାର ଏକ ବସ୍ତିରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ପକ୍ଷରୁ ୫ରୁ ଅଧିକ ଗୋଧି ଉଦ୍ଧାର କରାଯାଇଛି। ଏସବୁ ଗୋଧିର ମାଂସ ବିକ୍ରି…

  • Tuesday, 15 June 2021
pasupati
ପୁତୁରା ହାତରୁ ଖସିଲା କମାଣ : କକା ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା

ପୁତୁରା ହାତରୁ କ୍ଷମତା ଛଡ଼ାଇନେଲେ କକା । ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଗତକାଲି ପୂରା ଦିନ ରାଜନୈତିକ ଡ୍ରାମା ଚାଲିବା ପରେ ଚିରାଗ ପାଶ୍ୱାନ ଲୋକସଭା ସଂସଦୀୟ ଦଳ ନେତା ପଦରୁ ବାହାର ହୋଇଛନ୍ତି । ଏଲଜେପିର ପାଞ୍ଚ…

  • Tuesday, 15 June 2021
tubewell
ଗଭୀର ବୋରୱେଲ ଭିତରୁ ସୁରକ୍ଷିତ ଉଦ୍ଧାର ହେଲା ୪ ବର୍ଷର ଶିଶୁ

ଆଗ୍ରା: ରଖେ ହରି ତ ମାରେ କିଏ। ଏ ଉକ୍ତିର ସତ୍ୟତା ପୁଣି ପ୍ରତିପାଦିତ ହୋଇଛି ଉତ୍ତର ପ୍ରଦେଶ ଆଗ୍ରାରେ। ଆଗ୍ରା ନିକଟ ଦରିୟାଇ ଗାଁରେ ଖୋଲା ପଡ଼ିଥିବା ଏକ ୧୦୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି।…

  • Monday, 14 June 2021
funfing
୧୬ କୋଟି ଟଙ୍କାର ଇଂଜେକ୍ସନ ନେବା ପରେ ସୁସ୍ଥ ହେଲେ ଆୟାଂଶ

ଭୁବନେଶ୍ୱର: କୁନି ପିଲାଟି ଗୁଲୁଗୁଲିଆ ସ୍ୱରରେ ସମସ୍ତଙ୍କୁ ଜଣାଉଛି ଧନ୍ୟବାଦ। ଥ୍ୟାଙ୍କ୍ ୟୁ ଏଭ୍ରି ଓ୍ୱାନ୍, ଆଇ ଲଭ୍ ୟୁ ବୋଲି ମେଡିକାଲ ବେଡ୍‌ରେ ବସି କହୁଛି ୩ ବର୍ଷର ଆୟାଂଶ। ସହଯୋଗର ହାତ ବଢାଇ ତା ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ…

  • Monday, 14 June 2021
2
ଲାଉ ରସ ପିଇବା ପୂର୍ବରୁ ଥରୁଟିଏ ଏହି ଲେଖା ଉପରେ ନଜର ପକେଇ ନିଅନ୍ତୁ

ଲାଉ ହେଉଛି ଏପରି ପନିପରିବା ଯାହାକି ଗ୍ରୀଷ୍ମ ଋତୁରେ ଅଧିକ ଖିଆଯାଏ କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ରୋଗ ଦୂର ହୋଇଥାଏ। ଏହା…

  • Monday, 14 June 2021
1
ଏହି ରାଣୀଙ୍କ ପାଖରେ ରହିଛି ବର୍ଷା କରିବାର କ୍ଷମତା

ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ଆଦିବାସୀ ସମ୍ପ୍ରଦାୟର ରାଣୀ ମସାଲେନବୋ ମୋଜାଦଜୀଙ୍କ ପାଖରେ ବର୍ଷାକୁ ନିୟନ୍ତ୍ରଣ କରିବାର ଶକ୍ତି ଥିବା ଜଣାଯାଏ। ସେ ୨୦୨୩ ମସିହାରେ ପ୍ରଦେଶର ସପ୍ତମ ରାଣୀ ହେବେ। ବର୍ତ୍ତମାନ ତାଙ୍କୁ ବୟସ୍କ ହୋଇ ନ ଥିବାରୁ…

  • Monday, 14 June 2021
Lockdown
୧୭ ପରେ ଅନଲକ୍‌ କରିବେ ବି ରାଜ୍ୟ ସରକାର?

ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍।

  • Monday, 14 June 2021
rape4
ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ…

  • Monday, 14 June 2021
ojeee
କରୋନା ପାଇଁ ସ୍ଥଗିତ ରହିଲା ଓଜେଇ

ସ୍ଥଗିତ ରହିଲା ଓଜେଇଇ ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ ସ୍ଥିତିକୁ ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବି…

  • Monday, 14 June 2021
cm-naveen
ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ନିର୍ଦ୍ଦେଶ ଦିଆଯାଇଛି। ଫାଭିପିରାଭିର ସହ…

  • Monday, 14 June 2021
lightening-death
ବଜ୍ରପାତରେ ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଏହି ଅଘଟଣ ଘଟିଛି। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ମୃତକଙ୍କ ମଧ୍ୟରେ…

  • Monday, 14 June 2021
Heaven Hills
ଏଇଠି ରହିଛି ସ୍ୱର୍ଗକୁ ବାଟ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ…

  • Monday, 14 June 2021
1
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାର କାରଣ ଖୋଲିଲେ ରାଜ୍‌ କୁନ୍ଦ୍ରା

ମୁମ୍ବାଇ: ପ୍ରସିଦ୍ଧ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନରେ ଭାଇରାଲ ହୋଇଥିବା ଥ୍ରୋବ୍ୟାକ୍ ଷ୍ଟୋରୀ ଦେଖିବା ପରେ ରାଜ କୁନ୍ଦ୍ରା…

  • Monday, 14 June 2021
Corona-Village-free
ହଳଦି ପାଣି ଆଉ ତୁଣ୍ଡି-ଦୁଇଟି ଅସ୍ତ୍ର ଧରି କରୋନାକୁ ମାତ୍ ଦେଲେ ଗ୍ରାମବାସୀ

ସୀମା ଆରପଟେ କରୋନା..କରୋନାକୁ ମାତ୍‌ ଦେଇ ଉଦାହରଣ ସାଜିଲେ ଗ୍ରାମବାସୀ। ବିକାଶ ଠାରୁ ବହୁ ଦୂରରେ କିନ୍ତୁ ସଚେତନତାରେ ଅନେକ  ଆଗରେ ଏମାନେ।

  • Monday, 14 June 2021
2
‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ନୂଆଦିଲ୍ଲୀ : ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସଙ୍କ ମୋଷ୍ଟ ଅପଡେଟ୍ ସିନେମା ‘ଆଦିପୁରୁଷ’କୁ ନେ‍ଇ ବର୍ତ୍ତମାନ ତାଜା ଖବର ସାମ୍ନାକୁ ଆସିଛି। ଓମ୍‌ ରାଓତଙ୍କ ନିର୍ଦ୍ଦେଶିତ ଏହି ସିନେମା ବିଏଫ୍‌ଏକ୍ସ(VFX) ମାମଲାରେ  ‘ବାହୁବଲୀ-୨ : ଦ କନ୍ଲୁଜନ୍’ର ରେକର୍ଡ ଭାଙ୍ଗିଛି। ପ୍ରଭାସ କିଛି…

ils
ଭାଇରସ୍‌ର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି: ଆଇଏଲ୍‌ଏସ୍

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ କିନ୍ତୁ ତୃତୀୟ ଲହର ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି…

  • Monday, 14 June 2021
2
ଚାଲିଗଲେ ବିଶ୍ୱର ବଡ଼ ପରିବାରର ମୁଖିଆ

ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶ୍ୱର ବଡ଼ ପରିବାରର ମୁଖିଆ ଜିଓନା ଚାନା। ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଜୋରାମର ଜିଓନା ଚାନା ତାଙ୍କର ୩୮ ପତ୍ନୀ ଓ ୮୯ ସନ୍ତାନଙ୍କୁ ନେଇ ଶହେ କୋଠରୀ ବିଶିଷ୍ଟ ୪…

  • Monday, 14 June 2021
Hyedrabad
ସୋସିଆଲ ମିଡ଼ିଆରେ ଆଦାୟ ହେଲା ୧୬ କୋଟି: ବଂଚିଗଲା ୩ ବର୍ଷ ବାଳକର ଜୀବନ

ହାଇଦ୍ରାବାଦ୍‌: ସୋସିଆଲ ମିଡ଼ିଆ ଜରିଆରେ ପୁଣି ଜଣଙ୍କ ଜୀବନ ବଂଚିଯାଇଛି। ଏହି ଘଟଣା ଆପଣ ବିଶ୍ୱାସ କରିପାରୁନଥିବେ ହେଲେ କିନ୍ତୁ ଏହା ପୂରା ସତ। ସୂଚନା ଅନୁସାରେ,  କେବଳ ସୋସିଆଲ ମିଡ଼ିଆ ଜରିଆରେ ହିଁ ମିଳିଗଲା ବିଶ୍ୱର ସବୁଠାରୁ ଦାମୀ ଔଷଧ।…

  • Monday, 14 June 2021
biden
ଚୀନ୍‌କୁ ଝଟକା ଦେବ ବାଇଡେନ୍‌ଙ୍କ BBB ପ୍ଲାନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ଲାବାଲ ଇନ୍‌ଫ୍ରାଷ୍ଟକ୍‌ଚର ପ୍ରୋଜେକ୍ଟ  ’ବିଲ୍‌ଡ ବେକ୍‌ ବେଟର’ ପ୍ଲାନ୍‌ର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ  ଚୀନ୍‌ର ବେଲ୍‌ଟ ଆଣ୍ଡ ରୋଡ ପ୍ରୋଜେକ୍ଟରକୁ କାଉଣ୍ଟର କରିବା ପାଇଁ ବୋଲି କୁହାଯାଉଛି। ଭାରତ…

  • Monday, 14 June 2021
accident
ବାଇକ ଦୁର୍ଘଟଣାରେ ପୁତୁରା ମୃତ, କକା ଆହତ

ବଲାଙ୍ଗୀର( ଅନ୍ତିମ ପାଣିଗ୍ରାହୀ) : ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ । ଭାରସାମ୍ୟ ହରାଇ ଶାଗୁଆନ ଗଛରେ ପିଟି ହେଲା ବାଇକ୍ । ଫଳରେ ନାବାଳକ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇ ହୋଇଥିବା ବେଳେ ଓ ତାଙ୍କ କକା…

  • Monday, 14 June 2021