ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି…
ହାଇଦ୍ରାବାଦ: ଦେଶରେ କରୋନା ମହାମାରୀର କରାଳ ଗ୍ରାସରେ ସମସ୍ତେ ଥରହର । ସବୁ କୋଣରୁ ଆସୁଛି ହୃଦୟ ବିଦାରକ ଘଟଣା । ଏଥିସହିତ ଦେଖିବାକୁ ମିଳୁଛି ଅନେକ ମାନବକ ସମ୍ବେଦନଶୀଳ ଉଦାହରଣ । ଏମିତି ଏକ ଖବର ଆସିଛି ତେଲେଙ୍ଗାନା-ଆନ୍ଧ୍ର ସୀମାରୁ…
ନୂଆଦିଲ୍ଲୀ: କରାଳ ମହାମାରୀ ଭାରତରେ ଯେମିତି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ଶ୍ମଶାନରେ ଲିଭୁନି ଜୁଇ । ଉଜାଡି ଦେଲାଣି ଲକ୍ଷ ଲକ୍ଷ ପରିବାର । ମୃତ୍ୟୁ ସଂଖ୍ୟାରେ ଯେମିତି ଲଗାମ ଲାଗିପାରୁନି । ଗତ କିଛି ଦିନ ହେବ…
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଏନ୍ଏଚ-୧୬ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବିର୍ଲା ଟାୟାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ କାର୍ ଖସି ପଡ଼ିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।…
ଦେଶର ପ୍ରମୁଖ ଗାଡ଼ି ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛି । ସାରା ଦେଶରେ କରୋନା ସଂକ୍ରମଣ ସହ ଲଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ବେଡ ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ…
ବାପାଙ୍କ ପାଇଁ କୋଭିଡ ହସ୍ପିଟାଲରେ ପୁଅ ସାଜିଲା ୱାର୍ଡବୟ ଡବଲ ସିପ୍ଟରେ କାମ କଲା ପୁଅ ଅନ୍ୟ ରୋଗୀଙ୍କ ମଧ୍ୟ ସେବାଶୁଶ୍ରୁଷା ମଧ୍ୟ କରୁଥିଲେ ଚନ୍ଦନ ଲକ୍ଷ୍ନୌ : ମହାମାରୀକୁ ନଡରି ବାପାଙ୍କ ପାଇଁ ୱାର୍ଡବୟ ସାଜିଲା ପୁଅ । ସଂକ୍ରମଣ…
ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…
ଏପଟେ ବଜାର ଖାଁ ଖାଁ, ସେପଟେ କ୍ଷେତରେ ଲୋଟୁଛି କଞ୍ଚା ପରିବା। ଲକଡାଉନ୍ ପାଇଁ ବେପାର ନଥିବାରୁ ଟେନସନରେ ଅଛନ୍ତି ଚାଷୀ ଆଉ ବ୍ୟବସାୟୀ। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଓ ରାଜ୍ୟରେ ଲକଡାଉନ୍ ଘୋଷଣା ପରେ ପରିବା ଚାଷର ପ୍ରମୁଖ ଅଞ୍ଚଳ କଟକ ଜିଲ୍ଲା ବାଙ୍କୀରେ ବି ଦେଖିବାକୁ ମିଳିଛି ଚାଷୀର ଦୁଃଖ
ଜେରୁଜେଲମ: ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ଗତ ରାତିରେ ଇସ୍ରାଏଲ ପକ୍ଷରୁ ହମାସ ଉପରକୁ ଜୋରଦାର ଆକ୍ରମଣ କରାଯାଇଛି । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ…
ମଶାଣୀ ସାରା କେଉଁଠି ମଣିଷ ମୁଣ୍ଡର ଖପୁରୀ ଗଡୁଛି ତ କେଉଁଠି ଅଧାପୋଡ଼ା କଙ୍କାଳ ଦେଖିବାକୁ ମିଳିଛି। ଜାଗା ଜାଗାରେ ପଡ଼ି ରହିଛି ଦରପୋଡ଼ା ଶବ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ବିଜାଖମନ ନିକଟ ଶ୍ମଶାନରେ।
ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୯୧୬୭୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…
ମେ ମାସ ଦେଖାଉଛି କରୋନାର ଉଗ୍ର ରୂପ। ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ମହାମାରୀ ନେଇଛି ୨୨ ଜୀବନ। ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସବୁଠୁ ସାଂଘାତିକ ରହିଛି
ମୁମ୍ବାଇ: କରୋନା ଭାଇରସ୍ ଏହି ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ଦିନକୁ ଦିନ କରୋନା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ମଧୁମେହ, ରକ୍ତଚାପ ଏବଂ ହୃଦ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା…
ନୂଆଦିଲ୍ଲୀ: ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କରୋନା ଭୂତାଣୁ କେଉଁଠୁ ଆସିଲା ? ଏନେଇ କାହା ପାଖରେ ଠୋସ୍ ପ୍ରମାଣ ନାହିଁ । ତେବେ ବିଶ୍ୱର କିଛି ବଡ଼ ବଡ଼ ବୈଜ୍ଞାନିକଙ୍କ କହିବାନୁଯାୟୀ, ଚୀନ୍ ଲ୍ୟାବ୍ରୁ କରୋନା…
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଅନୁଯାୟୀ, କମ୍ପାନୀ ମେ’ ୧ ତାରିଖରୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟକୁ କୋଭିଡ-୧୯ ଟିକା ‘କୋଭାକ୍ସିନ୍’ ସିଧାସଳଖ ଯୋଗାଣ ଆରମ୍ଭ କରିଛି । ହାଇଦ୍ରାବାଦସ୍ଥିତ ଏହି କମ୍ପାନୀ…
କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର
ନୂଆଦିଲ୍ଲୀ: କରୋନା ସଙ୍କଟ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତର ସ୍ଥିତିକୁ ନେଇ ବିଶ୍ୱ ଚିନ୍ତିତ । ଏଠି କରୋନାକୁ କିପରି ନିୟନ୍ତ୍ରଣ କରାଯିବ, କେମିତି ଚିକିତ୍ସା ଉପକରଣ ମିଳିବ ସେ ନେଇ ସମସ୍ତେ ବ୍ୟଗ୍ର, ବ୍ୟସ୍ତ…
ନୂଆଦିଲ୍ଲୀ: ସ୍ପୁଟନିକ-ଭି’ର ସିଂହଭାଗ ଉତ୍ପାଦନ ଭାରତରେ ହିଁ ହେବ। ଏ ବର୍ଷ ଭାରତରେ ସ୍ପୁଟନିକ-ଭି’ର ୮୫ କୋଟି ଡୋଜ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ରୁଷ୍ ଡାଇରେ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ ସିଇଓ କିରିଲ ଦିମିତ୍ରିଭ ଏହି ସୂଚନା ଦେଇଛନ୍ତି। ଭାରତରେ ଶୁକ୍ରବାର ହାଇଦ୍ରାବାଦର…
ଆପଣ ନିଶ୍ଚୟ ବରଗଛ ବିଷୟରେ ଅନେକ କଥା ଜାଣିଥିବେ। ଏହାର ବୈଜ୍ଞାନିକ ନାମ ହେଉଛି ଫାଇକସ୍ ବେଙ୍ଗାଲେନ୍ସିସ୍। ହିନ୍ଦୁ ଧର୍ମରେ ଏହି ବୃକ୍ଷ ସର୍ବଦା ସମ୍ମାନିତ ହୋଇଆସୁଛି। ଅନ୍ୟପଟେ, ଏହା ଆମର ଜାତୀୟ ବୃକ୍ଷ ଭାବରେ ମଧ୍ୟ ସ୍ୱୀକୃତିପ୍ରାପ୍ତ। ଏହା ସହିତ…
ଭୁବନେଶ୍ୱର: ରଖେ ହରି ମାରେ କିଏ ! କରୋନା ସହ ସଂଗ୍ରାମ କରି ଜିତିଲା ନବଜାତ ଶିଶୁ । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ।। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶରେ…
ଗତ କିଛିବର୍ଷ ମଧ୍ୟରେ ମଙ୍ଗଳ ଅଭିଯାନ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସମ୍ପ୍ରତି ମଙ୍ଗଳ ଗ୍ରହରେ ପ୍ରୋବ, ରୋଭର ଓ ଅର୍ବିଟର୍ ସଂଖ୍ୟା ବୃଦ୍ଧି ପାଇଛି। ୟୁଏଇ ଓ ଚୀନ୍ର ଯାନଗୁଡ଼ିକ ମଙ୍ଗଳ ଗ୍ରହରେ ବୁଲୁଛି। ଆମେରିକାର ନାସାର ଅନେକ ରୋଭର ମଙ୍ଗଳରେ ବୁଲୁଛନ୍ତି। ବର୍ତ୍ତମାନ ଜଣେ ଅଣୁବିଶେଷଜ୍ଞ କହିଛନ୍ତି ଯେ ପୃଥିବୀରୁ କିଛି ଅଣୁଜୀବ ମଙ୍ଗଳରେ ପହଞ୍ଚିଥିବା ଆଶଙ୍କା କରାଯାଇଛି।
ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଚାଷୀଙ୍କ ଖାତାକୁ କାଳିଆ କିସ୍ତି ଟଙ୍କା ଦେଲେ ରାଜ୍ୟ ସରକାର। ମୋଟ ୯୨୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା ସୂଚନା। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି
ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ…