• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

rahul gandhi
କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି..

ସୁରଟ: ରାହୁଲଙ୍କୁ ପଡ଼ିଥିଲା କୋର୍ଟରୁ ଡକରା । ଆଉ କୋର୍ଟଙ୍କ କଥା ମାନି ହାଜର ହେଲେ ରାହୁଲ ଗାନ୍ଧି । ୨୦୧୯ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ରାଲି କରୁଥିବା ସମୟରେ ରାହୁଲ ଦେଇଥିଲେ ବିବାଦୀୟ ଭାଷଣ । ଯାହାକୁ ନେଇ…

odia artist
ଡେରାଡୁନ IMA ରେ ଚମକିବ ଓଡ଼ିଆ ପୁଅଙ୍କ କଳାକୃତି

ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ…

  • Thursday, 24 June 2021
sonu sood
ସାଇକେଲରେ ସୋନୁ ସୁଦଙ୍କ ସୁପରମାର୍କେଟ୍ : ୧୦ଟି ଅଣ୍ଡା ଅର୍ଡର କଲେ ଫ୍ରି ହୋମ୍ ଡେଲିଭରି

  ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍ ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ ।  ଅଣ୍ଡା ଓ…

exam
ଦ୍ୱାଦଶ ପରୀକ୍ଷାକୁ ନେଇ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ବିଶାଖାପାଟଣା: କରୋନା ମହାମାରୀ ଭିତରେ ଦ୍ୱାଦଶ ପରୀକ୍ଷା କରାଉଥିବାରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ସହ ଚେତାବନୀ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯଦି ଜଣକର ମଧ୍ୟ ମୃତ୍ୟୁ ହୁଏ, ସେଥିପାଇଁ ଆନ୍ଧ୍ର ସରକାର ଦାୟୀ ରହିବେ।…

  • Thursday, 24 June 2021
corona
ଦେଶରେ ୩୦ କୋଟି ଟପିଲା କରୋନା ଟିକାକରଣ : ୭୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ନେଇସାରିଛନ୍ତି ଉଭୟ ଡୋଜ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୦ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୦,୧୬,୨୬,୦୩୮ଙ୍କୁ…

students
ଦ୍ୱାଦଶ ପରୀକ୍ଷା ଫଳ: ୧୦ ଦିନ ଭିତରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।…

girl
ବିବାହର ୧୫ ଦିନ ପୂର୍ବରୁ ଘର ଛାଡ଼ି ଚାଲିଗଲେ ଯୁବତୀ, ଏହି ସିଙ୍ଗରଙ୍କ ନାଁ ନେଲେ ପରିବାର ଲୋକ

ହମିରପୁର: ବିବାହ ପାଇଁ ଜୋରଦାର ଚାଲିଥିଲା ପ୍ରସ୍ତୁତି। ସୁନା ଅଳଙ୍କାରଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ସବୁ ପ୍ରାୟତଃ କିଣା ସରିଥିଲା। ହେଲେ ଯାହା ପାଇଁ ଏତେ ଆୟୋଜନ ଚାଲିଥିଲା, ବିବାହ ପୂର୍ବରୁ ସେ ଘର ଛାଡ଼ି ଚାଲିଗଲେ। ଖାଲି ଫେରାର…

  • Thursday, 24 June 2021
modi
’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି’

ନୂଆଦିଲ୍ଲୀ : ’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୟକାଥନ୍ -୨୦୨୧ର  ପ୍ରତିଯୋଗୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ କହିଛନ୍ତି ଗତ…

  • Thursday, 24 June 2021
medicine
ଶେଷରେ ଧରାପଡ଼ିଲା ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନା

ଭୁବନେଶ୍ୱର: ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର MD ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ STF ଗିରଫ କରିଛି । ଗତକାଲି କ୍ରାଇମବ୍ରାଞ୍ଚ STF…

  • Thursday, 24 June 2021
sonia
ଟିକାକରଣର ଗତିକୁ ନେଇ ଚିନ୍ତା ବ୍ୟକ୍ତ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଟିକାକରଣ ପାଇଁ ଚିନ୍ତାରେ ସୋନିଆ ଗାନ୍ଧୀ । ଦେଶରେ ଚାଲିଥିବା ଟିକାକରଣର ଗତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।  ମହାମାରୀର ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଉପରେ ଜୋର ଦେବା…

  • Thursday, 24 June 2021
bihar
ଟିକା ନନେଲେ ବିଧାନସଭା ଆସିବା ମନା : ସଂକ୍ରମଣକୁ ଦୃଷ୍ଟିରେ ରଖି ବାଚସ୍ପତିଙ୍କ କଠୋର ନିର୍ଦ୍ଦେଶ

ପାଟନା : ଟିକା ନେଇନଥିବା ବି‍ଧାୟକଙ୍କୁ ବିଧାନସଭାରେ ନୋ ଏଣ୍ଟ୍ରି । ସଂକ୍ରମଣ ଭୟ ଭିତରେ ଭ୍ୟାକ୍ସିନ ନେବା ବାଧ୍ୟତାମୂଳକ । କରୋନା ଟିକା ନେଇଥିବା ବିଧାୟକଙ୍କୁ ହିଁ ବିହାର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ବାଚସ୍ପତି ବିଜୟ…

  • Thursday, 24 June 2021
mp mimi chakraborty
‘ଫେକ୍’ ଭ୍ୟାକ୍‌ସିନେସନ୍ କ୍ୟାମ୍ପ୍‌ରେ କରୋନା ଟିକା ନେଇ ଚିନ୍ତାରେ ସାଂସଦ ମିମି ଚକ୍ରବର୍ତ୍ତୀ

କୋଲକାତା: ନିଜକୁ IAS ଅଫିସର ଦର୍ଶାଇ କୋଲକାତାରେ ହଜାର ହଜାର ଟିକାକରଣର ଆୟୋଜନ କରିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ ଦେବଞ୍ଜନ ଦେବ। ସେ ଆୟୋଜନ କରିଥିବା ଏକ କ୍ୟାମ୍ପରେ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ…

  • Thursday, 24 June 2021
Randeep Guleria
କଟକଣା ମାନିଲେ କରୋନାର ତୃତୀୟ ଲହରକୁ ରୋକାଯାଇ ପାରିବ-ଗୁଲେରିଆ

ନୂଆଦିଲ୍ଲୀ: ଭାରତରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍‌ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍‌ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ…

  • Thursday, 24 June 2021
delta
୮୫ ଦେଶକୁ ବ୍ୟାପିଲା ଡେଲଟା ଭାରିଏଣ୍ଟ୍  

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ  ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଏପରିସ୍ଥଳେ ବିଶେଷଜ୍ଞ ମାନେ ତୃତୀୟ ଲହରୀ ବିଷୟରେ ବାରମ୍ବାର ଚେତାବନୀ…

  • Thursday, 24 June 2021
corona
୨୪ ଘଣ୍ଟାରେ ଦେଶରେ ୫୪୦୬୯ ପଜିଟିଭ ଚିହ୍ନଟ, କେବଳ ୬ଟି ରାଜ୍ୟରୁ ୮୦% ସଂକ୍ରମଣ

ଆଜି ଦେଶରେ ୫୪ ହଜାର ୬୯ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ସେପଟେ ଦେଶରେ ଆଜି ୧୩୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର…

  • Thursday, 24 June 2021
delta plus
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩,୭୬୧ ଛୁଇଁଲା, ଖୋର୍ଦ୍ଧା ସବୁଠୁ ଆଗରେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୩, ୭୬୧ରେ…

Baladevjew temple
ସ୍ନାନଯାତ୍ରାରେ ବଳଦେବଜୀଉ ମନ୍ଦିର ନିକଟରେ ଲାଗିଲା ୧୪୪ ଧାରା

କେନ୍ଦ୍ରାପଡ଼ା: ଆଜି ପବିତ୍ର ସ୍ନାନ ପୂର୍ଣ୍ଣମୀ। ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜୀଉ। ରଥଯାତ୍ରା ପରମ୍ପରାର ଏହା ଏକ ପର୍ବ। ହେଲେ ଆଜି ପରି ପବିତ୍ର ଦିନରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଲାଗିଛି ୧୪୪ ଧାରା। ଜିଲ୍ଲା ପ୍ରଶାସନ…

corona
ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୪୪ ମୃତ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ୩,୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩,୬୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୨,୦୯୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ସ…

puri
ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନବେଦୀରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି। ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କରୋନା କଟକଣାରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା…

snana-purnima
ରାତି ପାହିଲେ ସ୍ନାନପୂର୍ଣ୍ଣମୀ; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ରାତି ୧ରୁ ଆରମ୍ଭ ନୀତିକାନ୍ତି

ପୁରୀ: ରାତି ପାହିଲେ ସ୍ନାନପୂର୍ଣ୍ଣମୀ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ, ହାତୀବେଶରେ ବି ସଜେଇ ହେବେ । ରାତି ଗୋଟାଏରେ ଠାକୁରଙ୍କ ସ୍ନାନପହଣ୍ଡି ସହ ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ସ୍ନାନ ବିଧି…

rath yatra
ରଥଯାତ୍ରା ପ୍ରସଙ୍ଗ : ସେବାୟତଙ୍କୁ ଗିରଫ ନେଇ ବିରୋଧ

ବାଲେଶ୍ୱର/ପୁରୀ : ବାଲେଶ୍ୱର ନୀଳଗିରି ରଥଯାତ୍ରା ପ୍ରସଙ୍ଗକୁ ନେଇ ସେବାୟତଙ୍କ ବିରୋଧ ଜାରି ରହିଛି। ରଥ କାର୍ଯ୍ୟ ଚାଲିଥିବାବେଳେ ଜଣେ ମହାରଣା ସେବାୟତଙ୍କୁ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସେବାୟତ । ଘଟଣାକୁ…

vlcsnap-error214
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍

ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ…

Untitled-1
ପଞ୍ଜାବ ନିର୍ବାଚନ: କଂଗ୍ରେସ କାହାକୁ କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ : ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା, ରାହୁଲ୍ ଗାନ୍ଧୀଙ୍କୁ ଭେଟିବା ପରେ ଏହା…

siba
କଟକରୁ ନକଲି ଫାଭିପିରାଭିର ଜବତ ଘଟଣା, ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଥିଲା ବିକ୍ରି ଯୋଜନା !

ଭୂବନେଶ୍ୱର: ଫିଟିଲା ନକଲି ଔଷଧର ଗୁମର । ବନ୍ଧା ହେଲେ ଭେଜାଲ୍ ଔଷଧ କାରବାରର କାର୍ପଟଦାର । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍ । ଏମାନେ ମାତ୍ର ୬୫…