• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

india lockdown
‘କରୋନାକୁ ନେଇ ବେପରୁଆ ହୁଅନି’ : ଅନଲକ୍ ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ : ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ହେବା ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ…

  • Saturday, 19 June 2021
Mohan Majhi
କରୋନା ମୃତକ ସଂଖ୍ୟାକୁ ନେଇ ଶ୍ୱେତପତ୍ର ପାଇଁ ବିଜେପିର ଦାବି

ଭୁବନେଶ୍ୱର : କରୋନାରେ ମୃତକଙ୍କ ସଂଖ୍ୟାକୁ ନେଇ ଶ୍ୱେତପତ୍ର ବାହାର କରନ୍ତୁ ରାଜ୍ୟ ସରକାର । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଏଭଳି ଦାବି କରିଛି  ବିଜେପି । ରାଜ୍ୟରେ କୋଭିଡ୍‌ ମହାମାରୀ ମୃତ୍ୟୁଜନିତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

  • Saturday, 19 June 2021
Untitled-1
ଟିକା ନେବା ପରେ ବି ସଂକ୍ରମଣ : ସ୍ଥିତି ଅନୁଧ୍ୟାନ କରିବ ଟେକ୍‌ନିକାଲ୍‌ କମିଟି

ଭୁବନେଶ୍ୱର : ଟିକା ନେବା ପରେ ବି ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍‌ନିକାଲ୍‌ କମିଟି ଗଠନ କରାଯାଇଛି। ଆଜି ଏହି କମିଟିର ପ୍ରଥମ ବୈଠକ ବସିବ । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି…

elephant
ଗଜରାଜଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା !

ହାତୀଙ୍କ ସୁରକ୍ଷା ପାଇଁ ଗୁଜୁରାଟ ମଡ଼େଲ୍ ଆପଣାଇବ ଓଡ଼ିଶା  ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଖୁବ୍ ଶୀଘ୍ର ଯୋଜନାକୁ ଚୂଡାନ୍ତ ରୂପରେଖ ଦିଆଯିବ ଇୟର ଟୁ ଦ ୱାଇଲ୍ଡ ଫାଉଣ୍ଡେସନ ପକ୍ଷରୁ ରାଜ୍ୟ ବନ ବିଭାଗ ସହ ବୈଠକ…

  • Saturday, 19 June 2021
Guruprasad Mohapatra
ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ

ବରିଷ୍ଠ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ଡିପିଆଇଆଇଟି ସଚିବ ଥିଲେ ଗୁରୁପ୍ରସାଦ ମହାପାତ୍ର କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ ଗୁରୁପ୍ରସାଦଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କ ଶୋକ ପ୍ରକାଶ ଭୁବନେଶ୍ୱର:…

  • Saturday, 19 June 2021
Untitled-1
ଯୋଗ ତନ୍ତ୍ର ସଭ୍ୟତାର ଏକ ଅଂଶ

୨୦୧୫ ମସିହାରୁ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ଵ ଯୋଗ ଦିବସ ଭାବେ ପାଳନ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଠାରେ ୨୦୧୪ରେ ମିଳିତ ଜାତିସଂଘ ଯୋଗକୁ ସ୍ଵୀକୃତି ଦେଇଥିଲା। ତେବେ ଯୋଗ କହିଲେ, ଆଜି ଆମେ ଯାହା…

  • Saturday, 19 June 2021
building
ଦିନକରେ ନିର୍ମାଣ ହେଲା ୧୦ ମହଲା ବିଶିଷ୍ଟ ବିଲ୍ଡିଂ

ବିଲ୍ଡିଂ ନିର୍ମାଣ ଆଉ ଯଦି ବଡ଼ ବଡ଼ ବିଲ୍ଡିଂ ନିର୍ମାଣ କଥା କୁହାଯାଏ, ଏହା ଏଭଳି ଏକ କାମ ଯାହାକୁ ସମ୍ପୂର୍ଣ୍ଣ କରିବା ପାଇଁ ମାସ ମାସ ସମୟ ଲାଗେ ନାହିଁ ବରଂ ବର୍ଷ ବର୍ଷ ସମୟ ଲାଗିଥାଏ। ହେଲେ ଚୀନର…

  • Saturday, 19 June 2021
tmc
ଟିଏମସି ଫେରିଲେ ୩୦୦ ବିଜେପି କାର୍ଯ୍ୟକର୍ତ୍ତା : ଗଙ୍ଗାଜଳ ସିଞ୍ଚନ କରି ଶୁଦ୍ଧିକରଣ କରାଇଲା ତୃଣମୂଳ କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜନୀତିରେ ସବୁ କିଛି ସମ୍ଭବ । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସରେ (ଟିଏମସି) ର ବିଜୟ ପରେ ବିଜେପି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ଟିଏମସିରୁ…

  • Saturday, 19 June 2021
ଅନାଥ-ବେସାହାରା ହୋଇଗଲେ ଶେଖର ସୁମନ

ମୁମ୍ବାଇ : ବଲିଉଡ ଅଭିନେତା ଶେଖର ସୁମନଙ୍କ ମାତୃ ବିୟୋଗ ହୋଇଛି। ଅଭିନେତା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ଦୁଃଖଦ ସୂଚନା ଦେଇଛନ୍ତି। ସେ ୧୭ ଜୁନ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ପରେ ଶେଖର…

  • Saturday, 19 June 2021
corona
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହରୀ ସମ୍ଭାବନା : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ…

Covid
ଦେଶରେ ଖସୁଛି କରୋନା ହାର : ଦିନକରେ ୬୦,୭୫୩ ଆକ୍ରାନ୍ତ, ୧୬୪୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗ୍ରାଫ୍ ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬୦ ହଜାରରୁ ତଳକୁ ଖସିବାକୁ ଯାଉଛି। ଆଶ୍ଵସ୍ତିର କଥା ହେଉଛି, ପୂର୍ବ ଦିନଗୁଡିକରେ ଦେଶର ୨୨ଟି ରାଜ୍ୟ ତଥା…

gandhi
୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କର ଜନ୍ମଦିନ । ୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରୁଛି କଂଗ୍ରେସ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି…

Debasis Panigrahi
ଦକ୍ଷ ପ୍ରଶାସକ ସହ ସୁ ସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ଥିଲେ IPS ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ECMO ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଜୁନ…

  • Saturday, 19 June 2021
coronavirus
ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୩, ୪୨୭ କରୋନା ଆକ୍ରାନ୍ତ, ଆଖି ବୁଜିଲେ ୪୨

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି  ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ…

corona
ମେଘାଳୟରେ କୁନି ଛୁଆଙ୍କ ଉପରେ କରୋନା କହର : ୫ ହଜାରରୁ ଅଧିକ କରୋନା ପଜିଟିଭ୍‌, ୧୭ ମୃତ

ସିଲଂ : କୁନି ଛୁଆଙ୍କ ଉପରେ କରୋନା କହର । ମେଘାଳୟରେ ୦ ରୁ ୧୪ ବର୍ଷ ବୟସର ୫ ହଜାରରୁ ଅଧିକ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର…

  • Saturday, 19 June 2021
vaccine
Pfizer ଓ Moderna ଟିକା ନେବା ପରେ କମ୍ ହୁଏ ନାହିଁ ପ୍ରଜନନ କ୍ଷମତା : ଅଧ୍ୟୟନ

ନୂଆଦିଲ୍ଲୀ : ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ କି ଟିକା ? କରୋନା ଟିକା ଫାଇଜର ଓ ମଡର୍ଣ୍ଣା ନେବାପରେ ପୁରୁଷଙ୍କ ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଏ ନାହିଁ । ଏକ ଅଧ୍ୟୟନରେ କୁହାଯାଇଛି ଉଭୟ ଭ୍ୟାକ୍ସିନ ପୁରୁଷଙ୍କ ପ୍ରଜନନ…

  • Saturday, 19 June 2021
odisha
ମହାକାଶକୁ ପଠାଯିବ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍

ଭୁବନେଶ୍ୱର: ପୁଣିଥରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ। ଓଡ଼ିଆ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିକଶିତ ଫାଷ୍ଟନର୍ ବା ନଟ୍ ବୋଲ୍ଟକୁ ମହାକାଶକୁ ପଠାଯିବ। ମହାକାଶରେ ଏସବୁ ନଟ୍ ବୋଲ୍ଟ ତିଷ୍ଠି ପାରୁଛି ନା ନାହିଁ ତାର ପରୀକ୍ଷା ହେବ। ଜୁନ୍ ୨୪ରେ ନାସା ଏହାକୁ…

  • Saturday, 19 June 2021
KIM JONG UN
ଏକଛତ୍ରବାଦୀ ଶାସକଙ୍କ ସାମ୍ରାଜ୍ୟରେ ଦୁର୍ଭିକ୍ଷ : କଦଳୀ କିଲୋ ପ୍ରତି ମୂଲ୍ୟ ୩୩୦୦

ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକଙ୍କ ଶାସନରେ ଦୁର୍ଭିକ୍ଷ, ସାରା ଦେଶରେ ଅନାହାର ପରିସ୍ଥିତି । ଭୋକରେ ଛଟପଟ୍ ହେଉଛନ୍ତି ଉତ୍ତର କୋରିଆ ବାସୀ । ଖାଦ୍ୟ ଶସ୍ୟର ଅଭାବ ହେତୁ ଉତ୍ତର କୋରିଆରେ ମୁଦ୍ରାସ୍ଫିତି ଶିଖରରେ ପହଞ୍ଚିଛି । ଫଳରେ ସାଧାରଣ…

  • Saturday, 19 June 2021
ବ୍ରେକିଂ ନ୍ୟୁଜ୍‌: ଜୁନ୍‌ ୧୯

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର  ଭୁବନେଶ୍ୱରର ସମ୍ ସ୍ପିଟାଲରେ ଦେହାନ୍ତ ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

  • Saturday, 19 June 2021
milkha singh
ଜୀବନ ଯୁଦ୍ଧରେ ହାରିଗଲେ କିମ୍ବଦନ୍ତୀ ଧାବକ ମିଲଖା ସିଂହ

ଚଣ୍ଡୀଗଡ଼ : ଆରପାରିରେ କିମ୍ବଦନ୍ତୀ ଧାବକ ମିଲଖା ସିଂହ । ପ୍ରାୟ ମାସେ ଧରି କରୋନା ସହ ଯୁଦ୍ଧ କରିବା ପରେ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ନିଧନ ହୋଇଛି । ଚଳିତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କ ପତ୍ନୀ…

  • Saturday, 19 June 2021
Debasis Panigrahi
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ IPS ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ କିଛିଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହେବା ପରେ…

  • Friday, 18 June 2021
office
ଜୁଲାଇରୁ ପୂର୍ଣ୍ଣ କାର୍ଯକ୍ଷମ ହେବ ରାଜଧାନୀର ସରକାରୀ ଅଫିସ୍

ଭୁବନେଶ୍ୱର: ରାଜଧାନୀରେ ସରକାରୀ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି। ୨ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ ଆସିପାରିବେନି କର୍ମଚାରୀ। ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ…

  • Friday, 18 June 2021
3rd-wave
ମାସେ ଭିତରେ ମହାରାଷ୍ଟ୍ରକୁ ଗ୍ରାସି ପାରେ କରୋନାର ତୃତୀୟ ଲହର

ମାସେ ଭିତରେ ମହାରାଷ୍ଟ୍ରକୁ ଗ୍ରାସି ପାରେ କରୋନାର ତୃତୀୟ ଲହର। ଆତଙ୍କ ଖେଳାଇପାରେ ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ। ଦ୍ୱିତୀୟ ୱେଭରୁ ଦୁଇଗୁଣା ଅଧିକ ରହିପାରେ ତୃତୀୟର ପ୍ରଭାବ। ମହାରାଷ୍ଟ୍ରରେ ୫ ଥାକିଆ ଅନଲକ୍‌ ପର୍ଯ୍ୟାୟ ଆରମ୍ଭ ହେବା ପରେ ରାସ୍ତାଘାଟ, ସହର…

  • Friday, 18 June 2021
ratha
ଆମର ବି ହେଉ ରଥଯାତ୍ରା, ଅକ୍ଷୁର୍ଣ୍ଣ ରହୁ ପରମ୍ପରା ! କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା

କେନ୍ଦ୍ରାପଡ଼ା: ଆମର ବି ହେଉ ରଥଯାତ୍ରା । ଅକ୍ଷୁର୍ଣ୍ଣ ରହୁ ପରମ୍ପରା । କେନ୍ଦ୍ରାପଡ଼ାରେ ଗଣଧାରଣା, ନୀଳଗିରିରେ ପଦଯାତ୍ରା ଓ ଗତକାଲି ବାରିପଦାରେ ମାନବଶୃଙ୍ଖଳ । କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ…