ଆସନ୍ତା ମାସ ଅର୍ଥାତ୍ ଜୁନ୍ ୧ ତାରିଖରେ ମୌସୁମୀ କେରଳ ଛୁଇଁବା ଆକଳନ। ୧ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା। ତେବେ ପୂର୍ବରୁ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ବୋଲି ଆକଳନ କରିଥିଲା ଆଇଏମଡ଼ି।
ପାଟଣା : ‘ମୋର ଚାଲାଣ କାଟିଲେ, ସମସ୍ତଙ୍କର ଚାଲାଣ କଟେଇ ଦେବି । ତୁମ ସମସ୍ତଙ୍କର ଚାକିରି ରହିବନି । ବିହାରରେ ହଙ୍ଗାମା ହେବ । ୧୧ଟାରେ ମୋର ଟ୍ରେନ୍ ଧରିବାର ଅଛି । ବିଗତ ୩ ଘଂଟା ଧରି ଘରୁ…
ଉଭୟ ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪୬ ବିଲିୟନ୍ ଡଲାର ସମ୍ପତ୍ତି ସମ୍ପତ୍ତିରୁ କାହା ଭାଗକୁ କେତେ ଆସିବ, ସେନେଇ କଳ୍ପନା ଜଳ୍ପନା ନ୍ୟୁୟର୍କ: ୬୫ ବର୍ଷୀୟ ବିଲ୍ ଗେଟ୍ସ ଓ…
ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ତାଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟା ବେଳେ ତାଳଗଡ଼ର ମମତା ସେଠୀ ଆମ୍ବ ଗୋଟାଇବାକୁ ତୋଟାକୁ ଯାଇଥିଲେ
ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଭଦ୍ରକ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା । ଏ…
ଯୋଧପୁର: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ସଜା କାଟୁଥିବା ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ବୁଧବାର ରାତିରେ ତାଙ୍କ ମହାତ୍ମାଗାନ୍ଧି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲ୍ରେ କରୋନା ସଂକ୍ରମଣ ବ୍ୟାପିବାର ୩ ଦିନ ପରେ ସେ ସଂକ୍ରମିତ…
କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଶ୍ଚିମବଙ୍ଗ ସରକାର ପଦକ୍ଷେପ ନେଇଛନ୍ତି । ଗତକାଲି ରାଜ୍ୟରେ ନୂଆ ସରକାର ଦାୟିତ୍ୱ ନେଉ ନେଉ ପଶ୍ଚିମବଙ୍ଗକୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମାବଳୀ ଜାରି କରିଛନ୍ତି…
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ଟିକାକରଣ। ଭ୍ୟାକ୍ସିନେସନ କେନ୍ଦ୍ର ସାମ୍ନାରେ ଲୋକଙ୍କ ଭିଡ଼ ପ୍ରବଳ ଦେଖିବାକୁ ମିଳିଛି। କିନ୍ତୁ ଠିକରେ ବ୍ୟବସ୍ଥା କରାଯାଇଥିବାରୁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଦେଶରେ ପୁଣି ୪ ଲକ୍ଷ ଟପିଲା ସଂକ୍ରମଣର ସଂଖ୍ୟା। ଏହାସହ ୨୪ ଘଂଟାରେ ୩,୯୮୦ ମୃତ ହୋଇଥିବା ନେଇ ମିଳିଛି ସୂଚନା।
କରୋନା ଭାରତରେ ଉଗ୍ର ରୂପ ନେଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି।
ପୂର୍ବରୁ ଏପ୍ରିଲ ୩୦ରେ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା ସର୍ବାଧିକ ୪୮ ହଜାର ୨୯୬ ପଜିଟିଭ୍ କେସ୍। ସେହିପରି ମହାରାଷ୍ଟ୍ରରେ ସବଠୁ ଗମ୍ଭୀର ରହିଛି କରୋନା ସ୍ଥିତି। ମହାରାଷ୍ଟ୍ରରେ ଦିନକରେ ୯୨୦ ଜଣଙ୍କ ଜୀବନ ନେଇଛି କରୋନା।
ମୋବାଇଲ୍ ମେସେଜ୍ ଆସିନଥିଲେ ଟିକାକରଣ ପାଇଁ ଯାଆନ୍ତୁନାହିଁ
କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍ର ଆଜି ଦ୍ୱିତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ
ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ମାତ୍ର ୨୪ ଘଂଟାରେ ରାଜ୍ୟରୁ ୧୭ ଜଣଙ୍କ ପ୍ରାଣ ନେଇ ମହାମାରୀ। କହିବାକୁ ଗଲେ ରାଜ୍ୟରେ ପୁଣି କରୋନା ଉପରମୁହାଁ ହୋଇଛି।
ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ଘଟିଛି।
କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି
ସୁରତରେ କରୋନା ସ୍ଥିତି ଅଣାୟତ୍ତ ପରେ ଘର ମୁହାଁ ପ୍ରବାସୀ ଓଡ଼ିଆ। ସୁରତରେ ଗଲା କିଛି ଦିନ ଧରି ସଂକ୍ରମଣର ସଂଖ୍ୟା ବୃଦ୍ଧି ଏବଂ କଳ କାରଖାନା ବନ୍ଦ ପରେ ଗଞ୍ଜାମ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି ଶହ ଶହ ସଂଖ୍ୟାରେ ଶ୍ରମିକ