• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Cloudy
ହଠାତ୍‌ ଘୋଟି ଆସିଲା କଳାହାଣ୍ଡିଆ ମେଘ, କିଛି ସମୟ ଭିତରେ ହୋଇଗଲା ସବୁକିଛି ଛାର୍‌ଖାର୍‌

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା।  ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ…

  • Tuesday, 11 May 2021
naxals
କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ମୃତ

ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ  ଘଂଚ ଜଙ୍ଗଲରେ…

  • Tuesday, 11 May 2021
Untitled-1
ଟିକା ମହଜୁଦ୍ ପାଇଁ ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର

ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…

  • Tuesday, 11 May 2021
vaccination
ଭୁଲ୍‌ରେ ଯୁବତୀଙ୍କୁ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦେଇଦେଲେ ନର୍ସ, ତା’ପରେ...

ରୋମ୍‌: କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍‌ସିନ୍‌ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍‌ସିନ୍‌ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…

  • Tuesday, 11 May 2021
jogi 1
ଦଶ ଦିନରେ କମ୍ ହେଲା ଏକ ଲକ୍ଷ ସକ୍ରିୟ ସଂକ୍ରମିତ ସଂଖ୍ୟା

ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…

  • Tuesday, 11 May 2021
Untitled-1
ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…

  • Tuesday, 11 May 2021
airabata ins
ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ନେଇ ଆସିଲା ଆଇଏନ୍ଏସ୍ ଐରାବତ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…

  • Tuesday, 11 May 2021
twitter
ମହାମାରୀ ସହ ଲଢ଼ିବା ପାଇଁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର

ନୂଆଦିଲ୍ଲୀ : ଭାରତର ସଙ୍କଟ ଘଡ଼ିରେ ମହାମାରୀର ମୁକାବିଲା କରିବାକୁ ସହଯୋଗର ହାତ ବଢ଼ାଇଲା ଟ୍ୱିଟର । ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଭିତରେ ୧. ୫କୋଟି ଡଲାର ପ୍ରଦାନ କରିଛି ସୋସିଆଲ ମିଡ଼ିଆ କମ୍ପାନୀ । କରୋନାର…

  • Tuesday, 11 May 2021
murder in bhadrak
‘ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ’

ଭଦ୍ରକ: ଯିଏ ଦିନେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥୀ କରିଥିଲେ, ଶେଷରେ ସେ ନିଜେ ମଥାରୁ ସିନ୍ଦୂର ଲିଭାଇ ଦେଲେ। ସାତ ଜନ୍ମର ସାଥୀ ହୋଇ ରହିବା ତ ଦୂରର କଥା ଗୋଟିଏ ଜନ୍ମ ପାଇଁ…

  • Tuesday, 11 May 2021
corona patient
କମୁଛି, କିନ୍ତୁ ଭୟ ଯାଇନି: ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ କରୋନା ରୋଗୀ

ନୁଅଦୀଲ୍ଲି:କରୋନାକୁ ନେଇ ଆସିଛି ଅଶ୍ୱସ୍ତିର ଖବର। ଗତ କିଛି ଦିନ ହେବ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବା ବେଳେ ୨ ଦିନ ହେବ ଏହା ସାମାନ୍ୟ ହ୍ରାସ ପାଇଛି । ଆଜି ଦେଶରେ କରୋନା ସଂକ୍ରାମିତଙ୍କ…

  • Tuesday, 11 May 2021
shop
କରୋନା କର୍ଫ୍ୟୁ ମଧ୍ୟରେ ଖୋଲିବ ମଦ ଦୋକାନ

ଆଗ୍ରା : ଖୋଲିବ ମଦ ଦୋକାନ । କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ…

  • Tuesday, 11 May 2021
liquor home delivery
ଏଠି ଆରମ୍ଭ ହେଲା ମଦର ହୋମ ଡେଲିଭରି, ଦିନକରେ ୪ କୋଟିର ବେପାର

ରାୟପୁର: କରୋନାର ଦ୍ଵିତୀୟ ଲହରରେ ଥରୁଛି ସାରା ଛତିଶଗଡ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟ ଲକ୍‌ଡାଉନ । ଲକଡାଉନରେ ଆବଶ୍ୟକ ଜିନିଷ ପାଇଁ ଲୋକଙ୍କର ଚିିନ୍ତା ଯେତିକି ନୁହେଁ, ଚିନ୍ତା ବେଶୀ ମଦ ପାଇଁ । ଚାହିଦାକୁ…

  • Tuesday, 11 May 2021
covid warrior
କରୋନା କାଳରେ ଦେବଦୂତ ସାଜି ବଞ୍ଚାଉଛନ୍ତି ରୋଗୀଙ୍କ ଜୀବନ

ଭୁବନେଶ୍ୱର: କରୋନାର କହର ଆପଣାକୁ ବି କରି ଦେଉଛି ପର। ଆକ୍ରାନ୍ତଙ୍କୁ କେହି ଭେଟିବାର ଦୂରର କଥା, କଥା ହେବା ଲାଗି ବି ସଙ୍କୋଚ ପ୍ରକାଶ କରୁଛନ୍ତି ପରିଜନ। ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି…

  • Tuesday, 11 May 2021
Fuel price hike
ରେକର୍ଡ଼ ଛୁଇଁଲା ତୈଳ ଦର : ବିଭିନ୍ନ ସହରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟପିଲା

ନୂଆଦିଲ୍ଲୀ : ତେଲ ଦରରେ ନିଆଁ। ଗତ ଏକ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ମୂଲ୍ୟ କ୍ରମାଗତ ବୃଦ୍ଧି ପାଉଛି । ବାରମ୍ବାର ତୈଳଦର ବୃଦ୍ଧି ଯୋଗୁ ଖାଉଟି ଉପରେ ଏହାର ପ୍ରଭାବ ପଡ଼ିଛି। ତେବେ ଆଜି  ପେଟ୍ରୋଲ ଏବଂ ଡିଜେଲର…

  • Tuesday, 11 May 2021
corona
ଘରମାଲିକ ବାହାର କରିଦେଲା, କୋଭିଡ ରୋଗୀ ସହ ଗାଡି ଭିତରେ ରହିଲେ ପୂରା ପରିବାର

ମଣ୍ଡି:କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ଲାଗିରହିଛି । ଏପରି ଦୁଃସ୍ଥିତିରୁ ବର୍ତ୍ତିବା ପାଇଁ ମଣିଷ ଭୁଲି ଯାଉଛି ସମ୍ପର୍କକୁ । ଭୁଲିଯାଉଛି ମଣିଷ ପଣିଆକୁ । ତା ଆଖିରେ ଗୋଟିଏ ଲକ୍ଷ୍ୟ, କିପରି ଏ ବିପତ୍ତିରୁ…

  • Tuesday, 11 May 2021
river ghat
କରୋନା ସଙ୍କଟ କାଳରେ ନଦୀରୁ ମିଳିଲା ୪୦ରୁ ଅଧିକ ମୃତଦେହ, ଭୟଭୀତ ଲୋକେ

ପାଟନା: ଦେଶବାସୀ ଏବେ ମହାମାରୀ କରୋନାର ମୁକାବିଲା କରୁଥିବା ବେଳେ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ବିହାର ବକ୍ସର ଜିଲ୍ଲାର ଚୌସା ସ୍ଥିତ ମହାଦେବ ଘାଟର ଗଙ୍ଗା ନଦୀରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନା…

  • Tuesday, 11 May 2021
lockdown
ଲକ୍‌ଡାଉନ୍‌ କଟକଣା : ଅମାନିଆଙ୍କ ଉପରେ ପୋଲିସର କଡ଼ା ନଜର

ଭୁବନେଶ୍ୱର : କୋଭିଡ ସ୍ଥିତିକୁ ନେଇ ଆଜି ମଧ୍ୟ ଜାରି ରହିବ ଲକଡାଉନ କଟକଣା । ସକାଳ ୬ରୁ ଦିନ ୧୨ ଭିତରେ ଜରୁରୀ ସାମଗ୍ରୀ କିଣାକୁ ଅନୁମତି ରହିଛି । ଅନ୍ୟପଟେ ବିନା କାରଣରେ ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ…

  • Tuesday, 11 May 2021
coronavirus
ଦିନକରେ ଓଡ଼ିଶାରେ ୧୮ ଜଣଙ୍କ ମୁଣ୍ଡ ନେଲା କରୋନା, ଅନୁଗୁଳରେ ସର୍ବାଧିକ ୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

  • Tuesday, 11 May 2021
corona 1
ଭାରତରେ ବିଶ୍ୱର ସବୁଠାରୁ ଭୟଙ୍କର କରୋନା ଭାରିଏଣ୍ଟ୍ !

ନୂଆଦିଲ୍ଲୀ : ଭାରତରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନାର ନୂଆ ଭାରିଏଣ୍ଟ ବିଶ୍ୱର ସବୁଠାରୁ ସଂକ୍ରାମକ ମ୍ୟୁଟେସନ୍ ହୋଇପାରେ । ବେଲଜିୟମନର ୟୁନିଭରସିଟି ଅଫ୍ ଲ୍ୟୁବେନର ଜଣାଶୁଣା ବାୟାଲୋଜିଷ୍ଟ ଟମ୍ ବେସଲିୟର୍ସ ଏପରି ଦାବି କରିଛନ୍ତି । ୟୁକେ ଭାରିଏଣ୍ଟକୁ ବାକି…

  • Tuesday, 11 May 2021
oxizen
ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ-ପୁଣି ଅକ୍ସିଜେନ ଅଭାବ ଯୋଗୁ ଚାଲିଗଲା ୧୧ ଜୀବନ । ଡାକ୍ତରଖାନାରେ ଅକ୍ସିଜେନ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ଛଟପଟ ହୋଇ ଆଖି ବୁଜିଦେଲେ ୧୧ କରୋନା ରୋଗୀ । ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ସ୍ଥିତ ଭେଙ୍କଟେଶ୍ୱର ରାମନାରାୟଣ…

  • Tuesday, 11 May 2021
corona
କମୁଛି ସଂକ୍ରମଣ : ଆଜି ରାଜ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ । ୬ ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ସ୍ଥିର ରହିବା ପରେ ଆଜି ପଜିଟିଭ ସଂଖ୍ୟା ହ୍ରାସ ପାଇଥିବା ଦେଖାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ କରୋନା ପଜିଟିଭ୍…

  • Tuesday, 11 May 2021