• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

pan-link
ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି

ଭୁବନେଶ୍ୱର: ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ପାନ୍ ସହ ଆଧାର ଲିଙ୍କର ଡେଡଲାଇନ୍ ଜୁନ୍ ୩୦ ତାରିଖ ଥିଲା।…

  • Friday, 25 June 2021
vaccination
କେତେ ପ୍ରଭାବୀ କରୋନା ଟିକାର ଡବଲ ଡୋଜ୍?

ଭୁବନେଶ୍ୱର: କରୋନାକୁ ମାତ୍ ଦେବାକୁ ଟିକା ହିଁ ପ୍ରମୁଖ ଅସ୍ତ୍ର। ଟିକାର ଡବଲ୍ ଡୋଜ୍ ନେଇଥିଲେ କରୋନାରେ ଆକ୍ରାନ୍ତ ହେଲେବି ଗୁରୁତର ହେଉ ନାହାନ୍ତି ରୋଗୀ। ଓଡିଶାରେ ICMR ଦ୍ୱାରା କରାଯାଇଥିବା ଷ୍ଟଡିରୁ ଏହି ତଥ୍ୟ ଆସିବା ପରେ ମିଳିଛି ଆଶ୍ୱସ୍ତି।…

  • Friday, 25 June 2021
Anun-Sahoo
ପିଲାଙ୍କ ପରୀକ୍ଷା ଦାୟିତ୍ୱ ନେବେ ଶିକ୍ଷକ

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ…

  • Friday, 25 June 2021
aaaa
ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ

କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ…

  • Friday, 25 June 2021
Anil Deshmukh
ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍‌ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ…

ravi sankar prasad
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ୧ଘଣ୍ଟା ପାଇଁ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ:କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ଶୁକ୍ରବାର ଦିନ ୧ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା। ଆମେରିକାର ଡିଜିଟାଲ ମିଲିନିୟମ କପି ରାଇଟ ଆକ୍ଟ (DMCA) ଉଲ୍ଲଘଂନ ଅଭିଯୋଗରେ ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ…

  • Friday, 25 June 2021
delta
ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ…

10th-Result
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।

HIDMA
କରୋନାରେ ୭ ମାଓ ନେତାଙ୍କ ମୃତ୍ୟୁ; ଦୁର୍ଦ୍ଦାନ୍ତ ହିଡମା ସମେତ ଅନେକ ଗୁରୁତର

ନୂଆଦିଲ୍ଲୀ:ମାଓବାଦୀଙ୍କୁ ଘାରିଛି କରୋନା ଭୟ । ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ଅନେକ ମାଓନେତା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓନେତାଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ…

  • Friday, 25 June 2021
high court
ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ…

  • Friday, 25 June 2021
oxygen
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି : ସମ୍ବିତ ପାତ୍ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ସମ୍ବିତ ପାତ୍ର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସଂଗୀନ ଆରୋପ ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ବଢ଼େଇକି କହିଥିଲା ଦିଲ୍ଲୀ ଆବଶ୍ୟକଠାରୁ ୪ ଗୁଣା ଅଧିକ ମଗେଇବାରୁ ଅନ୍ୟ…

  • Friday, 25 June 2021
delta plus
ଭାକ୍ସିନ ନେଲେ ଗୁରୁତର ହେବା କମିଯିବ-DMET

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ ଲହର ପ୍ରକୋପ କମିନି। ୩ୟ ଲହରର ଆଶଙ୍କା ଚିନ୍ତା ବଢାଇଲାଣି।  ବିଶେଷ କରି ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

  • Friday, 25 June 2021
shweta bachchan
କରଣ ଜୋହରଙ୍କ ପାଇଁ ଉପାସରେ ରହିଥିଲେ ଅମିତାଭଙ୍କ ଝିଅ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଛୋଟବେଳୁ ଭଲ ସାଙ୍ଗ। ଉଭୟଙ୍କ ମସ୍ତି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ନେହା ଧୂପିଆଙ୍କ…

  • Friday, 25 June 2021
old-pkg
ପରିଣତ ବୟସରେ ଅସହାୟ: ଅକାମୀ ହୋଇପଡ଼ିଛି ଗୋଡ଼, ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ରଘୁନାଥ

ବୟସର ଅପରାହ୍ଣରେ ଅସହାୟ ବୃଦ୍ଧ ଘର ନଥିବାରୁ କେଉଁଠି ବାକି ଜୀବନ କାଟିବେ ସେ ନେଇ ଚିନ୍ତା ଅସହାୟ ଅବସ୍ଥାରେ ଗଂଜାମ ସୋରଡ଼ାର ରଘୁନାଥ ମିଶ୍ର ସୋରଡ଼ା(ରାଜେଶ କୁମାର ପଣ୍ଡା) : ପରିଣତ ବୟସରେ ଆଶ୍ରୟ ଚିନ୍ତା । କେମିତି ରହିବେ,…

  • Friday, 25 June 2021
people wearing mask
ମହାରାଷ୍ଟ୍ରରେ କରୋନା ଗ୍ରାଫ୍‌ ଉପର ମୁହାଁ, ତୃତୀୟ ଲହର ନେଇ ଆଶଙ୍କା

ମୁମ୍ବାଇ: ଦେଶରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରୁ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ବଢ଼ିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ମହାରାଷ୍ଟ୍ରରେ ୯ ହଜାର ୮୪୪ ନୂଆ…

  • Friday, 25 June 2021
delhi
ଦ୍ୱିତୀୟ ଲହରୀରେ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର : ଅଡିଟ୍ କମିଟି ରିପୋର୍ଟ

ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ ଅଡିଟ୍ ପ୍ୟାନେଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ଟାର୍ଗେଟରେ କେଜ୍ରିୱାଲ ସରକାର ନୂଆଦିଲ୍ଲୀ : ବଢ଼େଇ ଚଢ଼େଇ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର । ଗୋଟିଏ ପଟେ ଅକ୍ସିଜେନ୍ ପାଇଁ…

  • Friday, 25 June 2021
bjp dharana
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି…

  • Friday, 25 June 2021
Indian coast guard
ସମୁଦ୍ର ଭିତରେ ବୁଡ଼ିଯାଉଥିଲା ଡଙ୍ଗା, ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର…

  • Friday, 25 June 2021
corona-vaccine
ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୦୦ ପାର୍, ଏବେ ସୁଦ୍ଧା ୮ ଜଣ ଗିରଫ

ମୁମ୍ବାଇ : ସଂକ୍ରମଣ ଭୟ ଭିତରେ ଚାଲିଛି ନକଲି ଟିକାକରଣ । ମୁମ୍ବାଇର କାନ୍ଦିବଲି ହୀରାନନ୍ଦାନି ନକଲି ଟିକାକରଣ ମାମଲାରେ ପୋଲିସ ଆଉ ଦୁଇ ଜଣ ଲାକଙ୍କୁ ଗିରଫ କରିଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ନକଲି…

  • Friday, 25 June 2021
apana-eka-nuhanti
ରୋଗ ଶଯ୍ୟାରେ ମେଧାବୀ ପୁଅ : ଅସହାୟ ବାପା ମା'ଙ୍କ ଆଖିରୁ ଲୁହ ଶୁଖୁନି କି ଛାତିର କୋହ ଥମୁନି

ବାସୁଦେବପୁର(କୀର୍ତ୍ତି  ଦାସ) : ବୟସ ବାଇଶ । ପଦାର୍ଥ ବିଜ୍ଞାନରେ ସ୍ନାତକ । ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଆଗକୁ ପାଠପଢି ପ୍ରଫେସର ହେବାକୁ ଆଶା ବି ରହିଛି । ହେଲେ ଆଶାକୁ ନିରାଶ କରିଛି ଅସାଧ୍ୟ ରୋଗ ।…

  • Friday, 25 June 2021
deadbody
ବାଲିରେ ପୋତା ଯାଇଥିଲା, ଜଳସ୍ତର ବଢ଼ିବା ପରେ ନଦୀରେ ଭାସିଲା ଶବ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନଦୀର ଜଳସ୍ତର ବୃଦ୍ଧି ପାଇବା…

  • Friday, 25 June 2021
ଦେଶରେ ତୃତୀୟ ଦିନ ପାଇଁ ଲଗାତାର ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ,୨୪ ଘଣ୍ଟାରେ ୧୩୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଲଗାତାର ତିନି ଦିନ ଧରି ୫୦ ହଜାରରୁ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୬୬୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗୋଟିଏ ଦିନରେ ୧୩୨୯…

odisha
ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

ଆନନ୍ଦପୁର: ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ…

  • Friday, 25 June 2021
khatia-ambulance
ଗାଁକୁ ଭଲ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

ବାଲିଶଙ୍କରା : ଖଟିଆରେ ବୁହା ହେଲେ ରୋଗୀ । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଖଟିଆରେ ବୁହା ହୋଇ ଅଣାଗଲା ପରେ ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଗଲା । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ…

  • Friday, 25 June 2021